<< catasta catastrophe >>

catastasis Meaning in Odia (Oriya). ( catastasis ଶବ୍ଦର ଓଡିଆ ଅର୍ଥ)



ବିପର୍ଯ୍ୟୟ,

Noun:

ସ୍ଥାନାନ୍ତର |,

catastasis తెలుగు అర్థానికి ఉదాహరణ:

| ଦିନର ଉଦ୍ଦେଶ୍ୟ |ଶିଳ୍ପ ବିପର୍ଯ୍ୟୟର ପରିଚାଳନା ଏବଂ ନିୟନ୍ତ୍ରଣ ଉପରେ ସଚେତନତା ସୃଷ୍ଟି କରିବା ।

ଭୋପାଳ ଗ୍ୟାସ ଦୁର୍ଘଟଣାକୁ ସବୁଠୁ ବଡ଼ ଶିଳ୍ପ ପ୍ରଦୂଷଣ ବିପର୍ଯ୍ୟୟ ଭାବରେ ବିବେଚନା କରାଯାଏ ।

|ବିପର୍ଯ୍ୟୟ ସମୟରେ ଶକ୍ତି ଅଚଳାବସ୍ତା ବେଳେ ଉଦ୍ଧାର କାର୍ଯ୍ୟ ପାଇଁ ୧୨୫ କେଭିଏ ଜେନେରେଟରବାହୀ ଟ୍ରକ ବ୍ୟବହୃତ ହୋଇଥାଏ ।

୧୯୭୦ ମସିହାର ଭୋଲା ସାଇକ୍ଲୋନନ ବିଂଶ ଶତାବ୍ଦୀର ଘାତକ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରୁ ଅନ୍ୟତମ ।

ତାହା ଥିଲା ନେପୋଲିଅନ୍ଙ୍କ କ୍ଷମତାର ଶୀର୍ଷ ସମୟ କିନ୍ତୁ ରଷିଆର ଭୀଷଣ ପ୍ରତିରୋଧ ସହିତ, ତାର ପ୍ରବଳ ଶୀତ ଜଳବାୟୁ ଆକ୍ରମଣକାରୀଙ୍କ ପାଇଁ ବିପର୍ଯ୍ୟୟ ପରାଜୟ ଆଣି ଦେଇଥିଲା l ଏଥିରେ ସମଗ୍ର ଇୟୁରୋପ୍ର ୯୫ ଭାଗରୁ ଅଧିକ ସୈନ୍ୟ ମୃତ୍ୟୁ ବରଣ କରିଥିଲେ ।

ଏହି ବିପର୍ଯ୍ୟୟ ପରେ ୧୯୮୦ ମସିହାରେ କରାଚୀରେ ଚମ୍ପିଅନସ ପ୍ରତିଯୋଗିତାରେ ନିଜ ଶେଷ ଖେଳ ଖେଳି ଅଜିତ ଆନ୍ତର୍ଜାତୀୟ ଖେଳରୁ ଅବସର ନେଇଥିଲେ ।

ମାର୍ଚ୍ଚ ୧୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଏକ ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରିଥିଲେ ।

ଏଥିପାଇଁ ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡ଼ିଆରଏଫ)ର ୧୫ଟି ଦଳ ଏବଂ ଓଡ଼ିଶା ବିପର୍ଯ୍ୟୟ ରାପିଡ଼ ଆକ୍ସନ ଫୋର୍ସ (ଓଡ୍ରାଫ)ର ୧୦ଟି ଦଳକୁ ଉଦ୍ଧାର ଓ ଥଇଥାନ ନିମନ୍ତେ ଏସବୁ ଜିଲ୍ଲାରେ ନିୟୋଜିତ କରାଯାଇଛି ।

ଇତିମଧ୍ୟରେ ସେ ପଞ୍ଚାୟତିରାଜ, ମତ୍ସ ଓ ପଶୁପାଳନା, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ଆଦି ବିଭାଗରେ କାମ କରିସାରିଛନ୍ତି ।

|ଏହି ମୂଖ୍ୟ ଉପକରଣଗୁଡ଼ିକ ଛଡା ଶ୍ୱାସ ଉପକରଣ, ରାସାୟନିକ କାଟ୍ରିଜ ଇତ୍ୟାଦି ରାସାୟନିକ ବିପର୍ଯ୍ୟୟମାନ/ଦୁଷିତ ପରିବେଶମାନଙ୍କରେ ଖୋଜା ଏବଂ ଉଦ୍ଧାର ନିମିତ୍ତ ବ୍ୟବହୃତ ହୁଏ ।

ଏହି ଘୂର୍ଣ୍ଣିବଳୟର ବିପର୍ଯ୍ୟୟ ପ୍ରଭାବ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ସୃଷ୍ଟି କରିଥିଲା ।

catastasis's Usage Examples:

play is analyzed into five separate parts: prelude, protasis, epitasis, catastasis and catastrophe.


In classical tragedies, the catastasis (pl.


It is the final part of a play, following the protasis, epitasis, and catastasis.


The term apocatastasis is mentioned in the 14th of the 15 anathemas against Origen of 553: "If anyone shall say .


In rhetoric, the catastasis is that part of a speech, usually the exordium, in which the orator sets forth the subject matter to be discussed.



catastasis's Meaning in Other Sites