<< caption captioning >>

captioned Meaning in Odia (Oriya). ( captioned ଶବ୍ଦର ଓଡିଆ ଅର୍ଥ)



ଶୀର୍ଷକ,

କ୍ୟାପସନ୍,

captioned తెలుగు అర్థానికి ఉదాహరణ:

୨୦୧୫ ଜାନୁଆରୀରେ ଏକ ସଙ୍ଗୀତ ନିର୍ମାତା ସଂସ୍ଥା ମିଆଙ୍କ ପ୍ରତି ନିଜର ସମର୍ଥନ ଦେଖାଇବା ପାଇଁ ତାଙ୍କ ନାମ ଶୀର୍ଷକ ରଖି ଏକ ଗୀତ ନିର୍ମାଣ କରିଥିଲେ ।

ଅନେକ ଲୋକଙ୍କର ଶ୍ରବଣ ଯନ୍ତ୍ର, ଅଙ୍ଗ ବିନ୍ୟାସ ଭାଷା (sign language), କ‌କଲିଆର ଇମ୍ପ୍ଲାଣ୍ଟ ଓ ଉପଶୀର୍ଷକ ଇତ୍ୟାଦି ଉପାଦେୟ ସାବ୍ୟସ୍ତ ହୁଏ ।

ପୁନଶ୍ଚ "ଟାଇମ୍ସ ମାଗାଜିନ" ଶୀର୍ଷକ ସାଣ୍ଟା ରୂପେ , ଏବଂ ଏକ ଡେ଼ଲ୍ଟା ଏୟାରଲାଇନର ଇନ-ଫ୍ଲାଇଟ ଭିଡ଼ିଓରେ ସାଣ୍ଟା ରୂପେ ଦେଖା ଦେଇଥିଲେ ।

ପୁସ୍ତକରେ ଶୀର୍ଷକ କବିତା ବ୍ଯତୀତ କଳାହାଣ୍ଡି ସମ୍ବନ୍ଧିତ ଅନ୍ଯାନ୍ଯ ପୁରସ୍କୃତ କବିତା ଯଥା ହିସାବ, ଆସିବାର ବେଳା, ଜୋଙ୍କ ନଦୀର ପୋଲ, ସିନାପାଲି ରାସ୍ତାରେ, ମନେରଖିଛି କଳାହାଣ୍ଡି ଆଦି ସ୍ଥାନୀତ ।

ବସୁଧାର ପ୍ରତିବାଦ ଏବଂ ଅନ୍ୟାନ୍ୟ ନାଟକ ଶୀର୍ଷକ ଲେଖା ପାଇଁ ସେ ୨୦୦୯ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣ କରିଛନ୍ତି ।

ତାଙ୍କୁ ମା’ ବୋଲି ଡାକିବାର କାରଣ କେହି ପଚାରିବାରୁ ଶ୍ରୀ ଅରବିନ୍ଦ ତାଙ୍କର ପ୍ରକୃତ ସତ୍ତାର ପରିଚୟ ଦେବାପାଇଁ ‘‘ଦ ମଦର(The Mother)’’ ଶୀର୍ଷକରେ ଏକ ପ୍ରବନ୍ଧ ଲେଖିଥିଲେ।

ଜଗା ହାତରେ ପଘା ଶୀର୍ଷକରେ ୧୯୮୫ ମସିହାରେ ଚଳଚ୍ଚିତ୍ରଟିଏ ନିର୍ମାଣ ହୋଇଥିଲା ।

ପରବର୍ତ୍ତୀ କାଳରେ ସେହି ପାଣ୍ଡୁଲିପି ସି.ଇ. ଲୁଆର୍ଡ଼ ହାତରେ ପଡ଼ିଥିଲେ ଓ ତାହାକୁ ଏଲ.ଏମ. କ୍ରମ୍ପ ଇଂରାଜୀ ଭାଷାରେ ସନ ୧୯୨୬ରେ ଅନୁବାଦ କରି ତାହାର ଶୀର୍ଷକ ରଖିଥିଲେ: ପଦ୍ମ ମହିଳା ମାଣ୍ଡୁର ରାଣୀ ରୂପମତୀ: ଅସାମାନ୍ୟ ବିଶ୍ୱସ୍ତ‌ତାର କାହାଣୀ (The Lady of the Lotus: Rupmati, Queen of Mandu: A Strange Tale of Faithfulness in 1926)।

