caveat Meaning in Odia (Oriya). ( caveat ଶବ୍ଦର ଓଡିଆ ଅର୍ଥ)
ସଚେତନତା, ଚେତାବନୀ, ପରୀକ୍ଷା ରହିବାକୁ ଆଦେଶ,
Noun:
ପରୀକ୍ଷା ରହିବାକୁ ଆଦେଶ |,
People Also Search:
caveat emptorcaveats
caved
cavein
cavel
cavels
caveman
cavemen
cavendish
cavendishes
caver
cavern
cavern out
caverned
caverning
caveat తెలుగు అర్థానికి ఉదాహరణ:
|କ୍ଲିନିକାଲ ମନୋବୈଜ୍ଞାନୀ (Clinical psychology) ଏବଂ ମାନସିକ ଚିକିତ୍ସାବିତ୍ (psychiatry) ୧୯୭୦ ମସିହାରୁ ଅନେକ ସଚେତନତାକୁ ଉପଯୋଗ କରି ରୋଗ ନିବାରଣ ପଦ୍ଧତି ବାହାରକରିଥିଲେ ଯାହା ମାନସିକ ରୋଗୀମାନଙ୍କୁ ସହାୟତା କରିଆସୁଛି ।
ଗର୍ଭନିରୋଧକ ବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି କରାଇଲେ ଅସୁରକ୍ଷିତ ଗର୍ଭପାତଜନିତ ସମସ୍ୟା ହ୍ରାସ ପାଇବା ସମ୍ଭବପର ।
| ଅର୍ଥନୀତି |ଉଚ୍ଚ ରକ୍ତଚାପ ରୋଗ ନିର୍ଣ୍ଣୟ, ଚିକିତ୍ସା ଓ ସଚେତନତା ନିମନ୍ତେ ଦେଶର ତଥା ଲୋକମାନଙ୍କର ପ୍ରଭୁତ ଅର୍ଥ ବ୍ୟୟ ହୁଏ ।
ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଶିକ୍ଷା ଏବଂ ସଚେତନତା ବଢାଇବା ସହ ଏହା ସହ ଜଡ଼ିତ ସାମାଜିକ ଅପବାଦର ବିଲୋପ କରିବା ଏହାର ଲକ୍ଷ୍ୟ ।
|ମୁକୁର ପତ୍ରିକାରେ ଧର୍ମ, ଦର୍ଶନ, ସାମାଜିକ ସଚେତନତା, ସଂସ୍କାରଧର୍ମୀ ପ୍ରବନ୍ଧ ପ୍ରକାଶ ପାଉଥିଲା ।
| ଦିନର ଉଦ୍ଦେଶ୍ୟ |ଶିଳ୍ପ ବିପର୍ଯ୍ୟୟର ପରିଚାଳନା ଏବଂ ନିୟନ୍ତ୍ରଣ ଉପରେ ସଚେତନତା ସୃଷ୍ଟି କରିବା ।
| ଇତିହାସ |ବିଧବାମାନଙ୍କର ବୈଧବ୍ୟଜନିତ ଯନ୍ତ୍ରଣା ତଥା ଦୈନ୍ୟତା ବିରୁଦ୍ଧରେ ବିଶ୍ୱ ସ୍ତରରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆନ୍ତର୍ଜାତୀୟ ବିଧବା ଦିବସର ପ୍ରଚଳନ ଲୁମ୍ବା ଫାଉଣ୍ଡେସନଦ୍ୱାରା କରାଯାଇଥିଲା ।
ଗୋଦାବରୀଶ ଜାତୀୟତାବୋଧ, ସମାଜ ସଚେତନତା, ପଲ୍ଲୀ ଜୀବନ ପ୍ରତି ଆକର୍ଷଣ ଓ ମଣିଷ ପ୍ରତି ସମବେଦନା, ପ୍ରଭୃତି ହାସ୍ୟରସ ଦେଇ ପ୍ରକାଶ କରିଛନ୍ତି ।
ଆକୃତି ସଚେତନତା କେବେଳ ମଣିଷର ବିଶେଷତ୍ୱ ନୁହେଁ, ଏହା ଜୀବଜନ୍ତୁଙ୍କର ମଧ୍ୟ ପ୍ରବୃତ୍ତିଗତ ।
ବିଶ୍ୱର ସମସ୍ତ ବିକଶିତ ଦେଶରେ ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳ ଉପଲବ୍ଧ କରାଇବା ସହ ଜଳ ସଂରକ୍ଷଣର ମହତ୍ତ୍ୱ ତଥା ଆବଶ୍ୟକତା ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ ।
|ଏହି ସମାଜରେ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅନେକ ସଚେତନତାର ଅଭାବ ଦେଖିବାକୁ ମିଳିଥାଏ ।
ସେହି ସଚେତନତା ଯୋଗୁ ଗର୍ଭ ଏଡ଼େଇବା, ଗର୍ଭାଧାନ କରିବା ବା ଅନ୍ୟ ପକ୍ଷରେ କହିବାକୁ ଗଲେ ମହିଳା ସ୍ୱାସ୍ଥ୍ୟ (gynecological) ସୁରକ୍ଷା ଲାଭ କରିହେବ ।
ଜନସାଧାରଣଙ୍କ ସହ ଏହି ବିଷୟରେ ଯୋଗାଯୋଗ, ସଚେତନତା ଆଦି ପଦକ୍ଷେପ ନିଆଯାଉଛି ।
caveat's Usage Examples:
The phrase caveat emptor and its use as a disclaimer of warranties arise from the fact that buyers typically have less information than the.
Justice White and Justice Blackmun concur with Justice Souter"s majority opinion with one caveat.
usually called a bridging loan in the United Kingdom, also known as a "caveat loan," and also known in some applications as a swing loan.
The caveat behind the FXX is only that Ferrari technicians must look over the car before the car hits the track in any event or private testing session.
One interesting caveat is when Vegas is inter-operated with other versions like Reno.
adhering to pious opinions of the Immaculate Conception and the perpetual virginity of Mary, along with the caveat that all doctrine and piety should exalt.
Some serials end with the caveat, "to be Continued" or "the end?"; in movie serials and television series, the following.
taxpayer can calculate net 1231 gains and losses, often referred to as the hotchpot, as capital gains, with the caveat that if the gain is less than any “non-recaptured.
As a caveat, where the consumer guarantees are not that of title, undisturbed possession or undisclosed securities, they only apply if the goods or services in question are supplied in trade or commerce.
It is usually called a bridging loan in the United Kingdom, also known as a "caveat loan," and also known.
Newton"s method, in its original version, has several caveats: First: It does not work if the Hessian is not invertible.
polygamy, does include the caveat, "For if I will, saith the Lord of Hosts, raise up a seed unto me, I WILL COMMAND MY PEOPLE" (emphasis is Smith"s).
Synonyms:
caution, warning,
Antonyms:
incaution, inattentiveness, injudiciousness,