<< civil right civil rights activist >>

civil rights Meaning in Odia (Oriya). ( civil rights ଶବ୍ଦର ଓଡିଆ ଅର୍ଥ)



ନାଗରିକ ଅଧିକାର,

Noun:

ନାଗରିକ ଅଧିକାର |,

civil rights తెలుగు అర్థానికి ఉదాహరణ:

|ଚାରି ଦେଶ ଓ ୪ ମହାଦେଶରେ ନାଗରିକ ଅଧିକାର ପାଇଁ ସେ ଲଢ଼ିଥିଲେ ।

ଜଣେ ମାନବାଧିକାର କାର୍ଯ୍ୟକର୍ତ୍ତା ଭାବରେ ସେ ୧୯୬୦ରୁ ୧୯୭୦ ଦଶକରେ ଲଣ୍ଡନରେ ନିଜର ନାଗରିକ ଅଧିକାର ସକ୍ରିୟତା ଏବଂ ଜାତି ସମ୍ପର୍କ କାର୍ଯ୍ୟ ପାଇଁ ଜଣାଶୁଣା ଥିଲେ।

| ଆଧାର |୧୯୮୭ ଜନ୍ମ|ଜୀବିତ ବ୍ୟକ୍ତି|ଓଡ଼ିଆ ଲୋକ|କଟକ ଜିଲ୍ଲାର ଲୋକ|୧୬ଶ ଓଡ଼ିଶା ବିଧାନ ସଭାର ସଭ୍ୟ ଭାଷାଗତ ଅଧିକାର ବ୍ୟକ୍ତିଗତ ତଥା ସାମୂହିକ ଅଧିକାର ସ୍ତରରେ ବ୍ୟକ୍ତିଗତ କିମ୍ବା ସର୍ବସାଧାରଣ ପରିବେଶ ଯୋଗାଯୋଗ ପାଇଁ ଭାଷା ବା ଭାଷାସମୂହ ବାଛିବା ପାଇଁ ମାନବିକ ଏବଂ ନାଗରିକ ଅଧିକାର

|ସଂସଦରେ ତାଙ୍କ ଉଲ୍ଲେଖନୀୟ ଯୋଗଦାନ ସେନେଟରେ ଆସିଥିବା ରାଷ୍ଟ୍ରପତି ଆଇଜେନହାୱାରଙ୍କ ନାଗରିକ ଅଧିକାର ଆଇନ ୧୯୫୭ ସମ୍ବନ୍ଧରେ ଥିଲା ।

ସେମାନଙ୍କର ନାଗରିକ ଅଧିକାରର ଉନ୍ନତି ପାଇଁ ପ୍ରୟାସରେ ପ୍ରଶାସନ ||୧୯୩୯ ମସିହାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ମୂଳଦୁଆ ଥିଲା ପ୍ରଜା ମଣ୍ଡଳ ଆନ୍ଦୋଳନର ଏକ ପ୍ରତିକ୍ରିୟା ।

|ନାଗରିକ ଅଧିକାର ଆନ୍ଦୋଳନକୁ ସମର୍ଥନ କରୁଥିବା ହେତୁ ମିସିସିପି ଓ ଆଲାବାମାର ୧୪ ଜଣ ଓ ଓକ୍ଲାହୋମାର ଜଣେ ନିର୍ବାଚକ କେନେଡ଼ିଙ୍କୁ ସମର୍ଥନ ନକରି ଭର୍ଜିନିଆ ସାଂସଦ ହ୍ୟାରୀ ଏଫ୍. ବାଇର୍ଡ଼ଙ୍କୁ ଭୋଟ ଦେଇଥିଲେ ।

|ଆଗରୁ ଥିବା ବ୍ୟବସ୍ଥାଗୁଡ଼ିକ (ଯଥା ନାଗରିକ ଅଧିକାର ସୁରକ୍ଷା ଅଧିନିୟମ ୧୯୯୫ ଏବଂ ଭାରତୀୟ ଦଣ୍ଡ ସଂହିତା) ଏହି ଅପରାଧଗୁଡ଼ିକୁ ଯାଞ୍ଚ କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ଜଣାପଡ଼ିବା ପରେ (ଏହି ଆଇନରେ "ଅତ୍ୟାଚାର" ଭାବରେ ଅଭିହିତ) ଏହି ଅଧିନିୟମ ପ୍ରଣୟନ କରାଯାଇଥିଲା ।

