<< capable capableness >>

capable of Meaning in Odia (Oriya). ( capable of ଶବ୍ଦର ଓଡିଆ ଅର୍ଥ)



ସକ୍ଷମ, ଉପଯୁକ୍ତ, ଯୋଗ୍ୟ,

capable of తెలుగు అర్థానికి ఉదాహరణ:

ଏହି ଅପରେସନ୍ ସମୟରେ ଭାରତୀୟ ନୌସେନା ପାକିସ୍ତାନ ସେନାର ୩ଟି ଜାହାଜକୁ ନଷ୍ଟ କରିବାକୁ ସକ୍ଷମ ହୋଇଥିଲେ ।

ଏହି ଖାଦ୍ୟ ହେଲିକୋବ୍ୟାକ୍ଟ୍ରର ପାଲୋରିଦ୍ୱାରା କିଛି ଯୌଗିକ ପଦାର୍ଥରେ ପରିବର୍ତ୍ତିତ ହୁଏ, ଯାହା କର୍କଟ ସୃଷ୍ଟି କରିବାରେ ସକ୍ଷମ ହୁଏ ।

ତାଙ୍କ କୋଚିଂରେ ଦେବାଶିଷ ଦାସ, ଅନ୍ୱେଷ ଉପାଧ୍ୟାୟ, ସ୍ୱୟମ୍ସ ମିଶ୍ର, କିରଣ ମନିଷା ମହାନ୍ତି ଓ ପଦ୍ମିନୀ ରାଉତ|ଏକ ଏକ ଭିନ୍ନ ସୋପାନରେ ପହଞ୍ଚିବାରେ ସକ୍ଷମ ହେଇଛନ୍ତି ।

ଯଦିଓ ସସସ୍ତ କୋଷ କୋଲେଷ୍ଟ୍ରଲ ସୃଷ୍ଟି ପାଇଁ ସକ୍ଷମ ବେଳେବେଳେ କେତେକ କୋଷ ବାହ୍ୟ ସହାୟତା ଆବଶ୍ୟକ କରିଥାଆନ୍ତି।

ଅଧିକାଂଶ ସରୀସୃପ, ମାଛ, ସନ୍ଧିପଦ, ଉଭୟଚର, କୀଟ ପତଙ୍ଗ ଓ ପକ୍ଷୀମାନଙ୍କ ଅଣ୍ଡା ପ୍ରକୃତରେ ଏକ ଯୁଗ୍ମଜ ଅଟେ, ଯାହାକି ଡିମ୍ବାଣୁର ସମାୟନ (fertilization of Ovum) ଫଳରେ ସୃଷ୍ଟି ହେଇଥାଏ ; ଯାହାକି ପରେ ଶରୀର ଭିତରୁ ବାହାରି ଆସି ବଢିବାକୁ ଲାଗେ, ଯେଉଁ ପର୍ଯ୍ୟନ୍ତ ଯୁଗ୍ମଜଟି ନିଜେ ବଞ୍ଚିବା ପାଇଁ ସକ୍ଷମ ହୋଇନାହିଁ ।

ଏହି ସମୟରେ କ୍ୟାସିନି ରିଆର ଅନେକ ଚିତ୍ର ଉତ୍ତୋଳନ କରିବାରେ ସକ୍ଷମ ହୋଇଥିଲା ।

ଏହା ହେଲେ ଭାରତୀୟ ନୌସେନା ବର୍ତ୍ତମାନ ବୋଇଙ୍ଗ P8i ଆକାଶରୁ ନିରୀକ୍ଷଣ କରିପାରୁଥିବା ଓ ସବ ମାରାଇନ ସକ୍ଷମ ବିମାନ ବ୍ୟବହାର କରିପାରିବ ।

ଇତିମଧ୍ୟରେ ସୁଖଦେବ ଖସିପଳେଇବାକୁ ସକ୍ଷମ ହୋଇଥିଲେ ।

ଏହାପରେ, ଭାଷାବିତ ଜେମ୍ସ ପ୍ରିନସେପ ଏହାକୁ ପଢ଼ିବା ତଥା ବିଶ୍ଳେଷଣ କରିବାରେ ସକ୍ଷମ ହୋଇଥିଲେ।

ରାଉରକେଲା ପକ୍ଷରୁ ଧାର୍ଯ୍ୟ ୧୧୩ ରନର ବିଜୟ ଲକ୍ଷ୍ୟର ପିଛାକରି କଟକ ୫ ଉଇକେଟ ବିନିମୟରେ ୧୦୮ ରନ କରିବାକୁ ସକ୍ଷମ ହୋଇଥିଲା ।

| ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟ ପାଳି (୨୦୦୧-୨୦୦୪) |ସଂସଦୀୟ ସାଧାରଣ ନିର୍ବାଚନରେ ୨୦୦୧ରେ ମିଳିତ ଜାତୀୟ ସାମ୍ମୁଖ୍ୟ (UNF), ରାନିଲ ବିକ୍ରମସିଙ୍ଘେଙ୍କ ନେତୃତ୍ୱରେ ୧୦୯ଟି ଆସନ ଜିତିଥିଲା ଏବଂ Peoples Alliance(PA) ଦଳ ମାତ୍ର ୭୭ଟି ଆସନ ପାଇବାରେ ସକ୍ଷମ ହୋଇଥିଲା ।

ଫ୍ରେସ୍ନେଲ୍‍ଙ୍କ ଏହି ଆବିଷ୍କାର ବତିଘର ଆଲୋକର ଉଜ୍ଜ୍ୱଳତା ୪ ଗୁଣ ପର୍ଯ୍ୟନ୍ତ ବଢ଼ାଇବାରେ ସକ୍ଷମ ହୋଇଥିଲା ।

capable of's Usage Examples:

the United States, as a revolutionary, as a man either deservingly or undeservingly subject to punishment, or as a convicted murderer capable of enlisting.


The 4,480 cc engine delivered and was said to be capable of going from in top gear and to rev to 5,000 rpm.


Nineteen-year-old Joey Garza and his deadly German rifle (capable of killing a man at a distance of half a mile) are not about to let law and order close the book on the Wild West just yet.


This alloy is capable of experiencing the most detonation and abuse while suffering the least amount of damage.


, an algorithm) is capable of proving all truths about the arithmetic of natural numbers.


is used when the female gamete is not capable of movement (non-motile).


A heavy-lift launch vehicle, HLV or HLLV, is an orbital launch vehicle capable of lifting between 20,000 to 50,000 kg (44,000 to 110,000 lb) into low.


Ictineu 3 is a crewed submersible with a large semi-spheric acrylic glass viewport capable of reaching depths of 1,200 m (3,900 ft).


GameplayIn Final Fight, Cody is the balanced character, with both moderate strength and speed; he is also the only player capable of stabbing when armed with a knife.


Throughout this period, improved models of the Pegasus engine were rapidly developed, such as the Pegasus 3 being capable of 15,000"nbsp;lbf (67"nbsp;kN) of thrust.


Arable land (from the Latin: arabilis, "able to be ploughed") is any land capable of being ploughed and used to grow crops.


One example is the conversion of precursor messenger RNA transcripts into mature messenger RNA that is subsequently capable of being translated.


People began to mistrust the possibility of a God capable of predestining human beings to everlasting damnation and empowering a despotic ruler.



Synonyms:

distant,

Antonyms:

close, near,

capable of's Meaning in Other Sites