<< chastened chastening >>

chasteness Meaning in Odia (Oriya). ( chasteness ଶବ୍ଦର ଓଡିଆ ଅର୍ଥ)



ଶୁଦ୍ଧତା,

ସାଜସଜ୍ଜାର ଅଭାବ |,

chasteness తెలుగు అర్థానికి ఉదాహరణ:

|ଜେଡ଼ ପଥର - ରକ୍ତ ଶୁଦ୍ଧତା, ଦୀର୍ଘାୟୁ, ଆବେଗିକ ସନ୍ତୁଳନ ଓ ସାହସ ବୃଦ୍ଧି ପାଇଁ ବ୍ୟବହୃତ ହୁଏ ।

ମହାନାରାୟଣ ଉପନିଷଦ ଗର୍ଭପାତକାରୀଙ୍କୁ ଗୋଟିଏ ଆତ୍ମାର ଶୁଦ୍ଧତା ନାଶ କରିବା ସହ ତୁଳନା କରିଛି ।

ହଂସ ନିର୍ମଳ ଓ ଶୁଦ୍ଧତାର ପ୍ରତୀକ, ପଙ୍କୋକ୍ତ ଜଳ ବା ସ୍ଥଳ ଉଭୟ ସ୍ଥାନରେ ଯେପରି ଏହାର ନିର୍ମଳତା ସମାନ ରହେ , ସେହିପରି ଆଧ୍ୟାତ୍ମିକ ହେଉ ବ ସାଂସାରିକ ବିଷୟ ବାସନା ହେଉ , ଏହି ସ୍ତରର ସନ୍ୟାସୀ ମାନେ ସାକ୍ଷୀ ଭାବ ପୂର୍ଣ୍ଣ ସ୍ଥିତପ୍ରଜ୍ଞ ରହନ୍ତି (ସଂସାର ରୂପୀ ସମୁଦ୍ରରେ ରାଜ ହଂସ ପରି ବିହାର କରନ୍ତି ) ।

ଏଠାରେ ଧଳା ଶବ୍ଦ ରଙ୍ଗ ପାଇଁ ନୁହେଁ ବରଂ ଶୁଦ୍ଧତା ଓ ପବିତ୍ରତା ଅର୍ଥରେ ଉପଯୋଗ କରାଯାଏ ।

ଓଡ଼ିଶୀ ନୃତ୍ୟରେ ପୂର୍ଣ୍ଣ ଚଉକର ଶୁଦ୍ଧତା ତାଙ୍କ ନୃତ୍ୟର ଏକ ବିଶେଷତା ଥିଲା ।

ଦୁଗ୍ଧର ବିଶୁଦ୍ଧତା ମାପ ପାଇଁ ଲାକ୍ଟୋମିଟର ତିଆରି କରାଗଲା ସେହିପରି ଶର୍କରା ଦ୍ରବଣରେ ଶର୍କରାର ପରିମାଣ ମାପପାଇଁ ସେକେରୋମିଟର ନାମରେ ଗୋଟିଏ ଉପକରଣ ବାହାରିଲା ।

ତତ୍କାଳୀନ ରକ୍ଷଣଶୀଳ ସମାଜରେ ଏହି କୁମାରୀତ୍ୱ ଶୁଦ୍ଧତାର ପ୍ରତୀକ ମଧ୍ୟ ଥିଲା ।

|ଜାତୀୟ ଚିହ୍ନ|ଭାରତର ତ୍ରିରଙ୍ଗା ଜାତୀୟ ପତାକା|ଗେରୁଆ ରଙ୍ଗ : ସାହସ, ତ୍ୟାଗ ଓ ବୈରାଗ୍ୟର ପ୍ରତୀକ, ଧଳା ରଙ୍ଗ : ଶୁଦ୍ଧତା ଓ ସତ୍ୟର ପ୍ରତୀକ, ସବୁଜ ରଙ୍ଗ : ବିଶ୍ୱାସ ଓ ସୃଜନର ପ୍ରତୀକ, ନୀଳ ରଙ୍ଗର ଚକ୍ର : ଚକ୍ର ଦେଶର ପ୍ରଗତିର ପ୍ରତୀକ ଓ ନୀଳ ରଙ୍ଗ ଆକାଶର ବିଶାଳତା ଓ ସମୁଦ୍ରର ବ୍ୟାପ୍ତିର ପ୍ରତୀକ ।

|ହୀରା ପଥର - ଶୁଦ୍ଧତା ଏବଂ ଆତ୍ମବିଶ୍ୱାସ ପାଇଁ ବ୍ୟବହୃତ ହୁଏ ।

(ଖ) ବାହ୍ୟ ଓ ଅନ୍ତକରଣର ଶୁଦ୍ଧତା

|ଭିତରଛ ମହାପାତ୍ର/ ଭିତରଛଉ: ସକାଳେ ଦେଉଳ ଦୁଆର ଫିଟାଇବା, ଭୋଗ ସମୟରେ ଶୁଦ୍ଧତା ଜଗିବା, ବେଶ କରିବା ।

chasteness's Usage Examples:

reckoned among Chopin"s loveliest compositions" as it "combines classical chasteness of contour with the fragrance of romanticism".


To be or not to be was often applauded - not for originality but for chasteness of expression.


regarded this lack of scent as a virtue, as it demonstrates the flower"s chasteness.


She was constantly required to "prove" her chasteness, and often spoke up about the misogynistic views on women"s clothing and.


She will not be inviting in her attitudes and will protect her chasteness.


to Aper and the religious purpose their marriage had moved to, through chasteness, and providing public support.


were used to list a woman"s honourable attributes, such as her beauty or chasteness, Donne"s poem "removes [the] woman from the pedestal on which she had.


"savage" It turns traditional morality on its head: the chasteness of her friends Yunglin and Yufang is "just one of those strange, unexplained.


, said that for chasteness of language, beauty of diction and composition it was one of the best.


Above its chasteness the faint opal sky Of dawn, the turquoise of the burning day, The ruby.


This theme was intended to create a “refinement of line and chasteness of ornamentation.


Their chasteness was thought to be a safeguard of the city, and even in punishment, the.


chasteness, eternal, noble, oppose, oppress, outer, preface, prefect, proceed, rote.



Synonyms:

simpleness, simplicity, restraint, plainness,

Antonyms:

difficult, difficulty, effortfulness, sophistication, complexity,

chasteness's Meaning in Other Sites