<< chemically chemics >>

chemicals Meaning in Odia (Oriya). ( chemicals ଶବ୍ଦର ଓଡିଆ ଅର୍ଥ)



ରାସାୟନିକ ପଦାର୍ଥ,

Adjective:

ରାସାୟନିକ |,

chemicals తెలుగు అర్థానికి ఉదాహరణ:

ଆଇଜିଇ ଆଣ୍ଟିବଡି ଆଲର୍ଜେନ ସ‌ହିତ ସଂଯୁକ୍ତ ହେଲେ ମାସ୍ଟସେଲରୁ ପ୍ରଦାହକାରୀ ରାସାୟନିକ ପଦାର୍ଥ ହିସ୍‌ଟାମିନ ନିର୍ଗତ ହୁଏ ।

|ଆଧାର|କଳାହାଣ୍ଡି ଜିଲ୍ଲା|କଳାହାଣ୍ଡି ଜିଲ୍ଲାର ଗାଆଁ ଓ ସହର ଦଗ୍ଧ ଶବ୍ଦ ଚର୍ମ ବା ଅନ୍ୟାନ୍ୟ ତନ୍ତୁମାନଙ୍କର ଉତ୍ତାପ, ବିଦ୍ୟୁତ, ରାସାୟନିକ ପଦାର୍ଥ, ଘର୍ଷଣ ବା ରାଡିଏସନ‌ଦ୍ୱାରା ଆଘାତକୁ କୁହାଯାଏ ।

| ହଳଦିରେ ଥିବା ଜୈବରାସାୟନିକ ପଦାର୍ଥ |"କୁରକୁମିନ୍" ନାମରେ ଏକ ହଳଦିଆ ରଙ୍ଗର ବର୍ଣ୍ଣକ ବା ରଞ୍ଜକ ହଳଦିର ପ୍ରମୁଖ ଉପାଦାନ।

ଦୁଇ ମୁଖ୍ୟ ପଦାର୍ଥ ସ‌ହିତ ଆଣ୍ଟିଅକ୍ସିଡାଣ୍ଟ ସଂଯୁକ୍ତ କରାଯାଏ ଯଥା ଅକ୍ସିଡେସନ ପ୍ରତିରୋଧ କରିବା ନିମନ୍ତେ ଶିଳ୍ପ ସମ୍ବନ୍ଧୀୟ ରାସାୟନିକ ପଦାର୍ଥ ଯୋଗ କରାଯାଏ; ଓ ଖାଦ୍ୟରେ ଥିବା ପ୍ରାକୃତିକ ରାସାୟନିକ ପଦାର୍ଥ ଯାହା ସ୍ୱାସ୍ଥ୍ୟ ଉପରେ ଉପକାରୀ ପ୍ରଭାବ ରଖେ ।

କଞ୍ଚା ଆମ୍ବ ଓ ଡେମ୍ଫରେ "ଉରୁଷିଓଲ' (urushiol) ନାମକ ଏକ ରାସାୟନିକ ପଦାର୍ଥ ଥାଏ ଯାହାକୁ ଲସା କୁହାଯାଏ ।

|ବୟସ ଦୋଷ, ଉଚ୍ଚ ଧ୍ୱନୀ, ବ୍ୟାଧି, ରାସାୟନିକ ପଦାର୍ଥ ଓ ଆଘାତ ଇତ୍ୟାଦିଦ୍ୱାରା ଏହି ଦୋଷ ହୁଏ ।

|ଏହାର କାରଣ ସାଧାରଣତଃ ଜଣା ପଡିନାହିଁ | ମେଦ ବହୁଳତା, ଧୂମପାନ, ଉଚ୍ଚ ରକ୍ତଚାପ, କ୍ରନିକ୍ ବୃକ୍‌କ ରୋଗ, ଡାଏଲିସିସ, ପଲିସିଷ୍ଟିକ ବୃକ୍‌କ ରୋଗ, ସିକ୍ଲ ସେଲ୍ ରୋଗ, କେତେକ ରାସାୟନିକ ପଦାର୍ଥର ସଂସ୍ପର୍ଶଏବଂ ବୃକ୍‌କ ପଥର ରୋଗ ଇତ୍ୟାଦି ଏହି ରୋଗ ସଙ୍କଟ ସୃଷ୍ଟି କରିପାରେ ।

