<< chef's salad chefs d'oeuvre >>

chefs Meaning in Odia (Oriya). ( chefs ଶବ୍ଦର ଓଡିଆ ଅର୍ଥ)



ରୋଷେୟା, ମୁଖ୍ୟ ରାନ୍ଧକ,

Noun:

ମୁଖ୍ୟ ରାନ୍ଧକ |,

People Also Search:

chefs d'oeuvre
cheilitis
cheiromancy
cheiron
cheka
chekhov
chekist
chekov
chela
chelae
chelas
chelate
chelated
chelates
chelating

chefs తెలుగు అర్థానికి ఉదాహరణ:

ଚାଉଳର ଅନ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରିବା ସହଜ ହୋଇଥିବା ବେଳେ, ରିସୋତ୍ତୋ ପ୍ରସ୍ତୁତି ବେଳେ କିନ୍ତୁ ରୋଷେୟାକୁ ପ୍ରସ୍ତୁତି ବିଧି ଉପରେ କ୍ରମାଗତ ନଜର ରଖିବାକୁ ହୋଇଥାଏ ।

କେଉଁ ପ୍ରକାରର ଚାଉଳ ସବୁଠାରୁ ଭଲ ସେ ବିଷୟରେ ରୋଷେୟାମାନେ ଭିନ୍ନ ଭିନ୍ନ ମତ ପୋଷଣ କରନ୍ତି ।

ଓଶ୍‍ପାଜ୍ (ମୁଖ୍ୟ ଓଶ୍ ରୋଷେୟା) ଗୋଟିଏ ବଡ଼ ପାତ୍ରରେ ଏହାକୁ ବିଶେଷ ଅବସରରେ ବା ଉତ୍ସବ ଭୋଜିରେ ବହୁ ଲୋକଙ୍କ ପାଇଁ ତିଆରି କରନ୍ତି ।

କଲିକତାରେ ଜଣେ ରେଳବାଇ ଅଫିସରଙ୍କ ପରିବାରରେ ମାସକୁ ୧୫ଟଙ୍କା ବେତନରେ ରୋଷେୟା ଭାବେ ନିଯୁକ୍ତ ହୋଇଥିଲେ ।

ଏହା ମଧ୍ୟ କୁହାଯାଏ ଯେ ଏହାକୁ ସାହା ଜାହାନଙ୍କ ପ୍ରଧାନ ରୋଷେୟା ଉଦ୍ଭାବନ କରିଥିଲେ ।

ରାଜାଙ୍କ ମୁଖ୍ୟ ରୋଷେୟା ଜିଓଭାନି ଭିଆଲାର୍ଡି ୧୮୫୪ ମସିହାରେ ଲେଖିଥିବା ନିଜ ପୁସ୍ତକ Trattato di cucina (ଟ୍ରାତ୍ତାତୋ ଦି କୁଚିନା - ରନ୍ଧନ ନିବନ୍ଧ)ରେ ରିସୋତ୍ତୋ ନାମକ ଏକ ଖାଦ୍ୟର ବର୍ଣ୍ଣନା କରିଥିଲେ ।

|ଏହାପରେ ରୋଷେୟା ସେ‌ହି ପାତ୍ରରେ ଅନ୍ୟ ସାମଗ୍ରୀମାନ ତ‌ଥା ଗାଜର, କୋବି, ଆଳୁ ପକାଇ ରାନ୍ଧନ୍ତି ।

|ଏହି ବ୍ୟଞ୍ଜନ ବହୁରୂପୀମାନେ ସାଧୁ, ବନବାସୀ ଋଷି, ଭିକ୍ଷୁକ, ରୋଷେୟା, ବେପାରୀ, ଚିକିତ୍ସକ, ଜ୍ୟୋତିଷ, ଚାକର, ଗାୟକ, ମନୋରଞ୍ଜନକାରୀ, ନର୍ତ୍ତକ, ଗୁପ୍ତଚାରିଣୀ, ବେଶ୍ୟା ଓ ଏପରି ଭିନ୍ନ ଭିନ୍ନ ରୂପରେ ରହିଲେ ଧରା ପଡ଼ିବା କଷ୍ଟକର ବୋଲି ଅର୍ଥଶାସ୍ତ୍ରରେ କୁହାଯାଇଛି ।

