cinerama Meaning in Odia (Oriya). ( cinerama ଶବ୍ଦର ଓଡିଆ ଅର୍ଥ)
ସିନେମା, ସିନିରାମା,
Noun:
ସିନେରିଆ,
People Also Search:
cinerariacinerarias
cinerarium
cinerary
cineration
cinerator
cinereous
cingalese
cingula
cingulum
cinna
cinnabar
cinnabar chanterelle
cinnabar moth
cinnabaric
cinerama తెలుగు అర్థానికి ఉదాహరణ:
| ଅଭିନୟରେ |ଓଡ଼ିଆ କଥାଚିତ୍ର ‘ଜୟଦେବ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:|ସାମୁଏଲ ସାହୁ (ବାବି)|ଶେଫାଳୀ ନାୟକ|ବ୍ୟୋମକେଶ ତ୍ରିପାଠୀ| ଆଧାର | ଅଧିକ ତଥ୍ୟ |୧୯୬୨ ଓଡ଼ିଆ ସିନେମା ଶ୍ରୀ ଶ୍ରୀ ପତିତପାବନ ୧୯୬୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆକଥାଚିତ୍ର ।
ଉଭୟ ଓଡ଼ିଆ ଓ ହିନ୍ଦୀ ସିନେମାରେ ଏଭଳି ଦୃଶ୍ୟ ରହିଛି, କେତେକ ସିନେମାରେ ରାକ୍ଷୀ ମାଧ୍ୟରେ ଏହି ଆବେଗ ଓ ତ୍ୟାଗର ଦୃଶ୍ୟ ଦର୍ଶକଙ୍କୁ ଦେଖାଇଦିଆଯାଇଛି ।
|ବଙ୍ଗାଳୀ ସିନେମାରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିବା କେଶଟୋ ପରେ ମୁମ୍ବାଇ ଆସି ହିନ୍ଦୀ ସିନେମାରେ ଆଗଧାଡିର ହାସ୍ୟ କଳାକାର ହିସାବରେ ଆସ୍ଥାନ ଯମେଇଥିଲେ ।
ତାଙ୍କ ସଙ୍ଗୀତ ନିର୍ଦ୍ଦେଶନା ଥିବା କେତେକ ପ୍ରମୁଖ ଓଡ଼ିଆ ସିନେମା ହେଲା ଆଖି ସାଥେ ଆଖି ଯେବେ ମିଶି ଯାଏ ରେ, ତୁ ଥିଲେ ସାଥିରେ, କୁକୁଡ଼ୁ କୁକୁଡ଼ୁ କୁଁ, ଚାନ୍ଦ ନା ତୁମେ ତାରା, ପ୍ରେମ କେବେ ମରେନା, କ୍ରୀଷ୍ଣା, ଲଭ୍ ଡଟ୍ କମ୍, ଅଭିମନ୍ୟୁ ଓ ମିଃ. ବ୍ୟାଚେଲର୍ ।
ତେବେ ଓଡ଼ିଆ ସିନେମା ଜଗତକୁ ଏକ ନୂଆ ରୂପ ଦେବା ପାଇଁ ସେ ୧୯୫୯ରେ ଓଡ଼ିଶାକୁ ଫେରିଥିଲେ ।
ସେ ଚଳଚ୍ଚିତ୍ର ଶୋତ୍ରୁରେ ଅଭିନୟ କରି ୨୦୧୧ ମସିହାରେ ବଙ୍ଗାଳି ସିନେମାରେ ପାଦ ରଖିଥିଲେ ।
ପିଲାଦିନୁ ଫଟୋଗ୍ରାଫୀର ସଉକ ଯୋଗୁ, ସିନେମାଟୋଗ୍ରାଫିରେ ଶିକ୍ଷା କରିବା ପାଇଁ ସେ ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥା, ପୁନେରେ ଯୋଗ ଦେଇଥିଲେ ।