ସିଗାରେଟ ଧୁଆଁରେ ୪୫ ପ୍ରକାର କର୍କଟ ସୃଷ୍ଟିକାରୀ ରାସାୟନିକ ପଦାର୍ଥ ଅଛି ।

||||| ପ୍ରଦୂଷଣର ରୂପ |||ପ୍ରଦୂଷଣର ମୁଖ୍ୟ ରୂପଗୁଡ଼ିକ ପ୍ରତ୍ୟେକଙ୍କ ପାଇଁ ପ୍ରଯୁଜ୍ୟ ନିର୍ଦ୍ଦିଷ୍ଟ ପ୍ରଦୂଷକ ସହିତ ନିମ୍ନରେ ତାଲିକାଭୁକ୍ତ:|ବାୟୁ ପ୍ରଦୂଷଣ: ବାୟୁମଣ୍ଡଳରେ ରାସାୟନିକ ପଦାର୍ଥ ଏବଂ କଣିକା ନିର୍ଗତ ଯୋଗୁଁ ହୋଇଥାଏ ।

ଲିଉକେମିଆ, ଆପ୍ଲାଷ୍ଟିକ ରକ୍ତହୀନତା, କେତେକ ରାସାୟନିକ ପଦାର୍ଥ, ଔଷଧ, ମଦ୍ୟପାନ, ଭୂତାଣୁ ସଂକ୍ରମଣ ଏବଂ ଜେନେଟିକ୍ ପରିବର୍ତ୍ତନ ହେତୁ ପର୍ଯ୍ୟାପ୍ତ ପ୍ଲାଟେଲେଟ ଉତ୍ପାଦନ ହୋଇପାରେ ନାହିଁ ।

ନଦୀରେ ମିଶୁଥିବା ବିଷାକ୍ତ କୀଟନାଶକ ଓ ଅନ୍ୟ ରାସାୟନିକ ପଦାର୍ଥ ଯୋଗୁଁ ପାଣିରେ ପାରଦର ମାତ୍ରା ବଢେ ।

| ଆଧାର |ଔଷଧ ନର୍‌ଏପିନେଫ୍ରିନ ବା ଏନଇ (Norepinephrine (NE), ଅନ୍ୟ ନାମ ନରଆଡ୍ରେନାଲିନ/ noradrenaline (NA),|କାଟେକୋଲାମିନ (catecholamine) ପରିବାରର ଏକ ଜୈବିକ ରାସାୟନିକ ପଦାର୍ଥ ଯାହା ମସ୍ତିଷ୍କ ଓ ଶରୀରରେ ଏକ ହରମୋନ (hormone) ଓ ନିଉରୋଟ୍ରାନ୍ସମିଟର (neurotransmitter) କାମ କରେ ।

chemicals's Usage Examples:

the end of the embalming process to provide drainage of bodily fluids and organs after the vascular replacement of blood with embalming chemicals.


small capital/finance requirements, mixed cropping, limited use of agrochemicals (e.


diseases due to soldier"s exposure to the chemicals on the ground, or that leeched from topsoil into the tunnel environment.


agricultural chemicals, fiber optic compounds, ball bladders, O-rings, caulks and sealants, cling film, electrical fluids, lubricants (2 stroke engine.


An accordion bottle or collapsible bottle is a plastic bottle designed to store darkroom chemicals or any.


also result from damage caused by chemicals such as strong acids (hydrochloric acid, sulfuric acid, etc.


AWRR traffic includes aggregates, crushed limestone, calcium bicarbonate, lumber, beer, chemicals, plastics, and paper.


A large number of isolated BC pulp mills had chemicals and freight moved by car floats.


pyrethroids, which are photostable modifications of naturally occurring pyrethrums, active ingredients of agrochemicals rarely are chiral.


that usually enclose or protect the area surrounding the eye in order to prevent particulates, water or chemicals from striking the eyes.


Decomposers, otherwise known as detritivores, break down chemicals from producers and consumers (usually antibiotic) into simpler.


the dog after shampooing, as residual chemicals may become irritating to the skin.


Decoction is a method of extraction by boiling herbal or plant material to dissolve the chemicals of the material, which may include stems, roots, bark and.



Synonyms:

chemic,

Antonyms:

insulator, conductor,

chemicals's Meaning in Other Sites