chuffy Meaning in Odia (Oriya). ( chuffy ଶବ୍ଦର ଓଡିଆ ଅର୍ଥ)
କଫି,
Adjective:
ଗାଳିଗୁଲଜ କରିବାରେ ଅଭ୍ୟସ୍ତ |, ଅହଂକାରୀ,
People Also Search:
chugchugged
chugging
chugs
chukar
chukka
chukkas
chukker
chukkers
chukor
chum
chum salmon
chum up
chumley
chummage
chuffy తెలుగు అర్థానికి ఉదాహరణ:
ପରେ ଏହି ଭାଷାର ନାମ "ଗ୍ରୀନ" ହେଲା ଓ ପରେ ଜାଭା କଫିକୁ ଦେଖି ଏହାର ନାମ ଜାଭାରେ ପରିଣତ ହେଲା।
ତେଣୁ ବ୍ରିଟିଶମାନେ ଭାରତରେ ବାଧ୍ୟ ହୋଇ କଫିଶିଳ୍ପ ପାଇଁ ଦକ୍ଷିଣ ଭାରତରୁ ଶହ ଶହ ତାମିଲ 'କୁଲି'କୁ ଶ୍ରୀଲଙ୍କାକୁ ପରିବହନ କରି ଚୁକ୍ତିଭିତ୍ତିକ ଶ୍ରମର ଏକ କୁଖ୍ୟାତ ପ୍ରଣାଳୀ ପ୍ରତିଷ୍ଠା କରିଥିଲେ ।
କିଛି ସ୍ଥାନରେ ଭୂଇଁଖୁଣ୍ଟିମାନେ ଆମ୍ବ ଗଛ ଓ କଫି ବୁଦାରେ ବସା ବାନ୍ଧିବା ଅଧିକ ପସନ୍ଦ କରନ୍ତି ।
ଆରବ ଦେଶ ମାନଙ୍କରେ କଫିରେ ଅଳେଇଚ ଓ ଖିର ସର ଦେଇ ଅତିଥି ଚର୍ଚ୍ଚା କରିବା ଏକ ପରମ୍ପରା ଅଟେ ।
ଅନ୍ତର୍ଜାତୀୟ କଫି ସଂସ୍ଥାନର ସମ୍ମତିକ୍ରମେ ପ୍ରଥମ ଥର ପାଇଁ ଏହା ୧ ଅକ୍ଟୋବର ୨୦୧୫ରେ ଇଟାଲୀର ମିଲନଠାରେ ପାଳିତ ହେଲା ।
କଫି ଶୀଳ୍ପର ଅବସାନ ପରେ ଏହି ଦ୍ୱୀପରେ ଅଧିକାଂଶ ଚାଷୀ ବିକଳ୍ପ ଫସଲ ଭାବରେ କୋକୋ ଏବଂ ସିଙ୍କୋନା ଚାଷ କରିବା ଆରମ୍ଭ କରିଦେଇଥିଲେ ।
ଏହି ଦିବସ ପାଲନ ଅବସରରେ ଅନେକ କଫି ବ୍ୟବସାୟୀ ରିହାତି ଦରରେ କଫି ବିତରଣ କରିବା ତଥା ନିଜ ସଂସ୍ଥାର ପୁରୁଣା ଗ୍ରାହକଙ୍କୁ ସ୍ୱତନ୍ତ୍ର କୁପନ ଯୋଗାଇବା ଭଳି କିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଥାନ୍ତି ।
| ସଫଳତା |ଅଞ୍ଜୁମ ୱାର୍ଲଡର ପ୍ରଥମ କଫି ଟେବୁଲ ବୁକର ଟାଇଟେଲ ‘Women’s Cricket World- ‘A Journey from 1745- 2013’ର କୋ -ଅଥର ଥିଲେ।
|ଏହି ସହରରେ କଫି ଓ ମସଲା ଚାଷ ବହୁଳ ପରିମାଣରେ ହେଇଥାଏ ।
କଫି ଚାଷ ନିମିତ୍ତ ଆନୁଷଙ୍ଗିକ ଖର୍ଚ୍ଚ ବୃଦ୍ଧି ସାଙ୍ଗକୁ ଅନ୍ତରାଷ୍ଟ୍ରୀୟ ବଜାରରେ କଫିର ବିକ୍ରୀ ଆଶାନୁରୂପ ହୋଇ ନ ଥିବାରୁ ୨୦୧୯ ମସିହାରେ ଏହି ପରିପ୍ରେକ୍ଷୀରେ କଫି ଚାଷିମାନଙ୍କ ସର୍ବ ନିମ୍ନ ମଜୁରି ବୃଦ୍ଧି କରିବା ଦିଗରେ ସମସ୍ତ ସଦସ୍ୟ ରାଷ୍ଟ୍ର ଉଚିତ ପଦକ୍ଷେପ ନେବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ପରବର୍ତ୍ତୀ ସମୟରେ ଅନ୍ତର୍ଜାତୀୟ କଫି ସଂସ୍ଥାନଦ୍ୱାରା ବିଭିନ୍ନ ଦେଶରେ ଏହି ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମ ସବୁ ଆୟୋଜନ ଦେବା ସହ ବିଶ୍ୱ ସ୍ତରରେ ଏହି ଦିବସ ପାଳନ ପାଇଁ ମାନ୍ୟତା ଲାଭ ହେଲା ।
୧୮୩୦ ଦଶକରେ ଶ୍ରୀଲଙ୍କାରେ କଫିଚାଷ ଆରମ୍ଭ ହୋଇଥିଲା, କୃଷକ ମାନଙ୍କ ଠାରୁ ନିଆଯାଇଥିବା ଉଚ୍ଚଭୂମିରେ ଏହି ଫସଲ ଭଲ ଅମଳ ଦେଇଥିଲା ।