|ଅଭିନୟ ଜୀବନ|ମେହେର ୧୯୯୯ ମସିହାରେ ବଙ୍ଗଳାଦେଶର ଏକ ଦୂରଦର୍ଶନ ଧାରାବାହିକରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ, ଯାହାର ଶୀର୍ଷକ ଥିଲା ଆଜ୍ ରବିବାର ।

|୧ ମାର୍ଚ୍ଚ ୨୦୧୭ରେ ସେ ବିମୁଦ୍ରୀକରଣ,ସରକାର ଏବଂ ସେନା ପ୍ରତି ଭାରତୀୟଙ୍କ ମନୋଭାବକୁ ଉପହାସ କରୁଥିବା ୟୁଟ୍ୟୁବରେ, "ଦେଶପ୍ରେମ ଏବଂ ସରକାର" ଶୀର୍ଷକ ଏକ କମେଡି ଭିଡିଓ ପ୍ରକାଶ କରିଥିଲେ ।

ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ତପସ୍ୟାରେ ଶୀର୍ଷକ ଭୂମିକାରେ ଅଭିନୟ କରିଥିଲେ ।

ଏହାକୁ ମହାରାଷ୍ଟ୍ର, ଗୁଜରାଟ, ଗୋଆ, ମଧ୍ୟ ପ୍ରଦେଶ, ଦିଲ୍ଲୀ, କଲିକତା, ଭିଲାଇ, ରାୟପୁର, ଭୀବାଡୀ, କର୍ଣ୍ଣାଟକ ଓ ତେଲେଙ୍ଗାନାରେ ଇଂଗ୍ରାଜୀ ଉପଶୀର୍ଷକ ସହିତ ରିଲିଜ ହୋଇଥିଲା ।

|ଆମ୍ଗେ 2009 ମସିହାରେ, (ବଡି ଶକ): ଦୁଇ ଫୁଟ ଡେଙ୍ଗା କିଶୋରୀ ଶୀର୍ଷକରେ ଚିତ୍ରିତ କରାଯାଇଥିଲା ।

captioned's Usage Examples:

For example, the April 27, 1981, Sports Illustrated cover was captioned "The Amazing A"s and Their Five Aces" to describe the starting rotation.


When a dater leaves the bus for their date, as they are exiting out of the RV door, the screen pauses momentarily and personal facts are captioned on the screen.


tables are typically presented apart from the main text in numbered and captioned floating blocks.


featured a piece captioned "Our state broadcaster must learn to confront, not cower.


Company of Racine, Wisconsin, were small, compact books designed with a captioned illustration opposite each page of text.


for an American television series, the series featured open captions captioned by the National Captioning Institute for the hearing impaired during its.


The case was originally captioned Barrett v.


A cassette release was captioned 12 digital cartoons.


1958: PL 85-905, which authorized loan services for captioned films for the deaf, became law in the U.


For example, STS can be used with a 2–Line captioned telephone, for captioned telephone.


captioned by the National Captioning Institute for the hearing impaired during its 1993 reairing, instead of the usual closed captioning.


In 1989 he created a graphic for Spy Magazine captioned "The World Championship," with wars between countries organized in the.


The cover of the original vinyl release included the caption 11 digital cartoons from the de-evolution band, while the original CD release, which included two additional tracks, was captioned 13 digital cartoons from the de-evolution band.



Synonyms:

exception,

Antonyms:

stand still, pull, antitype, nonpayment,

captioned's Meaning in Other Sites