<< candidate candidature >>

candidates Meaning in Odia (Oriya). ( candidates ଶବ୍ଦର ଓଡିଆ ଅର୍ଥ)



ପ୍ରାର୍ଥୀ, ପରୀକ୍ଷକ,

Noun:

ପ୍ରାର୍ଥୀ, ପରୀକ୍ଷକ,

candidates తెలుగు అర్థానికి ఉదాహరణ:

ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମାୟାଧର ଜେନାଙ୍କୁ ୨୫,୨୦୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।

|ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅରୁଣ କୁମାର ସାହୁ, ସ୍ୱାଧୀନ ପ୍ରାର୍ଥୀ ହେମେନ୍ଦ୍ର ଚନ୍ଦ୍ର ସିଂହଙ୍କଠାରୁ ୨୭,୩୪୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

|ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବସନ୍ତ କୁମାର ପଣ୍ଡା ବିଜୁ ଜନତା ଦଳ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କଠାରୁ ୯୬୧୦ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

|୨୦୦୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଅନନ୍ତ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ସମୁଦାୟ ୭୩,୪୭୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

|୧୯୯୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଅଶ୍ୱିନୀ ଜନତା ଦଳର ପ୍ରାର୍ଥୀ ଭାବରେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।

|୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।

|ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭବାନୀ ଶଙ୍କର ମହାପାତ୍ରଙ୍କଠାରୁ ୧୬୮୮୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

କାରଣ ବୋର୍ଡ଼୍‌ରେ ମହିଳା ମାନ‌ଙ୍କର ଆବଶ୍ୟକତା ଅଛି ଏବଂ ଏଠାରେ ମହିଳା ପ୍ରାର୍ଥୀ ମାନ‌ଙ୍କ ସଂଖ୍ୟା ଖୁବ୍ କମ୍ ।

|ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଜଗବନ୍ଧୁ ମାଝି, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଧର୍ମୁ ଗଣ୍ଡଙ୍କଠାରୁ ୧୪,୧୭୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

|ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡାଙ୍କଠାରୁ ୭୯୩୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

|ଗତ ୨୦୦୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବୀ ପ୍ରସାଦ ଚଣ୍ଡ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଅଶ୍ୱିନି କୁମାର ପାତ୍ରଙ୍କଠାରୁ ପ୍ରାୟ ୬,୦୦୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

|ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖଙ୍କଠାରୁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବିନାୟକ ତ୍ରିପାଠୀଙ୍କଠାରୁ ୩୧୭୦୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

୧୯୫୨ ଓ ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗଣତନ୍ତ୍ର ପରିଷଦର ପ୍ରାର୍ଥୀ ଭାବରେ ସମ୍ବଲପୁର-ରେଢ଼ାଖୋଲ ଯୁଗ୍ମ ଓ ସମ୍ବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ ଓ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

candidates's Usage Examples:

ordained ministries of bishop, priest (presbyter), and deacon, and the sacrament or rite by which candidates are ordained to those orders.


The carabinieri who finish the training period cited, about 30 percent of the initial candidates, are admitted to the 45-week course divided into a Basic Course of 18 weeks (exceeded by more than 50 percent of candidates) and to a 27-week Specialized Course.


The candidates elicited flowering elocutions praising their own efforts, promising prosperity if they were to be elected.


This is a list of supernova candidates, or stars that astronomers have suggested are supernova progenitors.


The Economist notes he also specializes in packaging black candidates for white voters.


a "distortion of democracy" and that the Keep the Clause Campaign had outspent all the candidates combined.


the drafting of constituency boundaries, and an unsuccessful attempt to randomise the order of candidates on ballot papers (owing to a preponderance of.


The idea was that candidates under such a system would approach other candidates searching for support in voters casting second or more preferences.


Electoral competition or electoral competitiveness describes the amount of competition in electoral politics between candidates or political parties,.


The Green League's candidate Heidi Hautala suggested that the President be completely stripped of all powers relating to foreign affairs and foreign policy, but this proposal met with fierce resistance from the three candidates of the largest parties – Tarja Halonen, Matti Vanhanen and Sauli Niinistö.


national legislative assembly would immediately elect by the suffrage plurally between the two most votes candidates, or more in case of a tie between.


(Not all elections will have a Condorcet loser since it is possible for three or more candidates to be mutually defeatable in different head-to-head competitions.



Synonyms:

dark horse, campaigner, politico, nominee, write-in candidate, politician, pol, running mate, spoiler, favorite son, write-in, stalking-horse, political leader,

Antonyms:

acquaintance, good guy, introvert, fat person, follower,

candidates's Meaning in Other Sites