<< chairwoman chais >>

chairwomen Meaning in Odia (Oriya). ( chairwomen ଶବ୍ଦର ଓଡିଆ ଅର୍ଥ)



ଅଧ୍ୟକ୍ଷ,

Noun:

ଅଧ୍ୟକ୍ଷ,

People Also Search:

chais
chaise
chaises
chaitya
chak
chakra
chakras
chal
chalan
chalans
chalaza
chalazae
chalazas
chalazion
chalazions

chairwomen తెలుగు అర్థానికి ఉదాహరణ:

ଅବଶ୍ୟ, ରାଜ୍ୟସଭା ଅଧ୍ୟକ୍ଷ୍ୟ ଏହି ମହାଭିଯୋଗ ନୋଟିସକୁ ଖାରଜ କରିଦେଇଥିଲେ ।

ପରବର୍ତ୍ତୀ ସମୟରେ, ସେ ଷ୍ଟେଟ ବ୍ୟାଙ୍କ ବ୍ୟାଙ୍କିଙ୍ଗ ନିଯୁକ୍ତି ବୋର୍ଡ଼ର ଅଧ୍ୟକ୍ଷ, ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର୍ ଡେଭେଲପମେଣ୍ଟ ଷ୍ଟଡିଜର ଅଧ୍ୟକ୍ଷ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ଏକାଡେମିକ କାଉନସିଲର ସଭ୍ଯ ଭଳି ଗୁରୁତ୍ୱପୂର୍ଣ କାର୍ଯ୍ୟଭାର ସମ୍ଭାଳି ଥିଲେ ।

ତଥାପି, ସାଂସଦମାନଙ୍କଦ୍ୱାରା ସ୍ୱାଧୀନ ଭାବେ ପ୍ରସ୍ତାବିତ ଅନେକ ଚିଠାକୁ ଆଇନରେ ପରିଣତ କରାଯାଇଛି | ବାଚସ୍ପତି ଜାତୀୟ ସଂସଦରେ ଅଧ୍ୟକ୍ଷତା କରିଛନ୍ତି।

୨୦୧୩ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଜନା କମିଶନ ଅଧ୍ୟକ୍ଷ ମଣ୍ଟେକ୍ ସିଂହ ଆଲୁୱାଲିଆଙ୍କୁ ଚିଠି ଲେଖି ସେଥିରେ ପୋଲାଭରମ ପ୍ରକଳ୍ପ ପାଇଁ ଓଡ଼ିଶା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛି, ଏଣୁ ଯେପର୍ଯ୍ୟନ୍ତ ରାୟ ପ୍ରକାଶ ନ ପାଇଛି ସେତେବେଳ ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟକୁ ସ୍ଥଗିତ ରଖାଯାଉ ବୋଲି ଦର୍ଶାଇଥିଲେ ।

୨୦୦୯ ମସିହାରେ ବିଧାୟକ ଭାବରେ ତାଙ୍କର କାର୍ଯ୍ୟକାଳ ସରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ କାଜୁ ନିଗମର ଅଧ୍ୟକ୍ଷ ଦାୟିତ୍ୱ ଦେଇଥିଲେ ।

ସେ ICICI ବ୍ୟାଙ୍କ Business Standard (2008-12-19). Retrieved 2012-01-29. କର୍ପୋରେଟ ସେଣ୍ଟରର ଅଧ୍ୟକ୍ଷ ଥିଲେ।

୧୯୬୪ ମସିହାରେ ଭାରତର ତ‌ତ୍‌କାଳୀନ ରାଷ୍ଟ୍ରପତି ଡା. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଅଧ୍ୟକ୍ଷତାରେ ପ୍ରତିଷ୍ଠା କରାଯାଇଥିବା ଜବାହରଲାଲ ନେହେରୁ ସ୍ମାରକ ପାଣ୍ଠି (Jawaharlal Nehru Memorial Fund)ର କାର୍ଯ୍ୟାଳୟ ମଧ୍ୟ ଏବେ ଏହି କୋଠାଟିରେ ଚାଲୁଛି ।

ଭୁବନେଶ୍ୱରସ୍ଥ ଦେବରାୟ ମହାବିଦ୍ୟାଳୟରେ ସେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛନ୍ତି ।

୧୯୮୯ ଓ ୧୯୯୫ ମସିହାରେ ସେ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷା ଭାବେ କାର୍ଯ୍ୟରତ ଥିଲେ ।

ସେ ଗୁଜରାଟି ସାହିତ୍ୟ ପରିଷଦର ଅଧ୍ୟକ୍ଷ ଓ ଟ୍ରଷ୍ଟି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଏହା ବ୍ୟତୀତ, ସେ କେନ୍ଦ୍ରୀୟ ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ଅଧ୍ୟକ୍ଷ ଭାବରେ କାର୍ଯ୍ୟ ସମ୍ପାଦନ କରିସାରିଛନ୍ତି ।

|ସି- ସାମ (C-SAM) ନାମକ ସଂସ୍ଥାର ସେ ଥିଲେ ଅଧ୍ୟକ୍ଷ୍ୟ ।

| ଆଦ୍ୟ ଜୀବନ ଓ ପ୍ରଶିକ୍ଷଣ |ମାଧବୀ ମୁଦଗଲ ଦିଲ୍ଲୀସ୍ଥିତ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ ପାଇଁ ପ୍ରସିଦ୍ଧ ଗନ୍ଧର୍ବ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ବିନୟ ଚନ୍ଦ୍ର ମୌଦଗଲ୍ୟଙ୍କ କନ୍ୟା ।

chairwomen's Usage Examples:

Mou Jinxiang is a Chinese business woman who is the former chairwomen of Lianhe Chemical Technology, a pesticide and chemical producer based in Taizhou.


Former leadershipFormer honorary chairwomenMichelle ObamaLaura BushHillary ClintonBarbara BushNancy ReaganFormer committee chairpeopleCo-chairmen: George Stevens, Jr.


All CWI chairmen or chairwomen are the Party and State Leaders of China.


Before holding the position she was the chairwomen of the Abu Dhabi Education Council.



Synonyms:

presiding officer, vice chairman, chairperson, president, chair, chairman, Kalon Tripa,

Antonyms:

follower,

chairwomen's Meaning in Other Sites