ଏହା ମଧ୍ୟ କୁହାଯାଇଛି ଯେ, ଯଦି ମାତା ଲକ୍ଷ୍ମୀ ରୋଷେୟାଙ୍କଦ୍ୱାରା ପ୍ରସ୍ତୁତ ରୋଷେଇରେ ଖୁସି ନ ହୁଅନ୍ତି ତେବେ ରହସ୍ୟମୟ ଭଙ୍ଗୀରେ ଶ୍ରୀମନ୍ଦିରର ପଡ଼ିଆରେ ଏକ କୁକୁର ଦେଖାଦିଏ ।

ତାଙ୍କ ରୋଷେୟାର ଛୋଟ ଝିଅଟି ତାଙ୍କ ସଙ୍କେତ ବୁଝିପାରୁଥିଲା ।

ସେ ତାଙ୍କର ଯୁବାବସ୍ଥାରେ ରୋଷେୟା, ସେକ୍ସ ୱାର୍କର୍, ରାତିରେ କ୍ଲବ୍‌ରେ ନୃତ୍ୟ କରିବା, ପୋର୍ଗି ଆଣ୍ଡ ବେସ୍ ଅପେରାରେ ନାଟକରେ ଅଭିନୟ କରିବା, ଦକ୍ଷିଣୀ ଖ୍ରିଷ୍ଟିଆନ ନେତୃ ସମ୍ମିଳନୀର ଆୟୋଜିକା ଏବଂ ଇଜିପ୍ଟ ଓ ଘାନାରେ ସମ୍ବାଦ‌ଦାତା ଭାବରେ କାର୍ଯ୍ୟ କରିଥିଲେ ।

କିଛି ରୋଷେୟା ବିଶେଷ ସ୍ୱାଦ ପାଇଁ କାଠ ଚୁଲି ଉପରେ ଜୀବଙ୍କ ମେଦରୁ (ସ୍ନେହସାର) ବାହାରିଥିବା ତେଲରେ ଏହି କବାବକୁ ଛାଣିଥାନ୍ତି ।

chefs's Usage Examples:

The earliest known cookery manuscript in the English language, The Forme of Cury, written by the court chefs of King Richard II in 1390, contains several potage recipes including one made from cabbage, ham, onions and leeks.


[citation needed] The wontons contain prawns, chicken or pork, and spring onions, with some chefs adding.


2010, he joined several other celebrity chefs on the series The Big Fish Fight, in which Oliver and fellow chefs Hugh Fearnley-Whittingstall and Gordon.


alcoholic chefs, addleheads, pinheads, honest clerks, and loud-mouthed shitheads, with hanging trouser arses, flyboys and water-headed idiots led by their.


The kitchen also houses a laboratory for instruction from nutritional experts and professional chefs, based on guidelines from the Center for Human Nutrition at The University of Texas Southwest Medical Center.


In the show, Mark heads a team of skilled chefs and caterers pulled from his restaurants "North 44", "Bymark" and "ONE" as he caters.


"Madeleine West has the looks of a sex kitten, talks like an academic and has four kids to one of our top chefs".


Eat Out NY: an insider's guide to popular places to eat, as well as interviews with chefs.


Culinary secrets, celebrity chefs" foibles, and what happens if you make a mistake".


launched in 2016, features the team chatting to (and sometimes cooking with) foodies across the country including chefs, producers, food writers and travel.


"Now, desi chefs cater to satiate NRGs".



Synonyms:

cordon bleu, pastry cook, cook,

Antonyms:

fail, inactivity, idle, studio,

chefs's Meaning in Other Sites