<< centers centesimal >>

centeses Meaning in Odia (Oriya). ( centeses ଶବ୍ଦର ଓଡିଆ ଅର୍ଥ)



କେନ୍ଦ୍ର,

(ଅସ୍ତ୍ରୋପଚାର),

centeses తెలుగు అర్థానికి ఉదాహరణ:

ରାଜ୍ୟ ସରକାର ୧୯୭୮ ମସିହାରେ ଏହି ସୋସାଇଟି ଅଧୀନରେ ଏକ ପଥର ଖୋଦେଇ ତାଲିମ କେନ୍ଦ୍ର ପ୍ରତିଷ୍ଠା କରିଥିଲେ ।

ଚୀନର କମ୍ପାନୀ ହୁୱାଇର ସହୟତା ସହିତ ଏକ ଆର୍ ଏଣ୍ଡ ଡି କେନ୍ଦ୍ର ସ୍ଥାପନ ପାଇଁ ସିଚୁଆନ ସରକାରଙ୍କ ସହିତ ଏହି ଚୁକ୍ତି କରାଯାଇଥିଲା ।

| ଜୁଆର-ଭଟ୍ଟା |ସାମୁଦ୍ରିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ସମୁଦ୍ର ପତନର ଦୈନିକ ପରିବର୍ତ୍ତନର ବିନିଯୋଗ କରିଥାଏ ।

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସୋଭିଏତ ସଂଘ ଓ କେନ୍ଦ୍ର ଶକ୍ତି ଦେଶମାନଙ୍କ ମଧ୍ୟରେ ଷ୍ଟାଲିନ୍‍ଗ୍ରାଡ୍ ସହରରେ ଏକ ବୀଭତ୍ସ ଯୁଦ୍ଧ ସଂଘଟିତ ହୋଇଥିଲା ଓ ଏହି ଯୁଦ୍ଧରେ ସୋଭିଏତର ସେନା ଅତି ବୀରତାର ସହ ଲଢ଼ିଥିଲେ ।

ପରବର୍ତ୍ତୀ ସମୟରେ ସେ ଗୁରୁ କେଳୁଚରଣ ମହାପାତ୍ରଙ୍କ ସଂସ୍ପର୍ଶରେ ଆସି, କଟକର କଳାବିକାଶ କେନ୍ଦ୍ରରେ ଯୋଗଦାନ କରିଥିଲେ ଏବଂ ଏହିଠାରେ ତାଙ୍କର ଓଡ଼ିଶୀ ନୃତ୍ୟଶିକ୍ଷାର ମୂଳଦୂଆ ପଡ଼ିଥିଲା ।

ଗାଆଁରେ ଗୋଟିଏ ପ୍ରାଇମେରି ବିଦ୍ୟାଳୟ ଏବଂ ଏକ ଅଙ୍ଗନବାଡି କେନ୍ଦ୍ର ଅଛି ।

୧୯୯୪ରେ ଅବସ୍ଥାପିତ ଏହା ଦୂରଦର୍ଶନ କେନ୍ଦ୍ର କଟକରୁ ସମ୍ବାଦ, ତଥ୍ୟଭିତ୍ତିକ କାର୍ଯ୍ୟକ୍ରମ, ଧାରାବାହିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପ୍ରସାରଣ କରିଥାଏ ।

ଯଥେଷ୍ଟ ଭାସୋପ୍ରେସିନ (vasopressin) ବା ଆଣ୍ଟିଡାଇୟୁରେଟିକ ହରମୋନ (antidiuretic hormone) ଅଭାବ ଯୋଗୁ କେନ୍ଦ୍ରୀୟ ବା ସେଣ୍ଟ୍ରାଲ ଡିଆଇ ରୋଗ ହୁଏ ।

ରିଆର ଆଭ୍ୟନ୍ତରୀଣ କେନ୍ଦ୍ରରେ ଶିଳା ଥିଲେ ଏହାର ମାନ ୦.୩୪ ହୋଇଥାନ୍ତା ।

| ମୂଳ ଲକ୍ଷ୍ୟ |ବୁର୍ଜ ଦୁବାଇରେ ୩୦,୦୦୦ ବାସଗୃହ , ୯ଟି ହୋଟେଲ , ୩ ହେକ୍ଟର ବିଶିଷ୍ଟ ପାର୍କ ,ବାଣିଜ୍ୟ କେନ୍ଦ୍ର , ଏକ କୁତ୍ରିମ ହ୍ରଦ ପାଇଁ ବ୍ୟବସ୍ଥା କରାଯାଇଛି ।

ସେ କେନ୍ଦ୍ରାପଡ଼ା ହାଇସ୍କୁଲରୁ ମାଟ୍ରିକ, ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ପାଟଣା ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ପାଠ ପଢ଼ିଥିଲେ ।

centeses's Usage Examples:

hospital such as central venous catheter insertions, lumbar punctures, and paracenteses.



centeses's Meaning in Other Sites