cavernulous Meaning in Odia (Oriya). ( cavernulous ଶବ୍ଦର ଓଡିଆ ଅର୍ଥ)
ଗୁମ୍ଫା,
Adjective:
ଗୁହାଳ,
People Also Search:
caverscaves
cavesson
cavetti
cavetto
caviar
caviare
caviares
caviars
cavicorn
cavie
cavies
cavil
caviled
caviler
cavernulous తెలుగు అర్థానికి ఉదాహరణ:
|ଗୁମ୍ଫା ୧୦ରେ ବିହାର, ଗୀର୍ଜାଘର ପରି ଏକ ପୂଜା ଗୃହ, ପଛ କାନ୍ଥରେ ୪ଟି ଓ ଡାହାଣ ପଟ କାନ୍ଥରେ ୪ଟି ଲେଖାଏଁ କରି ଧ୍ୟାନ କରିବା ପାଇଁ ୮ଟି କ୍ଷୁଦ୍ର ପ୍ରକୋଷ୍ଠ ଓ ସାମନା ପଟକୁ ଏକ ବାରଣ୍ଡା ରହିଛି ।
ଗୁମ୍ଫା-୧ର ଅନ୍ୟ ପ୍ରସିଦ୍ଧ ଚରିତ୍ରମାନଙ୍କ ମଧ୍ୟରେ ଶିବି, ଶଙ୍ଖପାଳ, ମହାଜନକ, ମହୌମ୍ମଗ, ଚମ୍ପେୟ ଜାତକ କଥା ଉଲ୍ଲେଖ ଯୋଗ୍ୟ ।
ଏହି ଗୁମ୍ଫାଗୁଡ଼ିକ ଚତୁର୍ଥ ଶତାବ୍ଦୀ ସମୟର ।
ଏମାନଙ୍କ ମଧ୍ୟରେ ବହୁ ପରିଚିତ ହେଉଛି ରାଷ୍ଟ୍ରକୂଟ ରାଜା ଦାନ୍ତିଦୁର୍ଗ (ରାଜୁତି କାଳ ପ୍ରାୟ ୭୫୩-୭୫୭ ଖ୍ରୀ.)ଙ୍କ ଶିଳାଲେଖ ଯାହା ଗୁମ୍ଫା ୧୫ର ସମ୍ମୁଖ ମଣ୍ଡପର ପଶ୍ଚାତ୍ ପଟର କାନ୍ଥରେ ରହିଛି ।
| ପାଶ୍ଚାତ୍ୟ ଲୋକଙ୍କଦ୍ୱାରା ଅଜନ୍ତାର ପୁନରାବିଷ୍କାର |ବହୁ ବର୍ଷ ପର୍ଯ୍ୟନ୍ତ ପରିତ୍ୟକ୍ତ ଅବସ୍ଥାରେ ରହି ଅଜନ୍ତାର ଗୁମ୍ଫାସମୂହ ଲଟାବୁଦା ତଳେ ଲୁଚି ରହିଥିଲା ।
ଦ୍ୱୀପର ଦକ୍ଷିଣ-ପଶ୍ଚିମରେ କେତୋଟି ଗୁମ୍ଫା ଓ ବାଲୁକାପୂର୍ଣ୍ଣ ବେଳାଭୂମି ରହିଛି ।
ବରୋଦା ଶିଳାଲେଖରେ ଉଲ୍ଲିଖିତ ଗହ୍ୱର ଗୁମ୍ଫା କ୍ରମାଙ୍କ ୧୬ର କୈଳାସ ମନ୍ଦିର ଆଡ଼କୁ ଇଙ୍ଗିତ କରିଥାଏ ।
|ବାଘୁଣୀମାନେ ଗୁମ୍ଫା, ପଥର ସନ୍ଧିରେ ରହିଥିବା ସ୍ଥାନ, କୋରଡ଼ ପ୍ରଭୃତି ସ୍ଥାନରେ ଛୁଆଙ୍କୁ ଜନ୍ମ ଦିଅନ୍ତି ।
ମଠ (ଓଲଟପୁର), ଫତେଗଡ଼ ମଠ (ବଜ଼ାରସାହୀ), ସିଦ୍ଧଗୁମ୍ଫା ମଠ, ଜଗମୋହନକୁଦ (ସୁନ୍ଦରଗ୍ରାମ), କପିଳମୁନି ଅଶ୍ରମ (ନିଆଳି ବ୍ଲକ), ମାଧବାନନ୍ଦ ଜୀଉ ମଠ (ଅଡସପୁର), ଅନ୍ତର୍ଭେଦୀ ମଠ -ତ୍ରିବେଣୀଘାଟ (କଣ୍ଟ।
ବଳିଷ୍ଠ ସ୍ତମ୍ଭମାନ ଗୁମ୍ଫାକୁ ଧରି ରଖିବାରେ ସହାୟକ ହୁଅନ୍ତି ଏବଂ ଏହି ସ୍ତମ୍ଭମାନଙ୍କରେ ଅଳଙ୍କାରର କାମ ହୋଇଛି ।
|ଏହା ପରେ, ରାଜା ମୁଚୁକୁନ୍ଦ ପୃଥିବୀକୁ ଓହ୍ଲାଇ ଏକ ପାହାଡ ଉପରେ ଏକ ଗୁମ୍ଫା ବାଛିଲେ, ଯେଉଁଠାରେ ସେ ନିରବଚ୍ଛିନ୍ନ ଭାବରେ ଶୋଇପାରନ୍ତି ।
ଦିନବେଳା ଅଧିକାଂଶ ସମୟ ଏମାନେ ଘଞ୍ଚ ବୁଦା, ପଥର ଗୁମ୍ଫା ବା ଗଛର ଡାଳରେ ବିଶ୍ରାମ କରିବା ପସନ୍ଦ କରନ୍ତି ।
ସାଇନ୍ସ ପତ୍ରିକାରେ ୧୯୮୩ର ଏକ ଲେଖା ଅନୁଯାୟୀ , ପ୍ରାଚୀନ ଗୁମ୍ଫାର ଛାତରୁ ମିଳିଥିବା କଳା ଦାଗ କିମ୍ବା ସୁଟ୍(soot) ଉଚ୍ଚ ପ୍ରଦୂଷଣର ଯଥେଷ୍ଟ ପ୍ରମାଣ ଦେଇଥାଏ ଯାହା ଖୋଲା ଅଗ୍ନିକାଣ୍ଡର ଅପର୍ଯ୍ୟାପ୍ତ ବାୟୁ ଚଳାଚଳ (ଭେଣ୍ଟିଲେସନ୍) ସହିତ ଜଡ଼ିତ ଥିଲା।
cavernulous's Usage Examples:
cavatina, cave, cavea, cavern, cavernicolous, cavernous, cavernulous, cavicorn, cavitation, cavity, concave, concavity, encage, excavate, excavation,.
cavernous, cavernulous, cavicorn, cavitation, cavity, concave, concavity, encage, excavate, excavation, excavator, quasiconcave, quasiconcavity celeber celebr-.
caval, cavate, cavatina, cave, cavea, cavern, cavernicolous, cavernous, cavernulous, cavicorn, cavitation, cavity, concave, concavity, encage, excavate,.