carbonises Meaning in Odia (Oriya). ( carbonises ଶବ୍ଦର ଓଡିଆ ଅର୍ଥ)
ଅଙ୍ଗାରକାମ୍ଳ,
କାର୍ବନ ସହିତ ମିଳିତ |,
People Also Search:
carbonisingcarbonization
carbonizations
carbonize
carbonized
carbonizes
carbonizing
carbons
carbonyl
carbonylated
carborundum
carboxyl
carboxylic
carboy
carboys
carbonises తెలుగు అర్థానికి ఉదాహరణ:
|ମହାସାଗର ଅଙ୍ଗାରକାମ୍ଳ ଶୋଷିନେଇ ସବୁଜ କୋଠରୀ ପ୍ରଭାବ ଓ ବିଶ୍ୱତାପନରେ ସାହାଯ୍ୟ କରେ ।
ସାମୟିକ ତୀବ୍ର ରୋଗ ହେଲେ ଅମ୍ଳଜାନ ଉପଚାର ଆବଶ୍ୟକ ହୋଇପାରେ; ରୋଗୀର ଅମ୍ଳଜାନ ସାନ୍ଦ୍ରତା ମାପ ନ କରି ଅଧିକ ଅମ୍ଳଜାନ ସାନ୍ଦ୍ରତା ବିଶିଷ୍ଟ ଅମ୍ଳଜାନ ଦେଲେ ଅଙ୍ଗାରକାମ୍ଳ ସ୍ତର ବୃଦ୍ଧି ହୁଏ ଓ ଫଳାଫଳ ଆହୁରି ଖରାପ ହୁଏ ।
ଏହି ଅଙ୍ଗାରକାମ୍ଳ ରକ୍ତର ପ୍ଲାଜମାରେ ମିଳେଇ ଯାଇ ପ୍ରବାହିତ ହୁଏ, କିଛି ଅଂଶ ହେମୋଗ୍ଲୋବିନ ସହ ଯୋଡି ହୁଏ ଓ କିଛି ଜଳ ସହ ମିଶି କାର୍ବୋନିକ ଆନହାଇଡ୍ରେଜ ଏନଯାଇମଦ୍ୱାରା ବାଇକାର୍ବୋନେଟ ଆୟୋନ ତିଆରି ହୋଇ ରକ୍ତରେ ପ୍ରବାହିତ ହୁଏ ।
ଏହି ରୋଗ ଫଳରେ ଫୁସଫୁସର ଅମ୍ଳଜାନ ଏବଂ ଅଙ୍ଗାରକାମ୍ଳ ବିନିମୟ କ୍ଷମତା ଦୁର୍ବଳ ହୋଇଯାଏ | ବୟସ୍କଙ୍କ କ୍ଷେତ୍ରରେ ପଜିଟିଭ ଏଣ୍ଡ-ଏକ୍ସପିରେଟରୀ ପ୍ରେସର ୫ସେମମିରୁ ଅଧିକା ଥିଲେ ମଧ୍ୟ ପିଏଓ୨ / ଏଫଏଓ୨ ୩୦୦ମିମିରୁ କମିଯାଏ ।
ଅଧିକାଂଶ କେଶ୍ରେ ୯୪ରୁ ୯୮% ପରିପୃକ୍ତି ବା ସାଚୁରେସନ ସୁପାରିସ କରାଯାଏ; ଅଙ୍ଗାରକାମ୍ଳ ଧାରଣ (carbon dioxide retention) ସଙ୍କଟ ଥିଲେ ୮୮ରୁ ୯୨% ସାଚୁରେସନ ପସନ୍ଦ କରାଯାଏ; ହୃଦ୍ରୋଧ ବା କାର୍ବନ ମୋନୋକ୍ସାଇଡ ବିଷକ୍ରିୟା ଥିଲେ ଯେତେ ସମ୍ଭବ ଅଧିକ ସାଚୁରେସନ କରାଯାଏ ।
| ଧମନୀୟ ରକ୍ତରେ ଥିବା ଗ୍ୟାସ ପରୀକ୍ଷା (Arterial blood gas or ABG test) |ଏହି ପରୀକ୍ଷା ପାଇଁ ରକ୍ତ ଧମନୀରୁ କିଛି ରକ୍ତ ସିରିଞ୍ଜଦ୍ୱାରା ନିଆଯାଇ ଅମ୍ଳଜାନ ଓ ଅଙ୍ଗାରକାମ୍ଳର ଆଂଶିକ ଚାପ ଏବଂ ରକ୍ତର ଅମ୍ଳତା ନିର୍ଣ୍ଣୟ କରାଯାଏ ।
ଏଥିରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳ ଗ୍ୟାସ ପ୍ରାୟ ୫:୨ ଅନୁପାତରେ ରହିଛି ।
ଅଙ୍ଗାରକାମ୍ଳ ସୃଷ୍ଟି ହେବାର କାରଣ ଅସ୍ପଷ୍ଟ, ତଥାପି ବରଫରେ ଥିବା ଜୈବ ପଦାର୍ଥର ଅକ୍ସିଡେସନ୍ ପ୍ରକ୍ରିୟାରୁ କିମ୍ବା ରିଆର ଆଭ୍ୟନ୍ତରୀଣ ଗ୍ୟାସ ନିଷ୍କାସିତ ହୋଇ ଏହା ସୃଷ୍ଟି ହୋଇଥାଇପାରେ ।
ଏହାର କାରଣ ପ୍ରାକୃତିକ ଉପାୟରେ ଜଳ ସହିତ ବାୟୁମଣ୍ଡଳର ଅଙ୍ଗାରକାମ୍ଳ ମିଶି ଦୁର୍ବଳ କାର୍ବୋନିକ୍ ଅମ୍ଳ ତିଆରି କରିଥାଏ ।
କ୍ରନିକ ଅବ୍ସ୍ଟ୍ରକ୍ଟିଭ୍ ପଲ୍ମୋନାରି ଡିଜିଜ (COPD) ଥିବା ରୋଗୀଙ୍କର ରକ୍ତରେ ଅମ୍ଳଜାନ ଓ ଅମ୍ଳତା ସ୍ତର କମ ଥାଏ ଏବଂ ଅଙ୍ଗାରକାମ୍ଳର ସ୍ତର ଅଧିକ ଥାଏ ।
|ମିଥେନ ଓ ଅଙ୍ଗାରକାମ୍ଳ ସମେତ ମଙ୍ଗଳ ଗ୍ରହର ବାୟୁମଣ୍ଡଳର ଅନୁଧ୍ୟାନ ।
ଅନ୍ୟ ଗ୍ୟାସମାନଙ୍କୁ ନାମମାତ୍ର ଗ୍ୟାସ୍ (trace gas) ଭାବରେ ନିଆଯାଏ, ଯେଉଁଥିରେ ଗ୍ରୀନ ହାଉସ୍ ଗ୍ୟାସ୍ ଯଥା ଅଙ୍ଗାରକାମ୍ଳ, ମିଥେନ୍, ନାଇଟ୍ରସ୍ ଅକ୍ସାଇଡ ଓ ଓଜୋନ ଥାଏ ।
carbonises's Usage Examples:
Beckton Gas Works carbonises an average of 4,500 tons of coal every day; the largest power stations.
underworld"s street justice called the "micro-ondas" (micro-wave), which carbonises a body inside a flaming, gas-soaked stand of tires.
Synonyms:
heat, turn, heat up, carbonize, hot up, change state,
Antonyms:
cool, coldness, anestrus, unemotionality, curdle,