chili's Meaning in Odia (Oriya). ( chili's ଶବ୍ଦର ଓଡିଆ ଅର୍ଥ)
ଚିଲିର,
Noun:
ସବୁଜ ଲଙ୍କା, ଚିଲି,
People Also Search:
chiliadchiliads
chiliasm
chiliast
chiliastic
chiliasts
chilies
chilion
chilis
chill
chill out
chilled
chiller
chillers
chilli
chili's తెలుగు అర్థానికి ఉదాహరణ:
୧୯୩୨ ପରଠାରୁ ପ୍ରତିଯୋଗିତାମୂଳକ ନିର୍ବାଚନରେ ଚିଲିର ରାଷ୍ଟ୍ରପତି ଭାର ଦୁଇଥର ଗ୍ରହଣ କରିବାରେ ସେ ପ୍ରଥମ ବ୍ୟକ୍ତି ।
୨୦୧୩ ଡିସେମ୍ବରରେ ବାଚେଲେଟ ଚିଲିର ରାଷ୍ଟ୍ରପତି ଭାବେ ନିଜେ ୨୦୦୬ ମସିହାରେ ପାଇଥିବା ୫୩.୫% ବହୁମତରୁ ଅଧିକ ୬୨% ବହୁମତ ସହ ପୁନର୍ନିବାଚିତ ହୋଇଥିଲେ ।
|ଆଣ୍ଟାର୍କଟିକା ଉପରେ ଚିଲିର ଦାବିକୁ ମଜବୁତ କରିବା ପାଇଁ ତାଙ୍କ ପିତାମାତାଙ୍କୁ ଗର୍ଭଧାରଣ ଏବଂ ଏକ ଶିଶୁକୁ ଜନ୍ମ ଦେବା ପାଇଁ ସେଠାକୁ ପଠାଯାଇଥିଲା ।
ଚିଲିର ସ୍ଥଳସେନା ଓ ନୌସେନା ପେରୁ ଓ ବଲିଭିଆକୁ ପରାସ୍ତ କରିଥିଲେ ।
ସାଧାରଣତଃ ଏହା ଦକ୍ଷିଣ ଆମେରିକା, ଭାରତ, ପାକିସ୍ତାନ, ଜାପାନ, ଏବଂ ଦକ୍ଷିଣ କୋରିଆରେ ହୁଏ ଓ ଚିଲିରେ ପ୍ରତି ୧୦୦,୦୦୦ ଲୋକରେ ୧୦ ଜଣ ହାରରେ ହୁଏ ।
ପେରୁ, କଲମ୍ବିଆ, ବଲିଭିଆ, ଇକ୍ୱେଡର ଓ ଚିଲିରେ ଆଣ୍ଡିଜର ଉଚ୍ଚ ଅଞ୍ଚଳରେ (ସମୁଦ୍ର ପତନରୁ ୪୫୦୦ ମିଟର ଉଚ୍ଚ) ବଢ଼ୁଥିବା ଗଛକୁ ସ୍ଥାନୀୟ ଲୋକେ କେନୁଆ ବା ୟାଗୁଆଲ୍ ବୋଲି କୁହନ୍ତି ।
|ଅଧିକ ସୌର ବିକିରଣ ଯୋଗୁଁ ମଧ୍ୟ ଚିଲିର ଅଧିକ ଉଚ୍ଚତାବିଶିଷ୍ଟ ଆଣ୍ଡିଜ ଓ ମେଣ୍ଡୋଜା ପ୍ରାନ୍ତରେ ସାଧାରଣ ହିମସ୍ରୋତ ପରିବର୍ତ୍ତେ ବୃହତ ଆକାରର ପ୍ରସ୍ତରିକୃତ ହିମସ୍ରୋତ ଅଧିକ ଦେଖାଯାଏ ।
ସେ ଚିଲିର ରାଷ୍ଟ୍ରପତି ଭାବେ ୨୦୧୪ ମସିହା ମାର୍ଚ୍ଚ ୧୧ଠାରୁ କାର୍ଯ୍ୟକରୁଛନ୍ତି ।
ଚିଲିର ରାଜଧାନୀ ସାଣ୍ଟିଆଗୋର ସେଣ୍ଟ୍ରୋ କଲ୍ଚରାଲ୍ ଲା ମୋନେଡ଼ାଠାରେ ଡିସେମ୍ବର ୨୦୦୯ରୁ ମଇ ୨୦୧୦ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଥିଲା ।
ଦକ୍ଷିଣ ପେରୁରୁ ଉତ୍ତର ଚିଲିର ଶୁଷ୍କ ଅଞ୍ଚଳରେ ୪୮୦୦ରୁ ୫୨୦୦ ମିଟର ଉଚ୍ଚତାରେ ତୁଷାର ଦେଖାଯାଏ ।
| ନିରୀକ୍ଷଣ ସମ୍ପର୍କିତ ତଥ୍ୟ |ଓମୁଆମୁଆ ଓ ଏହାର ଗତିପଥର ନିରୀକ୍ଷଣ ସମ୍ପର୍କୀୟ ତଥ୍ୟ ମୁଖ୍ୟତଃ ପ୍ୟାନ୍-ଷ୍ଟାର୍ସ୍ (Pan-STARRS) ଦୂରବିକ୍ଷଣ ଓ କ୍ୟାନାଡ଼ା-ଫ୍ରାନ୍ସ-ହାୱାଇ ଦୂରବିକ୍ଷଣ (CFHT) ଏବଂ ଏହାର ଗଠନ ଓ ଆକାର ସମ୍ବନ୍ଧୀୟ ତଥ୍ୟ ଭେରି ଲାର୍ଜ୍ ଟେଲିସ୍କୋପ୍, ଚିଲିର ଜେମିନି ଦକ୍ଷିଣ ଦୂରବିକ୍ଷଣ ତଥା ହାୱାଇର କେକ୍-୨ (Keck II - W. M. Keck Observatory) ଦୂରବିକ୍ଷଣରୁ ମିଳିଥିଲା ।