cedarn Meaning in Odia (Oriya). ( cedarn ଶବ୍ଦର ଓଡିଆ ଅର୍ଥ)
କେଦାର,
ଏଥିରେ କେଦାର କାଠ ଥାଏ |,
People Also Search:
cedarscedarwood
cede
ceded
cedes
cedi
cedilla
cedillas
ceding
cedis
cedrate
cedrates
cedrela
cedrine
cedula
cedarn తెలుగు అర్థానికి ఉదాహరణ:
| ଇତିହାସ |ପୌରାଣିକ|ପୌରାଣିକ ଆଖ୍ୟାୟିକା ଅନୁସାରେ ମହାଭାରତ ଯୁଦ୍ଧରେ ପାଣ୍ଡବ ମାନେ ନିଜରପିତାମହ,ଗୁରୁ ଓ ଭାଇମାନଙ୍କୁ ବିନାଶ କରିବା ଜନିତ ଦୋଷରୁ ମୁକ୍ତି ପାଇବା ପାଇଁ ଭଗବାନ ଶଙ୍କରଙ୍କ ଆଶିର୍ବାଦ ଲାଭ ଉଦ୍ଦେଶ୍ୟରେ କାଶୀ, ଗୁପ୍ତକାଶୀ ଆସି କେଦାରଖଣ୍ଡରେ ପହଞ୍ଚିଲେ ।
ମହେଶ୍ୱର, ମାହେଶ୍ୱରୀ ଓ କେଦାରେଶ୍ୱର ମନ୍ଦିର ସମ୍ମୁଖରେ ଅବସ୍ଥିତ ଦୁଇଟି ବିଶାଳ କୁଣ୍ଡ, ଭକ୍ତ ଓ ପର୍ଯ୍ୟଟକମାନଙ୍କ ସ୍ନାନକୁଣ୍ଡ ଭାବରେ ବ୍ୟବହୃତ ହୁଏ ।
ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଆବିର୍ଭାବ ୧୮୭୪ ମସିହା ଫେବୃଆରୀ ୬ ତାରିଖରେ I ପିତାଙ୍କ ନାମ କେଦାରନାଥ ଦତ୍ତ ଓ ମାତା ଭଗବତୀ ଦେବୀ I ଏହି ଚୈତନ୍ୟ ମହାପ୍ରଭୁଙ୍କର ଭକ୍ତ, ମହାନ ବୈଷ୍ଣବ ଆଚାର୍ୟ ପୁରୀରେ ଜନ୍ମଗ୍ରହଣ କରିଥିଲେ ।
ଭୁବନେଶ୍ୱରର କେଦାରଗୌରୀ ଓ ଉପାଖ୍ୟାନ ଏଥିରେ ପ୍ରକାଶ ପାଇଛି ।
| ସାହିତ୍ୟ ସର୍ଜନା |କବି, ପ୍ରାବନ୍ଧିକ ଏବଂ ଜଣେ ସ୍ତମ୍ଭକାର ଭାବରେ କେଦାରଙ୍କ ପରିଚୟ ।
ଏହା ଭାରତୀୟ ରାଜ୍ୟ ଉତ୍ତରଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଥିବା ରଙ୍ଗନାଥ ପର୍ବତମାଳାର ପାଞ୍ଚ କେଦାର ମନ୍ଦିର ଭିତରୁ ଅନ୍ୟତମ ।
|ମନ୍ଦିର|ଐତିହାସିକ କେଦାରନାଥ ମହାପାତ୍ର ତାଙ୍କ ଲିଖିତ ଖୋରଧାର ଇତିହାସରେ ଲେଖିଛନ୍ତି, ସେଠାରେ ଥିବା ସାରଳା ମନ୍ଦିର ୧୬୮୬ ମସିହାରେ ମୁସଲମାନମାନେ ଭାଙ୍ଗିନେଇ ସେହି ମନ୍ଦିରର ପ୍ରାୟ ମାଇଲିଏ ପଶ୍ଚିମକୁ ଏକ ମସଜିଦ ନିର୍ମାଣ କରିଛନ୍ତି ।
ଅପ୍ରେଲ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ କେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କର ଦର୍ଶନ ମିଳେ।
|ଦୁଃଖିରାମ ସ୍ୱାଇଁ, ମାଳା ବୋଷ, ଗ୍ଲୋରିଆ ମହାନ୍ତି, କେଦାର ଗୁରୁ, ଜର୍ଜ ତିଆଡ଼ି, ପଦ୍ମା ଖାନ୍ନା, ଭୋଳାନାଥ, ପ୍ରଦୀପ, ରୁକ୍ମଣୀ, ଗଦି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
| ସମ୍ମାନ |ରାଷ୍ଟ୍ରପତି ପୁରସ୍କାର - ଶ୍ରେଷ୍ଠ ନିର୍ଦ୍ଦେଶକ ୧୯୬୫ ମସିହା (ମଲାଜହ୍ନ)|ରୌପ୍ୟ କମଳ ପୁରସ୍କାର - ଶ୍ରେଷ୍ଠ ନିର୍ଦ୍ଦେଶକ ୧୯୬୫ ମସିହା (ମଲାଜହ୍ନ)|ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - ଶ୍ରେଷ୍ଠ ନିର୍ଦ୍ଦେଶକ ୧୯୭୨,୧୯୭୫,୧୯୭୭,୧୯୮୨|ଓଡ଼ିଶା ସଂଗୀତ ନାଟକ ଏକାଡେମି - ୧୯୮୨|ଜୟଦେବ ସମ୍ମାନ - ୧୯୮୨| ବ୍ୟକ୍ତିଗତ ଜୀବନ |ସେ କେଦାର ଗୌରୀ କଥାଚିତ୍ରର ଅଭିନେତ୍ରୀ ବୀଣା କୁମାରୀଙ୍କୁ ବିବାହ କରିଥିଲେ ।
cedarn's Usage Examples:
oh! that deep romantic chasm which slanted Down the green hill athwart a cedarn cover! A savage place! as holy and enchanted As e"er beneath a waning moon.
Synonyms:
woody,
Antonyms:
nonwoody, unwooded,