cam Meaning in Odia (Oriya). ( cam ଶବ୍ଦର ଓଡିଆ ଅର୍ଥ)
କ୍ୟାମ, ଚକ୍ରବ୍ୟୁହ,
Noun:
ଚକ୍ରବ୍ୟୁହ,
People Also Search:
cam rivercamans
camaraderie
camarilla
camarillas
camas
camases
camass
camasses
camber
camber arch
cambered
cambering
cambers
cambia
cam తెలుగు అర్థానికి ఉదాహరణ:
୧୯୬୧ ମସିହାରେ ବ୍ରହ୍ମପୁରରେ ସେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚର ଏକ କ୍ୟାମ୍ପରେ କାମ କରିବା ଆରମ୍ଭ କରିଥିଲେ ।
ତାଙ୍କର ଡିଜାଇନ୍ କରାଯାଇଥିବା ଘର, ଅଫିସ୍ ଘର,ଶିଖ୍ୟା କ୍ୟାମ୍ପସ୍ ,ନଗର ଯୋଜନା ଆମ ଦେଶର ସବୁ କୋଣରେ ଆଛି ।
|କିଛି ଚିତ୍ର|ପ୍ରାୟ ୧୨୦୦୦ରୁ ଅଧିକ ଥର ଧ୍ରୁବୀୟ ଜ୍ୟୋତିଙ୍କୁ କ୍ୟାମେରାଦ୍ୱାରା ନିରୀକ୍ଷଣ କଲା ପରେ କାର୍ଲ୍ ଷ୍ଟୋର୍ମର୍ ଓ ତାଙ୍କ ସହଯୋଗୀମାନେ ଭୂପୃଷ୍ଠରୁ କେତେ ଉଚ୍ଚତାରେ ଧ୍ରୁବୀୟ ଜ୍ୟୋତି ଦେଖାଯାଏ ତାହା ବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି ।
ଏହାପରେ ସେ ସେଭିଂ ବ୍ଳେଡ, ଫିଲ୍ମ କ୍ୟାମେରା ପାଇଁ ଡିଷ୍ଟାନ୍ସ ଆଡଜଷ୍ଟର, ଫଳରସ ଏକ୍ସଟ୍ରାକ୍ଟର, ଟ୍ୟାମ୍ପର-ପ୍ରୁଫ ଭୋଟିଂ ରେକର୍ଡିଂ ମେଶିନ ଏବଂ କିରୋସିନ ଚାଳିତ ପଙ୍ଖା ଆଦି ଉଦ୍ଭାବନ କରିଥିଲେ ।
୧୯୮୬ରେ ମେକ୍ସିକୋ (ଶ୍ରେଷ୍ଠ ୮ ପର୍ଯ୍ୟନ୍ତ), ୧୯୯୦ରେ କ୍ୟାମେରୁନ୍ (ଶ୍ରେଷ୍ଠ ୮ ପର୍ଯ୍ୟନ୍ତ), ୨୦୦୨ରେ ଦକ୍ଷିଣ କୋରିଆ, ସେନେଗାଲ୍ ଓ ଯୁକ୍ତରାଷ୍ଟ୍ର ଆମେରିକା (ଶ୍ରେଷ୍ଠ ୮ ପର୍ଯ୍ୟନ୍ତ), ୨୦୧୦ରେ ଘାନା (ଶ୍ରେଷ୍ଠ ୮ ପର୍ଯ୍ୟନ୍ତ), ୨୦୧୪ରେ କୋଷ୍ଟାରିକା (ଶ୍ରେଷ୍ଠ ୮ ପର୍ଯ୍ୟନ୍ତ) ଉନ୍ନୀତ ହୋଇ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିପାରିଥିଲେ ।
ତାଙ୍କ ସ୍କୁଲ ବଡ଼ପଥର ହାଇସ୍କୁଲରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣଦ୍ୱାରା କରାଯାଇଥିବା ଏକ ଟ୍ରାୟଲ କ୍ୟାମ୍ପରେ ଲଭଲୀନା ଭାଗନେଇଥିଲେ ।
ସେହି ସମୟରେ ଭଦ୍ରକରୁ ପ୍ରକାଶିତ ପତ୍ରିକା ଗଳ୍ପଝରରେ ତାଙ୍କର ଗପ କ୍ୟାମେରାମ୍ୟାନ, ଇଲିଶିର ଆଖି ଓ ବିଗତ ଯୌବନା ପ୍ରକାଶ ପାଇଥିଲା ।
ରିଚାର୍ଡସ, କ୍ୟାମ୍ପାନିଆ, ଏବଂ ମ୍ୟୁଜ୍-ବୁର୍କଙ୍କ ଅନୁଯାୟୀ, "ବଢ଼ୁଥିବା ପ୍ରମାଣ ରହିଛି ଯାହା ଭାବପ୍ରବଣତାକୁ ଦର୍ଶାଉଛି ଯେ ଚାପ ପରିଚାଳନା ଏବଂ ଶାରୀରିକ ସ୍ୱାସ୍ଥ୍ୟ ଭଳି ସାମାଜିକ ଆଚରଣ ସହିତ ଜଡ଼ିତ ଅଛି"।
| କ୍ୟାମ୍ପ ଖାଦ୍ୟ |ବିଦେଶରେ ଆମ ଦେଶ ଭଳି ବଣଭୋଜୀରେ କ୍ୟାମ୍ପ ଖାଦ୍ୟ ନେଇଥାଆନ୍ତି ।
ଅନେକ କ୍ୟାମେରାରେ ଆଲୋକର ମାତ୍ରା କମ୍ ବେଶି କରିବା ପାଇଁ ଆପେରେଚର୍ ଆକାର ବଦଳାଇ ହୁଏ ।
|ଋଷି ମୁମ୍ବାଇର କ୍ୟାମ୍ପିୟନ ସ୍କୁଲ ଓ ଆଜମେରର ମାୟୋ କଲେଜରେ ପାଠ ପଢ଼ିଥିଲେ ।
