<< chancellorships chancelor >>

chancellory Meaning in Odia (Oriya). ( chancellory ଶବ୍ଦର ଓଡିଆ ଅର୍ଥ)



କୁଳପତି, କ୍ୟାବିନେଟ୍, ମନ୍ତ୍ରଣାଳୟ,

Noun:

ବିଶ୍ୱବିଦ୍ୟାଳୟର କୁଳପତି, ପ୍ରଧାନ ବିଚାରପତି,

People Also Search:

chancelor
chancels
chancer
chanceries
chancering
chancers
chancery
chances
chancey
chancier
chanciest
chancing
chancre
chancres
chancroid

chancellory తెలుగు అర్థానికి ఉదాహరణ:

ସେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଥିଲେ (୧୯୮୩-୧୯୮୫) ତଥା ଓଡ଼ିଶାରୁ ରାଜ୍ୟ ସଭାର ସଦସ୍ୟ (୧୯୯୮-୨୦୦୪) ମଧ୍ୟ ହୋଇଥିଲେ ।

୧୯୬୮ରେ ହିଁ ସେ ଓଡ଼ିଶାର ଡାଇରେକ୍ଟର ଅଫ ପବ୍ଲିକ ଇନଷ୍ଟ୍ରକ୍ଟର ଓ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ନିଯୁକ୍ତି ପାଇଥିଲେ ।

|ସଙ୍ଗୀତ କୁଳପତି - କେରଳର କଳାଦର୍ପଣମ୍ - ସନ ୨୦୦୩ ।

| ଆଧାର |ଚିକିତ୍ସା ବିଜ୍ଞାନ ନୃସିଂହ ଚରଣ ପଣ୍ଡା (୨୦ ଅପ୍ରେଲ ୧୯୨୯ - ୩୦ ଡିସେମ୍ବର ୨୦୧୫) ଜଣେ ଓଡ଼ିଆ ବୈଜ୍ଞାନିକ, ଦାର୍ଶନିକ, ସାହିତ୍ୟିକ ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଥିଲେ ।

ପରେ ୨୦୧୬ ମସିହା ମଇ ୧୭ ତାରିଖରେ କୁଳପତି ଭବେ ସେ ଦାୟିତ୍ୱ ନେଇଥିଲେ ।

|ମାନବ ପ୍ରେମୀ|ଲୁଥ୍ରା ଏନଜିଓ "ଖୁସୀ"ର କୁଳପତି, ଯାହାର ଏକ ଟେଲି ମେଡିସିନ କେନ୍ଦ୍ର , ୩୦୦୦ ପିଲାଙ୍କୁ ମଧ୍ୟାହ୍ନ ଭୋଜନର ସୁବିଧା ସହ ଏକ ପ୍ରତିକାର ବିଦ୍ୟାଳୟ ଏବଂ ଏକ ବୃତ୍ତିଗତ ତାଲିମ ସୁବିଧା ରହିଛି ।

ଅବସର ପରେ ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ (୦୧/୧୧/୨୦୦୦ - ୩୧/୧୦/୨୦୦୩) କାର୍ଯ୍ୟ କରିଥିଲେ ।

ମିଜାନୁର ରହମାନ ବର୍ତ୍ତମାନ କୁଳପତି ଭାବରେ କାର୍ଯ୍ୟରତ ।

ଡ. ମହାପାତ୍ର ମୁକ୍ତ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି

କଲିକତା ବିଶ୍ୱବିଦ୍ୟାଳୟର କୁଳପତି ଆଶୁତୋଷ ମୁଖାର୍ଜୀଙ୍କ ଅନୁରୋଧ କ୍ରମେ ସେ ଉକ୍ତ ବିଶ୍ୱବିଦ୍ୟାଳୟର ଏକ ବିଶିଷ୍ଟ ଆସନ ୫ମ କିଙ୍ଗ ଜର୍ଜ ଚେୟାର ଅଫ ମେଣ୍ଟାଲ ଆଣ୍ଡ ମୋରାଲ ସାଇନ୍ସ ପଦରେ ଯୋଗଦେଇଥିଲେ ।

ସେ ମହାରାଷ୍ଟ୍ର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଔରଙ୍ଗାବାଦର କୁଳପତି ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି।

| ଆଧାର |ଓଡ଼ିଆ ଲୋକ|ବାଲେଶ୍ୱର ଜିଲ୍ଲାର ଲୋକ|୧ମ ଓଡ଼ିଶା ବିଧାନ ସଭାର ସଭ୍ୟ|୨ୟ ଓଡ଼ିଶା ବିଧାନ ସଭାର ସଭ୍ୟ|୧୯୨୧ ଜନ୍ମ|୨୦୦୩ ମୃତ୍ୟୁ ବୈଦ୍ୟନାଥ ମିଶ୍ର (୨୨ ନଭେମ୍ବର ୧୯୨୦-୭ ମଇ ୨୦୧୯) ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ଼ର ପୂର୍ବତନ ଉପାଧ୍ୟକ୍ଷ (୧୯୮୪-୮୯) ତଥା ଓୟୁଏଟିର ପୂର୍ବତନ କୁଳପତି ଥିଲେ ।

ଜବାହର ଲାଲା ବିଶ୍ୱବିଦ୍ୟାଳୟରୁ ଅବସର ନେବା ପରେ ସେ ୱର୍ଦ୍ଧାର "ମହାତ୍ମା ଗାନ୍ଧୀ ଅନ୍ତର୍ରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ"ର କୁଳପତି ଭାବରେ ନିଯୁକ୍ତ ହୋଇଥିଲେ ।

chancellory's Usage Examples:

Syro-Malabar Catholic Cathedral Church at Noothenchery and the bishop"s chancellory is at St.


receivers of various landholdings and the chamber, treasury, and the chancellory or chapel.


in the hands of the Archbishop of Trier in the twelfth century as the chancellory of Arles, as Burgundy was then known.



chancellory's Meaning in Other Sites