chiefling Meaning in Odia (Oriya). ( chiefling ଶବ୍ଦର ଓଡିଆ ଅର୍ଥ)
ମୁଖିଆ,
ମୁଖ୍ୟ,
Adjective:
ତାଙ୍କୁ,
People Also Search:
chieflychiefs
chieftain
chieftaincies
chieftaincy
chieftains
chieftainship
chieftainships
chieftan
chieftans
chiel
chield
chields
chien
chiff
chiefling తెలుగు అర్థానికి ఉదాహరణ:
ବାଟରେ ମୁଖିଆ ଜଣକ ରୋଗରେ ପଡ଼ିବା ସତ୍ତ୍ୱେ ଗ୍ରାମବାସୀମାନେ ଏହାକୁ ଦୃଷ୍ଟି ଦେଲେନି।
ଆଦିବାସୀ ମହାସଭାର ମୁଖିଆମାନେ ଗିରଫ ହୋଇଥିବା ବେଳେ ଅନ୍ୟ ବାଟ ନ ପାଇ ସୁନାରାମ ସୋରେନ, ରାମଚନ୍ଦ୍ର ମାଝି ଓ ଅନ୍ୟାନ୍ୟ ଆଦିବାସୀ ନେତା ମହତାବଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ ଓ ଜେଲରୁ ଖଲାସ ହୋଇଥିଲେ ।
ରାମ ସିଂହ ବିଷୋୟୀ ଗାଁ ଲୋକମାନଙ୍କୁ ଓ ଆଖ ପାଖ ଗାଁର ମୁଖିଆମାନଙ୍କୁ ଡାକି ଭୋଜିଭାତ କରି ଖାଇବାକୁ ଦେଇଥିଲେ ।
ଖୁବ୍ ଶୀଘ୍ର ଏହି ବାହିନୀର କର୍ଣ୍ଣେଲ୍ ବା ମୁଖିଆ ଜାଣିବାକୁ ପାଇଲେ ଯେ ତାଙ୍କ ଦଳରେ ଥିବା ଜେ. ଆର୍. ଡି. ଫରାସୀ ଓ ଈଂରାଜୀ ଭାଷା ଲେଖିପାରନ୍ତି ଓ ପଢିପାରନ୍ତି, ତା’ ସହିତ ଟାଇପ୍ ମଧ୍ୟ କରିପାରନ୍ତି ।
ଯମୁନା ନଦୀ କୁଳରେ ବାସ କରୁଥିବା ନାବିକ ମୁଖିଆ ଦୁଶରାଜର ପୋଷ୍ୟ କନ୍ୟା ଥିଲେ ।
ଅନେକ ଦେଶର ସରକାରୀ ମୁଖିଆମାନଙ୍କ ଆଗରେ ସେ ତାଙ୍କର କଳା ପ୍ରଦର୍ଶନ କରିଛନ୍ତି ଓ ତାଙ୍କର ଶିଷ୍ୟମାନେ ମଧ୍ୟ ଅଗ୍ରଣୀ କଳାକାର ହେବାର ଗୌରବ ହାସଲ କରିଛନ୍ତି ।
|ପାନ୍ନା କୁଲୁ ମୁଖିଆ ଥିରୁଭେନ୍ନେୟ ନାଲଲୁରଙ୍କ ପୃଷ୍ଠପୋଷକତାରେ ଏହାକୁ କାମବାନ (திருவெண்ணை நல்லூர் சடயப்ப வள்ளல்) ରଚନା କରିଥିଲେ ।
|ଇତିହାସ|ସ୍ଥାନୀୟ କିମ୍ବଦନ୍ତୀ ଅନୁସାରେ ତରୁ ନାମକ ଜଣେ ଗ୍ରାମ ମୁଖିଆ ଏକ ବାଘ ସହ ଯୁଦ୍ଧରେ ପ୍ରାଣ ହରାଇଥିଲେ ।
ଏଇ ମନ୍ଦିର ଷଣ୍ଢ ଗ୍ରାମର ସମସ୍ତ ଗୃହ ପାଳିତ ପଶୁଙ୍କ ମୁଖିଆ ହୋଇଥାନ୍ତି ।
|12 ଶ ଶତାବ୍ଦୀରେ ରାଓ ଦେବ ନାମକ ହାଡା ମୁଖିଆ ଏହି ଅଞ୍ଚଳକୁ ଅଧିକାର କରି ବୁନ୍ଦି ଓ ହାଦୋଟି ସ୍ଥାପନ କରିଥିଲେ ।
ଦୀନନାଥଙ୍କ ସମ୍ମାନ ଓ ପ୍ରତିପତ୍ତିରେ ଇର୍ଷାନ୍ୱିତ ହୋଇ ଗାଁ ମୁଖିଆ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥାଏ ।
ପରବର୍ତ୍ତୀ ସମୟରେ ଜନୈକ ରାଜା ଏହି ରାଜ୍ୟକୁ ଆଠ ଭାଗରେ ବିଭକ୍ତ କରି ପ୍ରତି ଅଞ୍ଚଳରେ ଗୋଟିଏ ଲେଖାଏଁ ମୁଖିଆଙ୍କୁ ନିୟୁକ୍ତି ହେଲେ ଯେଉଁମାନଙ୍କୁ ମଲ୍ଲ କୁହାଗଲା ।