<< carnage carnal >>

carnages Meaning in Odia (Oriya). ( carnages ଶବ୍ଦର ଓଡିଆ ଅର୍ଥ)



ହତ୍ୟାକାଣ୍ଡ, ହତ୍ୟା,

Noun:

ହତ୍ୟା,

carnages తెలుగు అర్థానికి ఉదాహరణ:

|ଆଧାର|ଓଡ଼ିଶାରେ ଅପରାଧ ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ ଟିକିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ସହାୟିକା ଇତିଶ୍ରୀ ପ୍ରଧାନଙ୍କ ଚାଞ୍ଚଲ୍ୟକର ମୃତ୍ୟୁ ଏକ ହତ୍ୟାକାଣ୍ଡ ରୂପେ ସନ୍ଦେହ ଘେରକୁ ଆସିଥିଲା ।

ରାଓଲାତ୍ ଆଇନ ପରେ ଜଳିଆନାୱାଲାବାଗ୍ ହତ୍ୟାକାଣ୍ଡ, ଖିଲାଫତ୍ ଘଟଣା ପରି ପ୍ରତାରଣାମୂଳକ ଓ ଆମାନୁଷିକ ଘଟଣାମାନ ଘଟିଥିଲା ।

|ହତ୍ୟାକାଣ୍ଡ|୧୯୭୫ ମସିହା ଅଗଷ୍ଟ ମାସ ୧୫ ତାରିଖରେ, ଅଧସ୍ତନ ସେନା ଅଧିକାରୀଙ୍କ ଏକ ଦଳ ଟ୍ୟାଙ୍କ ସାହାଯ୍ୟରେ ରାଷ୍ଟ୍ରପତିଙ୍କ ବାସଭବନ ଉପରେ ଆକ୍ରମଣ କରି ମୁଜିବ, ତାଙ୍କ ପରିବାର ଏବଂ ବ୍ୟକ୍ତିଗତ କର୍ମଚାରୀଙ୍କୁ ହତ୍ୟା କରିଥିଲେ ।

|ରୁଆଣ୍ଡାର (Rwanda) ଜାତୀୟ ଜନସଂଖ୍ୟା ଅଫିସ ହିସାବ କରି ଦେଖିଛି, ରୁଆଣ୍ଡା ସାମୁହିକ ହତ୍ୟାକାଣ୍ଡରେ (genocide) ପ୍ରାୟ ୨,୦୦୦ରୁ ୫,୦୦୦ ପିଲା ଯୌନ ହିଂସା ଯୋଗୁ ଜନ୍ମ ଗ୍ରହଣ କରିଛନ୍ତି କିନ୍ତୁ ଏହାର ଶିକାର ହୋଇଥିବା ଲୋକଙ୍କ ହିସାବରେ ଏହା ୧୦,୦୦୦ ହେବ ।

|ଆହୁରି ପଢ଼ନ୍ତୁ|ଇତିଶ୍ରୀ ହତ୍ୟାକାଣ୍ଡ|ଆଧାର|ଓଡ଼ିଶାରେ ଅପରାଧ|କୋରାପୁଟ ଜିଲ୍ଲା ନାକ ଅସ୍ଥି ଭଗ୍ନ (ଇଂରାଜୀରେ nasal fracture) ବା ସାଧାରଣତଃ ନାକ ଭଙ୍ଗା କୁହାଯାଉଥିବା ଅବସ୍ଥାରେ ନାକ (nose) ଅସ୍ଥି (bone) ଭାଙ୍ଗିଯାଇଥାଏ ।

| ବିବାଦ ଓ ମାମଲା |୨୦୦୨ ମସିହାରେ ହୋଇଥିବା ନିରଞ୍ଜନ ଜେନା ହତ୍ୟାକାଣ୍ଡରେ ମୁକ୍ତିକାନ୍ତଙ୍କର ହାତକୁ ନେଇ ସନ୍ଦେହ କରାଯାଇଥିଲା ।