ସେ ଅନେକ ଓଡ଼ିଆ ଓ ବଙ୍ଗଳା ସିନେମାରେ କାମ କରିଛନ୍ତି ।
| ଅଭିନୟରେ |ଓଡ଼ିଆ କଥାଚିତ୍ର ‘ପ୍ରିୟତମା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:|ଶ୍ରୀରାମ ପଣ୍ଡା|ମହାଶ୍ୱେତା ରାୟ|ନଗେନ ରାୟ|ପ୍ରମୋଦ ମହାପାତ୍ର|ଟୁନୁ ମହାନ୍ତି|ନରୀ|ରାଧା ପଣ୍ଡା|ପ୍ରୀତି ପଟ୍ଟନାୟକ|ନିଳକଣ୍ଠ ରାୟ| ଆଧାର | ବାହାର ଆଧାର |୧୯୭୮ର ଓଡ଼ିଆ କଥାଚିତ୍ର ଉତ୍ତମ ମହାନ୍ତି ଭାରତର ଓଡ଼ିଶାରେ ଥିବା ଓଡ଼ିଆ ସିନେମା ଜଗତର ଜଣେ ଅଭିନେତା ।
| ଅଭିନୟରେ |ଓଡ଼ିଆଚଳଚ୍ଚିତ୍ର ‘ରଣଭୂମି’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:|ସିଦ୍ଧାନ୍ତ ମହାପାତ୍ର|ପୁଷ୍ପା ପଣ୍ଡା|ଦେବୁ ବୋଷ|ଦେବୁ ବ୍ରହ୍ମା|ଜୟୀରାମ ସାମଲ|ରୁପା ଗାଙ୍ଗୁଲୀ|ରାଇମୋହନ|ଦୁଃଖୀରାମ ସ୍ୱାଇଁ|ବିଜୟ ପଟ୍ଟନାୟକ| ଆଧାର | ଅଧିକ ତଥ୍ୟ |୧୯୯୫ର ଓଡ଼ିଆ କଥାଚିତ୍ର ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ବାହୁଡ଼ିବେ ମୋ ଜଗାବଳିଆ ୨୦୦୩ ମସିହାରେ ମୁକ୍ତିଲାଭ କରିଥିଲା ।
ସେ ଓଡ଼ିଆ ସିନେମାରେ ଜଣେ ଅଭିନେତ୍ରି ଭାବରେ କାମ କରିଆସିଛନ୍ତି ।
|ଷ୍ଟିଭେନ ସ୍ପିଲବର୍ଗଙ୍କ 'ଇଣ୍ଡିଆନା ଜୋନ୍ସ ଆଣ୍ଡ ଟେମ୍ପଲ ଓଫ ଡୁମ' ( Indiana Jones and the Temple of Doom ) ନାମକ ହଲିଉଡ ଚିତ୍ରରେ ସେ ଭାରତୀୟ ଖଳନାୟକ 'ମେଳାରାମ' ଭୂମିକାରେ ଲଣ୍ଡା ମସ୍ତକରେ ଅଭିନୟ କରି ବହୁଳ ପ୍ରସିଦ୍ଧି ଲାଭ କରିବା ପରେ ସେ ସେହି ଲଣ୍ଡା ମସ୍ତକ ଥାଇ ଅନେକ ହିନ୍ଦୀ ସିନେମାରେ ଖଳ ନାୟକର ଭୂମିକା ପାଇଲେ ।
| ଅଭିନୟରେ |ଓଡ଼ିଆଚଳଚ୍ଚିତ୍ର ‘ସୁନା ହରିଣୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:|ରଚନା ବାନାର୍ଜୀ|ସିଦ୍ଧାନ୍ତ ମହାପାତ୍ର|ଦେବୁ ବୋଷ|ସୁରେଶ ବଳ|ହର ପଟ୍ଟନାୟକ|ରୁନୁ ପରିଜା|ବ୍ରଜ ସିଂ|ଜୟୀରାମ ସାମଲ| ଆଧାର |୧୯୯୯ ଓଡ଼ିଆ ସିନେମା ମୋ କୋଳ ତୋ ଝୁଲଣା ୨୦୦୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।