classable Meaning in Odia (Oriya). ( classable ଶବ୍ଦର ଓଡିଆ ଅର୍ଥ)
ଶ୍ରେଣୀଭୁକ୍ତ,
Adjective:
ପାରମ୍ପରିକ, କ୍ରସିଂ ପରି |, ଚଳନଶୀଳ |, ଅଭିଗମ୍ୟ, ଗ୍ରହଣୀୟ, ପାସେବଲ୍ |, ମଧ୍ୟମ,
People Also Search:
classbookclassed
classes
classic
classical
classical architecture
classical ballet
classical conditioning
classical greek
classical hemophilia
classical latin
classical mechanics
classical music
classical mythology
classical scholar
classable తెలుగు అర్థానికి ఉదాహరణ:
ସିରିଆକୁ ବିଶ୍ୱ ବ୍ୟାଙ୍କଦ୍ୱାରା "ନିମ୍ନ ମଧ୍ୟମ ଆୟ ଦେଶ" ଭାବରେ ଶ୍ରେଣୀଭୁକ୍ତ କରାଯାଇଛି।
ଅପର ପକ୍ଷେ ଚିଡ଼ିଆଘରେ କେବଳ ଦୁଇଟି ମାଈ ବଞ୍ଚି ରହିଥିବା ଉତ୍ତର ଧଳା ଗଣ୍ଡାଙ୍କ ସ୍ଥିତି ସଙ୍କଟାପନ୍ନ ଓ ଏମାନଙ୍କ ଉପପ୍ରଜାତିକୁ Critically Endangered ଶ୍ରେଣୀଭୁକ୍ତ କରାଯାଇଛି ।
ଏହି ଅମେରୁଦଣ୍ଡୀ ସନ୍ଧିପଦ ପ୍ରାଣୀ "ଆରକ୍ନିଡା" ଶ୍ରେଣୀରେ ଆସେ ଯେଉଁଥିରେ କି ବୁଢିଆଣୀ, କଂକଡାବିଚ୍ଛା ତଥା ରାମଲେଖନୀ କଂକଡା ଶ୍ରେଣୀଭୁକ୍ତ ହୋଇଥାଆଂତି ।
କାନାଡ଼ା ଓ ଯୁକ୍ତରାଷ୍ଟ୍ର ଆମେରିକାରେ ୨୫ଓ ୩୦ ମେଗାୱାଟ୍ କ୍ଷମତାର ପ୍ରକଳ୍ପମାନଙ୍କୁ ଏହି ଶ୍ରେଣୀଭୁକ୍ତ କରାଯାଏ ।
ବୌଦ୍ଧରୁ ପ୍ରାପ୍ତ ଏକ ପୂର୍ଣ୍ଣାବୟବ ମୂର୍ତ୍ତି ମଧ୍ୟ ଏହି ଶ୍ରେଣୀଭୁକ୍ତ ।
ବୈଜ୍ଞାନିକ ପଦ୍ଧତିରେ ଉଦ୍ଭିଦ ଶ୍ରେଣୀଭୁକ୍ତ କରିବା କାର୍ଯରୁ ଆଧୁନିକ ଉଦ୍ଭିଦବିଜ୍ଞାନର ଅୟମାରମ୍ଭ ହୋଇଥିଲା।
୨୦୧୬ ମସିହା ପରଠାରୁ IUCN ତାଲିକାରେ ଏହି ଜୀବକୁ ସଙ୍କଟାଭିମୁଖୀ (Vulnerable-VU) ଶ୍ରେଣୀଭୁକ୍ତ କରାଯାଇଛି ।
୧୨୯୦ ମସିହାରେ ପ୍ରଥମ ଥର ପାଇଁ ଏହାକୁ ଅପରାଧ ଶ୍ରେଣୀଭୁକ୍ତ କରାଯାଇଥିଲା।
ସାଧାରଣତଃ ଗୁରୁତ୍ତ୍ୱପୂର୍ଣ୍ଣ ଅପରାଧମାନଙ୍କୁ ଜାମିନ ବିହୀନ ଭାବେ ଶ୍ରେଣୀଭୁକ୍ତ କରାଯାଇଛି ।
୧୯୫୫ ମସିହାରେ ଭାରତ ସରକାର ସର୍ପଗନ୍ଧାକୁ ବିରଳ ଶ୍ରେଣୀଭୁକ୍ତ କଲେ ଏବଂ ବିସ୍ତୃତ ଚାଷ କରିବା ପାଇଁ ଉଦ୍ୟମ କରାଗଲା ।
ଅବୈଧ ଶିକାର, ଅଧିବାସ କ୍ଷୟ ଓ ବିଚ୍ଛିନ୍ନ ହୋଇଯାଉଥିବାରୁ ଏହି ମାଙ୍କଡ଼ମାନଙ୍କ ସଂଖ୍ୟା ବହୁମାତ୍ରାରେ ହ୍ରାସ ପାଇଛି ଓ ୨୦୦୮ ମସିହାରୁ IUCN ଏହି ବାନର ଉପ-ପ୍ରଜାତିକୁ “Near Threatened“ ଶ୍ରେଣୀଭୁକ୍ତ କରିଛି ।
ଗାନ୍ଧୀଙ୍କ ଘନିଷ୍ଠ ବନ୍ଧୁ ହେନେରୀ ପୋଲାକଙ୍କ ମତରେ ଦକ୍ଷିଣ ଆଫ୍ରିକାର ଜେଲରେ ଗାନ୍ଧୀଙ୍କୁ ମଧ୍ୟ "ନିଗ୍ରୋ" ଶ୍ରେଣୀଭୁକ୍ତ କରାଯାଇଥିଲା ଓ ତାଙ୍କୁ ମଧ୍ୟ ସେହି ଧଳା ଟୋପି ପିନ୍ଧିବାକୁ ପଡ଼ିଥିଲା ।
classable's Usage Examples:
Volume 3 Les théâtres de l"absurde, Caroline Luigini Jean Tardieu: un rire inquiet, Caroline Luigini Jean Tardieu, l’inclassable, Le Monde "Partition pour.
A non-subclassable class is created by declaring the class as sealed in C# or as final in Java or PHP.