cannot Meaning in Odia (Oriya). ( cannot ଶବ୍ଦର ଓଡିଆ ଅର୍ଥ)
କରିପାରିବ ନାହିଁ, ନାରା,
Verb:
ନାରା |,
People Also Search:
cannscannula
cannulae
cannular
cannulas
cannulate
cannulated
canny
canoe
canoe cedar
canoed
canoeing
canoeings
canoeist
canoeists
cannot తెలుగు అర్థానికి ఉదాహరణ:
|କେତେକ ସମାଲୋଚକ ତର୍କ ଦିଅନ୍ତି ଯେ - ଇସଲାମ କେବେହେଁ ଅନ୍ୟ ଧର୍ମବିଶ୍ୱାସ ସହ ଶାନ୍ତିରେ ସହଜୀବୀ ସମ୍ପର୍କ ସ୍ଥାପନ କରିପାରିବ ନାହିଁ କାରଣ କୋରାନ ସେମାନଙ୍କ ପ୍ରତି ଘୃଣାଭାବ ଜନ୍ମାଏ ।
|ଶୁକ୍ରାଚାର୍ଯ୍ୟଙ୍କ ମତରେ ରାଜ୍ୟ ପରିଚାଳନା ହିଁ ଏକମାତ୍ର ଆବଶ୍ୟକୀୟ ଜ୍ଞାନ, କାରଣ ଏହି ଜ୍ଞାନର ଅନୁପସ୍ଥିତିରେ ଅନ୍ୟ ଜ୍ଞାନ ବା ବିଜ୍ଞାନ ଜନ୍ମ ବା ବିକାଶ ଲାଭ କରିପାରିବ ନାହିଁ ।
ସେଥିପାଇଁ କୌଣସି ଇଛା ବା ଆରାମ ମୋତେ ପ୍ରଲୋଭିତ କରିପାରିବ ନାହିଁ ।
ରୂପା ଡିସ୍କଟି ଫାଟିଗଲେ କିମ୍ବା ଜଳିଗଲେ ପିଏଜୋ ଆଉ ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ସହ କାମକରିପାରିବ ନାହିଁ ।
ଦେହରେ ସର୍ବାପେକ୍ଷା ଶକ୍ତିଶାଳୀ ବସ୍ତୁର ଯେ ଅପବ୍ୟବହାର କରେ ସେ କେବେହେଲେ ଆଧ୍ୟାତ୍ମିକ ଜୀବନ ଲାଭ କରିପାରିବ ନାହିଁ ।
ଘଞ୍ଚ ଅରଣ୍ୟାନି ପରିବେଷ୍ଟିତ ପ୍ରାକୃତିକ ପରିବେଷର ମନୋଜ୍ଞ ଭୂମିରେ ଝୁମର ସଂଗୀତମାନ ଓ ନୃତ୍ୟକୁ ଯେ କେହି ନ ଦେଖିଲେ ତା’ର ମାଦକତାକୁ ଅନୁଭବ କରିପାରିବ ନାହିଁ ।
| ବ୍ରୋକର |ଗୋଟିଏ ସାଧାରଣ ଭାରତୀୟ ନାଗରିକ ସିଧାସଳଖ ଶେୟାର କିଣାବିକା କରିପାରିବ ନାହିଁ, ଏଥିପାଇଁ ଏକ ତୃତୀୟ ପକ୍ଷ୍ୟ, ବ୍ରୋକର ଆବଶ୍ୟକ ।
ସେ କୌଣସି ଏକକତ୍ୱ ଅନୁଭବ କରିପାରିବ ନାହିଁ ।
କିନ୍ତୁ ଭାରତ ପଶ୍ଚିମ ପଟର ନଦୀମାନଙ୍କ ପାଣିକୁ ଘରୋଇ ଜଳଯୋଗାଣ, ଔଦ୍ୟୋଗିକ ଜଳଯୋଗାଣ ବା ଅନ୍ୟ କୌଣସି ଉପଭୋଗ୍ୟ କାର୍ଯ୍ୟ ପାଇଁ ବ୍ୟବହାର କରିପାରିବ ନାହିଁ ।
ସାତଦିନ ପରେ ତୋ’ବାପା ଅଗ୍ନିକୁଣ୍ଡ ପାଖକୁ ଆସି କହିଲେ- ରାଣୀ ମଉନାବତୀ ଯଦି ସତୀ ହୋଇ ଥିବ ଅଗ୍ନି ତା’ର କିଛି କ୍ଷତି କରିପାରିବ ନାହିଁ ।
କିନ୍ତୁ ୧୯୮୦ରେ ସୁପ୍ରିମକୋର୍ଟ "ମିନର୍ତ୍ତା ମିଲସ" ମୋକଦ୍ଦମାରେ ପାର୍ଲିଆମେଣ୍ଟ ସମ୍ବିଧାନର ମୌଳିକ ରୂପରେଖ ପରିବର୍ତ୍ତନ କରିପାରିବ ନାହିଁ ବୋଲି ପୁନଶ୍ଚ ରାୟ ଦେଇଛନ୍ତି ।
ଏପରିକି ସେ ଗ୍ଲୋବସ୍ ବ୍ୟବହାର କରିଥିଲେ ମଧ୍ୟ ତା'ର ହାତକୁ ରକ୍ଷା କରିପାରିବ ନାହିଁ ।
cannot's Usage Examples:
Therefore the community cannot be thought of as a body, as a corporation in which individuals are founded in a larger individual.
Vosper when he described fair dealing as being a question of degree that cannot be defined concretely.
The rear wheel cannot rotate backwards because the two freewheels try to drive the pedals forward and backward at the same time.
You Say We PayYou Say We Pay was a daily competition that involved a viewer at home describing images on a TV screen for the show's two presenters (the hosts cannot see the images, as the screen is behind them) to then identify; however, the contestant was not permitted to refer to the images by their respective names.
Yet it cannot be denied that there was an element of self-interest in his espousal of the Czech cause – he stood to lose his business interests and an annual income of some £2,000 if the country broke up.
pathogenic organisms cannot survive in a highly salty environment, due to the hypertonic nature of salt.
powers including the ability to move backwards and (in variants where they cannot already do so) capture backwards.
Cousteau talks about how there are so many eggs, that even the hungriest fish cannot possibly eat all of them.
of the tenor talea (16 x 2/4) cannot be divided into 6/8 bars, the triplum has to put in one isolated 2/4 bar at the end of each talea.
For example, John"s big nose is inalienably possessed because it cannot.
Global geodetic networks cannot be defined to be fixed, since geodynamics are continuously changing the position of all continents by 2 to 20"nbsp;cm per year.
Mules, hinnies, and other normally sterile interspecific hybrids cannot.
CD and DVD recording issuesBuffer underruns can cause serious problems during CD/DVD burning, because once the writing is started, it cannot stop and resume flawlessly; thus the pause needed by the underrun can cause the data on the disc to become invalid.