| ଆଧାର |ଭାରତୀୟ ସ୍ୱାଧୀନତା ଗଣସମ୍ପାଦନା ୨୦୧୮ରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡ, ଯାହା ଅମୃତସର ହତ୍ୟାକାଣ୍ଡ, ଭାବେ ମଧ୍ୟ ପରିଚିତ, ୧୩ ଅପ୍ରେଲ୍ ୧୯୧୯ ଦିନ ଘଟିଥିଲା, ଯେଉଁଥିରେ କଲୋନେଲ୍ ରେଗିନାଲ୍ଡ ଡାୟାର୍‌ଙ୍କ ନେତୃତ୍ୱରେ ବ୍ରିଟିଶ୍ ଭାରତୀୟ ସେନା, ଅମୃତସର, ପଞ୍ଜାବର ଜାଲିଆନାୱାଲା ବାଗ୍‌ଠାରେ ଏକତ୍ରିତ ହୋଇଥିବା ଭାରତୀୟଙ୍କ ଉପରକୁ ଗୁଳି ଚଳାଇଥିଲେ ।

୨୬ ମାର୍ଚ୍ଚରେ ପାକିସ୍ତାନୀ ସେନା ଅପରେସନ୍ ସର୍ଚ୍ଚ ଲାଇଟ୍ ଏବଂ ୧୯୭୧ ଢାକା ବିଶ୍ୱବିଦ୍ୟାଳୟ ହତ୍ୟାକାଣ୍ଡ ଭଳି ଏକ ଆକ୍ରମଣ ଆରମ୍ଭ କରିଥିଲା ।

ତେବେ ଦୌରା ଜଜ ରାୟଗଡା ତା ୨୬.୦୪.୨୦୧୬ ଦିନ ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ନିତ୍ୟାନନ୍ଦ ଦଣ୍ଡସେଣାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

ଏହା ଗୁଣ୍ଡୁରିଆ ହତ୍ୟାକାଣ୍ଡ ନାମରେ ଜଣା ।

ସେ ବଙ୍ଗଳାଦେଶର ପ୍ରଥମ ରାଷ୍ଟ୍ରପତି ଭାବରେ ଏବଂ ପରେ ୧୭ ଏପ୍ରିଲ ୧୯୭୧ରୁ ୧୫ ଅଗଷ୍ଟ ୧୯୭୫ରେ ତାଙ୍କର ହତ୍ୟାକାଣ୍ଡ ପର୍ଯ୍ୟନ୍ତ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

| ହତ୍ୟାକାଣ୍ଡ |୨୦୨୦ ଜୁଲାଇ ୧୪ ତାରିଖ ଦିନ ଘର ଆଗରେ ଖେଳୁଥିବା ସମୟରେ ଅମୃତା ନିଖୋଜ ହୋଇଯାଇଥିଲା ।

ତେବେ ଅଭିଯୁକ୍ତର ପରିବାର ତାଙ୍କ ପୁଅକୁ ଭୟଭୀତ ହତ୍ୟାକାଣ୍ଡରେ ସମ୍ପୃକ୍ତି ପାଇଁ ବାଧ୍ୟ କରିବା ଅଭିଯୋଗ କରିଥିଲେ ଥାନାରେ ଏସଆଇଟି ବିରୋଧରେ ଏତଲା ଦେଇଥିଲେ ।

carnages's Usage Examples:

"Zakura, Tengpora carnages haunt survivors".


an ad hoc military force to restore law and order during the communal carnages of the partition of India in the Punjab.


The infamous carnages include the Bleiburg repatriations, the Foibe massacres, Tezno massacre.


When Noakhali experienced one of the worst carnages in Bengal"s bloody history of communal conflict, many of the victims were.


in jail awaiting trial for 17 cases, including those related to Dalit carnages in Bihar.


with the complicity of state, that was followed by similar incidents of carnages in Delhi (1984), Bhagalpur (1989), Kashmir (1990s),Mumbai (1993) and Gujarat.


which earned him the nickname "nightingale of bloodshed" ("rossignol des carnages").


unpleasant looking lizard like creature, described as " le monstre des carnages humains" (The German invaders?).


around these two lead characters during a fateful bus journey amidst the carnages of a communal strife in India.


Liszt said of the program, "In these successive wars and carnages, sinister sports, whatever be the colours of the flags which rise proudly.



Synonyms:

bloodbath, battue, mass murder, slaughter, murder, execution, massacre, bloodshed, slaying, bloodletting, butchery,

Antonyms:

victory,

carnages's Meaning in Other Sites