ସେହି ସମୟରେ ନାଗରିକ ଅଧିକାର ସମର୍ଥକ ମାନେ ଏହାକୁ ସମାଲୋଚନା କରିଥିଲେ ଯେ ଏହାଦ୍ୱାରା ଆଇନଟିର ଶକ୍ତି କ୍ଷୁଣ୍ଣ ହେବ ।

| ଆଧାର |ନାଗରିକ ଅଧିକାର ପାଇଁ ଆନ୍ଦୋଳନ|ଭାରତୀୟ ମହିଳା କର୍ମୀ କପିଳା ବାତ୍ସାୟନ (୨୫ ଡିସେମ୍ବର ୧୯୨୮ - ୧୬ ସେପ୍ଟେମ୍ବର ୨୦୨୦) ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, କଳା, ସ୍ଥାପତ୍ୟ ଏବଂ କଳା ଇତିହାସର ଜଣେ ଅଗ୍ରଣୀ ବିଦ୍ୱାନ ଥିଲେ ।

ତାଙ୍କ ଶାସନ କାଳରେ ବିଶ୍ୱ ରାଜନୀତିର ଅନେକ ପ୍ରମୁଖ ଓ ଐତିହାସିକ ଘଟଣା ଘଟିଯାଇଥିଲା ଯଥା: ପରମାଣୁ ପରୀକ୍ଷଣ ପ୍ରତିବନ୍ଧ ସନ୍ଧି (Nuclear Test Ban Treaty), ପିସ୍ କର୍ପର ପ୍ରତିଷ୍ଠା, ମହାକାଶ ଯାତ୍ରା ଲାଗି ପ୍ରତିଯୋଗିତା, ବର୍ଲିନ ପ୍ରାଚୀର ନିର୍ମାଣ, କୃଷ୍ଣକାୟଙ୍କ ନାଗରିକ ଅଧିକାର ଆନ୍ଦୋଳନ ଓ ଭିଏତନାମ ଯୁଦ୍ଧରେ ଆମେରିକାର ପୂର୍ଣ୍ଣ ଯୋଗଦାନ ଆଦି ।

ଏହା ପରିବର୍ତ୍ତେ, ଏହା ଏକ ବିତର୍କକାରୀ ସମାଜ ଭାବରେ ଅଧିକ କାର୍ଯ୍ୟ କଲା, ଯାହା ପ୍ରତିବର୍ଷ ବ୍ରିଟିଶ୍ ରାଜ ପ୍ରତି ନିଜର ବିଶ୍ୱସ୍ତତା ପ୍ରକାଶ କରିବାକୁ ଏକତ୍ରିତ ହୋଇଥିଲା ଏବଂ କମ୍ ବିବାଦୀୟ ପ୍ରସଙ୍ଗ ଉପରେ ଯେପରିକି ସରକାରଙ୍କ ନାଗରିକ ଅଧିକାର କିମ୍ବା ସୁଯୋଗ (ବିଶେଷକରି ନାଗରିକ ସେବା)ରେ ଅନେକ ସଂକଳ୍ପ ପାରିତ ହୋଇଥିଲା ।

civil rights's Usage Examples:

Collins had the unique experience of attending Girls' High during the 1960s process of desegregation of schools, which contributed to her growing interest in sociology, feminism, and activism for African-American and civil rights.


was noted for her civil rights activity and southern newspapers wrote scandalously about her when, in 1905, Booker T.


1955), civil rights activist and journalistDavid Henry Hwang (1979), playwrightArturo Islas (A.


Revisionist interpretations of American civil rights law and progress: Criticism of civil-rights scholarship and anti-discrimination law, such as Brown v.


She is approached by members of the civil rights movement.


State Department revoked singer and civil rights activist Paul Robeson's passport as a means of preventing him from traveling overseas and continuing his left-wing political work.


The Crusader was established to shed light on the civil rights movement, African-American culture, and news about.


Important civil rights cases argued for the Legal Defense FundBrown v.


Increased civil rights facilitate the denationalization of citizenship as citizens can make claims against their nation-states.


That same year, Massachusetts gubernatorial candidate Deval Patrick's membership in the Fly Club was criticized as contradictory to his image as a champion of civil rights; Patrick responded that he had left the club in the early 1980s for that reason.


Pierre Ruffin, a civil rights leader and suffragist.


In all, he argued 40 civil rights cases before the U.



Synonyms:

liberal,

Antonyms:

conservative, right,

civil rights's Meaning in Other Sites