<< chokos chokras >>

chokra Meaning in Odia (Oriya). ( chokra ଶବ୍ଦର ଓଡିଆ ଅର୍ଥ)



ଚକ୍ରା,

Noun:

ଚକ୍ର,

chokra తెలుగు అర్థానికి ఉదాహరణ:

ଏ ରାକ୍ଷସର ଦୌରାତ୍ମ୍ୟରୁ ରକ୍ଷା ପାଇବା ନିମନ୍ତେ ଏକଚକ୍ରା ଗ୍ରାମବାସୀମାନେ ତାହା ନିକଟକୁ ପ୍ରତିଦିନ ତାହାର ଭୋଜନାର୍ଥ ପ୍ରଚୁର ଖାଦ୍ୟ ଦ୍ରବ୍ୟ ସହ ଜଣେ ମନୁଷ୍ୟକୁ ପଠାଇବାପାଇଁ ତା ସଙ୍ଗେ ଜବାବ କରି ସେହି ଅନୁସାରେ ପ୍ରତିଦିନ ପାଳି କରି ଗୋଟିଏ ଲୋକକୁ ପଠାଉ ଥିଲେ ।

| References ଚକ୍ରାତା , ଭାରତୀୟ ରାଜ୍ୟ ଉତ୍ତରାଖଣ୍ଡର ଏକ କାଣ୍ଟନମେଣ୍ଟ ସହର ।

ସେଥିରୁ ଜଣାଗଲା ଯେ ଏହାର ଗୋଟିଏ ଚକ୍ରାକାର ଗୁଣସୂତ୍ର ରହିଛି ଯେଉଁଥିରେ ୯୧,୦୫,୮୨୮ଟି ବେସଯୋଡା ରହିଛି ।

ତେଣୁ ପୋଲିସ କମିଶନରର ଝିଅ ଚିତ୍ରାକୁ ସୂରିୟା ଚକ୍ରାନ୍ତ କରି ନିଜ ପ୍ରେମ ଜାଲରେ ପକାଇଦେଲା ।

ଭଗ୍ନ ହାଡର ଦୁଇ ଖଣ୍ଡ ମଧ୍ୟରେ କୋଣ ରହିବ ନାହିଁ, ଚକ୍ରାକାର ଘୁର୍ଣ୍ଣନ(Rotation) ରହିବ ନାହିଁ, ବିସ୍ଥାପନ ରହିବ ନାହିଁ, ଏକ ସରଳ ରେଖାରେ ରହିବ ଓ ହାଡ ପରଷ୍ପର ସଂଲଗ୍ନ ରହିବ; ଏହି ଲକ୍ଷ୍ୟ ସାଧନ ନିମନ୍ତେ ଚିକିତ୍ସା କରାଯାଏ ।

|ଚକ୍ରାକାର ଭଗ୍ନ(Spiral): ଭଗ୍ନ ରେଖା ବଙ୍କେଇ ବଙ୍କେଇ ଗତି କରିଥାଏ ।

ଗ୍ରାମ୍ୟ ଜୀବନର ଅନ୍ୟାନ୍ୟ ସମସ୍ୟ ଓ ଗାଁ ସରପଞ୍ଚର କୁଟଚକ୍ରାନ୍ତ, ଗାଁ ମନ୍ଦିର ପୂଜକର କଥା ଉପରେ ସରଳ ନିରୀହ ଗ୍ରାମବାସୀଙ୍କର ଅଖଣ୍ଡ ବିଶ୍ୱାସ, ଜାତିଭେ ତଥା ସର୍ବୋପରି ଗ୍ରାମ୍ୟ-ଲୋକଚରିତ୍ର ସବୁ ରହିଛି ଏହାର କାହାଣୀରେ ।

ପୀଡ଼ିତାଙ୍କ ଅଭିଯୋଗ ଥିଲା ଯେ, ତାଙ୍କ ପିତାମାତାଙ୍କୁ ଚକ୍ରାନ୍ତ କରି ଯୋଧପୁର ନିକଟସ୍ଥ ଛିଣ୍ଡୱାରା ଆଶାରାମ ଆଶ୍ରମକୁ ନିଆଯାଇଥିଲା ।