ଅନେକ ସମୟରେ କ୍ୟାମେରାସ୍ଥ ଇଲେକ୍ଟ୍ରୋନିକ୍ ଏ ସବୁ ନିୟନ୍ତ୍ରଣ କରୁଥିବା ବେଳେ ସ୍ଥଳ ବିଶେଷରେ କ୍ୟାମେରା ବ୍ୟବହାରକାରୀ ମଧ୍ୟ ନିୟନ୍ତ୍ରଣ କରେ ।
cam's Usage Examples:
In the Atlanta-Sandy Springs-Marietta, GA area the African foreign born population came from Nigeria, Ethiopia, Ghana, Kenya, Liberia, South Africa, Somalia, CameroonSierra Leone and Togo.
At first called the Mountain Church in 1808, it became the nucleus of Presbyterian work in Hampshire County under the auspices of the Rev.
When he became Sarkin Kano, his friend upbraided and left him and went to Bornu, where he remained 11 years.
Political BackgroundPayo had been a barrio of Viga up to January 1, 1921, when it became Panganiban (named after Jose Blanca Panganiban who was its sponsor during the inaugural ceremony) and ceased to be part of Viga per executive order.
The Jixi region then became a colony of the Japanese.
She later decamped to the main opposition party All Progressive Congress (APC) and became.
In a memorable parody, whilst Dannii Minogue was performing on Shaun's show, the camera cut to him only to see Shaun watching Andrew Denton's show (which aired simultaneously on another channel).
Hill's first complete game and shutout came versus the Cincinnati Reds in a game in which he fanned 10 and allowed just two hits, on September 16.
The road, establishing commercial and other relations, soon became a busy thoroughfare of travel and traffic which stimulated the creation of many inns and towns along the route - such as Aurora, Fellowsville, Evansville (1833), and West Union (1846).
Posit (fallacious) These anti-drunk driving ad campaigns are not going to work.
Modern powwows came about after the armistice of World War 1, when Native American veterans.
When the jellyfish apparently became aware of the object in its tank, it was seemingly repelled by it and remained at the far edge of the tank.
Synonyms:
River Cam, Cam River, England,