<< change of life change of magnitude >>

change of location Meaning in Odia (Oriya). ( change of location ଶବ୍ଦର ଓଡିଆ ଅର୍ଥ)



ସ୍ଥାନ ପରିବର୍ତ୍ତନ,

Noun:

ଅବସ୍ଥାନ ପରିବର୍ତ୍ତନ |,

change of location తెలుగు అర్థానికి ఉదాహరణ:

ବଣବୁଦା ମଧ୍ୟରେ ଦଳ ସ୍ଥାନ ପରିବର୍ତ୍ତନ କଲାବେଳେ ଏପରି ଶବ୍ଦର ଇଙ୍ଗିତଦ୍ୱାରା ପରସ୍ପରକୁ ବାର୍ତ୍ତା ପଠାଇଥାନ୍ତି ।

ପରିଶେଷରେ ନିର୍ମାଣ ଦାୟୀତ୍ୱରେ ଥିବା ନାଲାରାଜୁ(ଆନ୍ଧରପ୍ରଦେଶର) ଭାବିଲେ ଏଠାରେ ପୋଲ କରିବା ସମ୍ଭବପର ନୁହେଁ, ଅତଏବ ଏହାର ସ୍ଥାନ ପରିବର୍ତ୍ତନ କରିବା ଦରକାର ।

|ବିଗତ ଅନେକ ଶତାବ୍ଦୀ ଧରି ରୋମ୍‍ର ଜଳବାୟୁରେ ବହୁ ପରିବର୍ତ୍ତନ ହୋଇଥିବାରୁ ଓ ପକ୍ଷୀଙ୍କ ସ୍ଥାନ ପରିବର୍ତ୍ତନ କାରଣରୁ ଏତେ ପ୍ରଜାତିର ଉଦ୍ଭିଦ ଦେଖାଯିବା ସମ୍ଭବପର ।

ବୃଷ୍ଟିପାତ ହୋଇ ଋତୁ ପରିବର୍ତ୍ତନ ହେଲେ ଏମାନେ କେତେକାଂଶରେ ରହିବା ସ୍ଥାନ ପରିବର୍ତ୍ତନ କରିବା ଦେଖାଯାଏ ।

ନିଜେ ଘୁରିବା ବେଳେ ମୁଣ୍ଡର ସ୍ଥାନ ପରିବର୍ତ୍ତନ ସଙ୍ଗେ ସଙ୍ଗେ ସ୍ୱଳ୍ପ ସମୟ ନିମନ୍ତେ ମୁଣ୍ଡ ବୁଲାଏ ।

|ହାତୀମାନେ ଶୁଷ୍କରୁ ଆର୍ଦ୍ର ଅଞ୍ଚଳକୁ ସ୍ଥାନ ପରିବର୍ତ୍ତନ କରୁଥାନ୍ତି ।

ତିନି ସପ୍ତାହ ପର୍ଯ୍ୟନ୍ତ ଏମାନେ ଅକ୍ଷମ ଥାଆନ୍ତି ଏମାନଙ୍କ ମାଁ ଏମାନଙ୍କ ଗର୍ଦନରୁ ଧରି ସ୍ଥାନ ପରିବର୍ତ୍ତନ କରାଉଥାଏ,ସ୍ଥାନ ପରିବର୍ତ୍ତନର ମୁଖ୍ୟ କାରଣ ଏମାନଙ୍କୁ ବାହ୍ୟ ଶତ୍ରୁମାନଙ୍କ ଠାରୁ ସୁରକ୍ଷା ଦେବା ।