ତକି ଖାଁ ଓ ଅମିନ ଚାନ୍ଦର ସମସ୍ତ ଚକ୍ରାନ୍ତକୁ ପଣ୍ଡ କରି , ଓଡ଼ିଶାର ବହୁତ ସାମନ୍ତ ରାଜା ଓ ଜମିଦାରମାନଙ୍କ ଏକତ୍ର କରିବାରେ ରାମଚନ୍ଦ୍ର ଦେବ ସଫଳ ହୋଇଛନ୍ତି ।

ଜଣେ ଦୂରଦ୍ରଷ୍ଟା, ସ୍ୱାଭିମାନୀ ସ୍ୱାଧୀନଚେତା ଓଡ଼ିଆ ଭାବେ ସେ ଅନୁଭବ କଲେ ଓଡ଼ିଆୀ ଅଞ୍ଚଳକୁ ଏକ ଶାସନାଧୀନ କରିବାପାଇଁ ଏହି ଅଞ୍ଚଳର ଅଧିବାସୀଙ୍କୁ ନିଜ ମାତୃଭାଷାରେ ଶିକ୍ଷିତ ନ କଲେ ଐତିହାସିକ ଗୌରବମୟ ଓଡ଼ିଶା ଭୂଖଣ୍ଡର ବୀର ଉତ୍ତରାଧିକାରୀ ଯେପରି ଇଂରେଜ ଚକ୍ରାନ୍ତରେ ପୋକମାଛି ଭଳି ମରୁଛନ୍ତି, ଏମାନଙ୍କ ପରେ ଆଉ କାହା ଚକ୍ରାନ୍ତରେ ନିଜର ସତ୍ତା ହରାଇ ବସିବେ ।

.| ଗ୍ୟାଲେରି |Image:Kolkata Sahid Minar.jpg|Shaheed Minar Maidan| ଆଧାର  କଲିକତା ଚକ୍ରାକାର ରେଳପଥ ବା Kolkata Circular Railway, ଭାରତୀୟ ରେଳବାଇର ପୂର୍ବ ରେଳବାଇ ଜୋନ ଅଧୀନରେ ଥିବା ଏକ ରେଳପଥ , କାଜ କଲିକତା ସହର ଭିତରେ ଯାଇଛି ।

ଶକୁନିଙ୍କ ଚକ୍ରାନ୍ତ ଫଳ ସ୍ୱରୂପ ଧର୍ମରାଜ ଯୁଧିଷ୍ଠିରଙ୍କ ସହ ତାଙ୍କର ଭାଇ ମାନେ ପତ୍ନୀ ଦ୍ରୌପଦୀଙ୍କୁ ନେଇ ବନବାସରେ ରହନ୍ତି ।

ତେବେ ତାଙ୍କ ପୂର୍ବପୁରୁଷଙ୍କ ସଞ୍ଚିତ ଧନରାଶି ଖଳଲୋକଙ୍କ ଚକ୍ରାନ୍ତ ଯୋଗୁଁ ଧର୍ମ୍ରପ୍ରାଣ ପିତାଙ୍କ ଦେଇ ଧୀରେ ଧୀରେ ସରି ଆସିବାରୁ ତାଙ୍କ ପରିବାରର ଆର୍ଥିକ ଅବନତି ଘଟିଲା ।

chokra's Usage Examples:

boy chhokro (m) chokraa (p) chhokro (m) chokraa (p) chhokro chhohar choro/chokra ladka (m) ladke (p) girl chhokree (f) chokriyun (p) chhokree (f) chokryiun.


The men, called as sokra or chokra, sing and dance during the performance.


"De l"attenuation du virus du chokra des poules" (PDF).


much-in-love with each other has none other than Karishma Tanna and our Gujarati chokra Upen Patel.



chokra's Meaning in Other Sites