ବୈଜ୍ଞାନିକ ବର୍ଗୀକରଣ ଅନୁସାରେ ପଙ୍ଗପାଳ ଏବଂ ଝିଣ୍ଟିକାରେ କୌଣସି ଭେଦ ନଥାଏ, ଦଳଗତ ଭାବେ ସ୍ଥାନ ପରିବର୍ତ୍ତନ କରୁଥିବା ଝିଣ୍ଟିକାଗୋଷ୍ଠୀ ପଙ୍ଗପାଳ ଭାବେ ନାମିତ ।

| ମହାବଳ ବାଘ |"Tigress The Lightning".jpg|ରନ୍ଥାମ୍ବୋର୍‍ର ଏହି ତରୁଣୀ ବାଘୁଣୀର ନାମ “ବିଜ୍‍ଲି”|Beautiful Tigress & her cub,Save the Tiger,.jpg|ଏକ ବାଘୁଣୀ ନିଜ ଶାବକକୁ ଧରି ସ୍ଥାନ ପରିବର୍ତ୍ତନ କରୁଛି|Aakash the tiger.jpg|ରନ୍ଥାମ୍ବୋର୍‍ର ତରୁଣ ବାଘ ଆକାଶ|Bubbly, Female Tiger (7168441863).jpg|ରନ୍ଥାମ୍ବୋର୍‍ର ବାଘୁଣୀ ବବ୍‍ଲି ।

| ସହଯୋଗୀ ନିୟମ |ଦୁଇରୁ ଅଧିକ ପ୍ରାକୃତିକ/ସାମଗ୍ରିକ ସଂଖ୍ୟା ମଧ୍ୟରେ ଗୁଣନ ପ୍ରକ୍ରିୟାରେ ସଂଖ୍ୟାମାନଙ୍କର ସ୍ଥାନ ପରିବର୍ତ୍ତନରେ ଗୁଣଫଳର କୌଣସି ପରିବର୍ତ୍ତନ ହୁଏ ନାହିଁ ।

ଏହା ପରେ ପୌଲ ସପରିବାର ସହ Mountain View, Californiaକୁ ୧୯୬୧ରେ ସ୍ଥାନ ପରିବର୍ତ୍ତନ କରିଥିଲେ।

କିନ୍ତୁ ଆଉ ଏକ ଫାଇଲୋଜେନେଟିକ୍ ପରୀକ୍ଷା ବିବର୍ତ୍ତନ ଲତିକାରେ କଲରାପତରିଆ ବାଘ ଓ ଜାଗୁଆରର ସ୍ଥାନ ପରିବର୍ତ୍ତନ କରି ପ୍ରକାଶ କରିଥିଲା ।

ବିଛଣାରେ ପାର୍ଶ୍ୱ ପରିବର୍ତ୍ତନ ସମୟରେ ବା ସ୍ଥାନ ପରିବର୍ତ୍ତନ ସମୟରେ ଏହି ସମସ୍ୟା ଜାତ ହୁଏ ।

change of location's Usage Examples:

Movements, on the other hand, involve a change of location and may involve.


Although it is possible she was simply seeking a change of location and a hobby during her lengthy depression, other sources say that.


Seeking a change of location, Alexakis and his girlfriend moved to her hometown, Portland, Oregon.


This often involved a change of location from the hilltop into the plain.


Desiring a change of location after directing three films set in icy locales, Saldanha"s next project.


Adding a warehouse to the offices forced a change of location to George Place, in the Sydney suburb of Artarmon.


Teti, which the Egyptologist Jaromìr Malek contends relates to a "change of location of the capital and royal residence".


The OIAF experienced a brief change of location in 1984 when it was moved to Toronto and subsequently to Hamilton.


The change of location also led to a change in the show's direction.


Also, it may indicate a change of location or the start of a flashback.


Ovid’s named addressees in Epistulae ex Ponto remains his desire for a change of location from Tomis, which he repeatedly describes as a ‘a town located in.


This necessitated a change of location and events were carried out without an audience.


Production on Season 3 started in February 2011, with a change of location from Louisiana to Maricopa County, Arizona.



Synonyms:

sodom, northeast, pass, point, Earth, southwest, physical object, mountain pass, whereabouts, part, infinite, outer space, seat, west, somewhere, earth, region, line, object, space, bilocation, here, jungle, south, north, notch, base, northwest, home, southeast, east, there,

Antonyms:

here, there, south, keep down, dematerialize,

change of location's Meaning in Other Sites