<< calif california bay tree >>

california Meaning in Odia (Oriya). ( california ଶବ୍ଦର ଓଡିଆ ଅର୍ଥ)



କାଲିଫର୍ନିଆ,

california తెలుగు అర్థానికి ఉదాహరణ:

୧୯୯୯ ଫେବୃଆରୀରେ କାଲିଫର୍ନିଆର ପାଲୋ ଆଲ୍‌ଟୋକୁ କମ୍ପାନୀ ସ୍ଥାନାନ୍ତରିତ ହେଲା ।

ସାଉଣ୍ଡଟ୍ରାକରେ ହଲିଉଡ, କାଲିଫର୍ନିଆରେ ସୋନୀ ସ୍କୋରୀଙ୍ଗ ଷ୍ଟେଜରେ ପଶ୍ଚିମ ସଙ୍ଗୀତ ସାମିଲ ରହିଛି ଯାହା ପ୍ରଥମରୁ ଏକ ଭାରତୀୟ ଫିଲ୍ମ ପାଇଁ ସ୍ୱୀକୃତୀ ପ୍ରାପ୍ତ ହୋଇଛି ।

୧୯୯୯ ଫେବ୍ରୁୟାରୀରେ କାଲିଫର୍ନିଆର ପାଲୋ ଆଲ୍‌ଟୋକୁ କମ୍ପାନୀ ସ୍ଥାନାନ୍ତରିତ ହେଲା ।

ତାଙ୍କ ବଡ଼ ଭାଇ କାଲିଫର୍ନିଆର ସାନ ଡିଏଗୋକୁ ଯାଇ ଆମେରିକାର ନାଗରିକତ୍ୱ ଗ୍ରହଣ କରିଥିଲେ।

|ବିବାହିତା ଓ ଗୋଟିଏ ଛୁଆ ଥିବା ସତ୍ତ୍ୱେ ସେ ସନ ୧୯୫୨ରେ ହୋଇଥିଲେ ପ୍ରଥମ ମିସ୍ ଇଣ୍ଡିଆ, ଓ ଲଙ୍ଗ୍ ବିଚ୍, କାଲିଫର୍ନିଆରେ ଅନଷ୍ଠିତ ହୋଇଥିବା ମିସ ୟୁନିଭର୍ସ୍ ୧୯୫୨ ପ୍ରତିଯୋଗିତାରେ ଯୋଗଦାନ କରିଥିଲେ ।

ସମ୍ପ୍ରତି ନିଜର ଗାର୍ଲଫ୍ରେଣ୍ଡ ତଥା ଲେଖିକା "କ୍ୟାଥି ଚେକୋଭି"ଙ୍କ ସହିତ ଜୋନାଥନ୍ କାଲିଫର୍ନିଆର ଅଧିବାସୀ ।

ଆମେରିକାର କାଲିଫର୍ନିଆ ରାଜ୍ୟରେ ଗୁଗଲର ମୁଖ୍ୟ ଦପ୍ତର ଅଛି ।

| ପ୍ରାରମ୍ଭିକ ଜୀବନ |ଡୱେନ ଡଗଲାସ ଜନସନ, ମଇ ୨, ୧୯୭୨ ମସିହାରେ, କାଲିଫର୍ନିଆର ହାୱାର୍ଡରେ ଆଟା ଜନସନ (ନେ ମାଭିୟା; ଜନ୍ମ ୧୯୪୮) ଏବଂ ପୂର୍ବତନ ପେସାଦାର କୁସ୍ତି ରକି ଜନସନ (ୱେଡ ଡଗଲାସ ବୋଲ୍ସ; ୧୯୪୪-୨୦୨୦)ରେ ଜନ୍ମଗ୍ରହଣ କରିଥିଲେ।

ସନ ୧୯୬୦ ଓ ୧୯୭୦ ଦଶକରେ ସେ ୱାସେଡା ବିଶ୍ୱବିଦ୍ୟାଳୟ (Waseda University), ବ୍ରିନ ମର କଲେଜ (Bryn Mawr College), ବର୍ଣ୍ଣାଡ କଲେଜ (Barnard College)ଓ ବର୍କେଲେରେ ଥିବା କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ (University of California, Berkeley) ଶିକ୍ଷା ଦାନ କରିଥିଲେ ।

କାଲିଫର୍ନିଆ ଓ ଜର୍ମାନୀ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ, ତାଙ୍କ ନିକଟକୁ ମାହାରୀ ନୃତ୍ୟ ଉପରେ ଗବେଷଣା କରିବାକୁ ଆସୁଛନ୍ତି ।

କାଲିଫର୍ନିଆର ମେନ୍‌ଲୋ ପାର୍କରେ ଥିବା ଜଣେ ବନ୍ଧୁଙ୍କ ଗ୍ୟାରେଜ୍‌ରେ ୭ ସେପ୍ଟେମ୍ବର, ୧୯୯୮ରେ ଗୁଗଲ କମ୍ପାନୀରେ ପରିଣତ ହେଲା ।

ଟୁଲାରେ କାଉଣ୍ଟି, କାଲିଫର୍ନିଆରେ ଏହି ରୋଗ ସନ ୧୯୧୧ରେ ଆବିଷ୍କୃତ ହୋଇଥିବାରୁ ଏହାର ନାମ ଟୁଲାରେମିଆ ରଖାଯାଇଛି ।

california's Usage Examples:

The California condor (Gymnogyps californianus) is a New World vulture and the largest North American land bird.


edu/california-magazine/winter-2019/intolerable.


The California mussel (Mytilus californianus) is a large edible mussel, a marine bivalve mollusk in the family Mytilidae.


aura), and (2) king vulture (Sarcoramphus papa), California (Gymnogyps californianus) and Andean.


Opisthoteuthis californiana, also known as the flapjack octopus or adorabilis, is a species of umbrella octopus.


edu/california-magazine/winter-2019/intolerable-genius-berkeleys-most-controversial-nobel-laureate https://alumni.


californianus is a solitary nocturnal animal.


Aspidoscelis cana (Isla Salsipuedes whiptail), Crotalus mitchellii (speckled rattlesnake), Hypsiglena ochrorhyncha (coast night snake), Lampropeltis californiae.


edu/california-magazine/winter-2019/intolerable-genius-berkeleys-most-controversial-nobel-laureate.


Bombus californicus also pollinates california poppies and many other.



Synonyms:

City of the Angels, southwestern United States, Bakersfield, San Pablo, Sequoia National Park, Klamath River, Yosemite National Park, San Mateo, Mojave, Big Sur, San Fernando Valley, Silicon Valley, Redding, Golden State, Monterey Bay, Oakland, San Francisco, Mohave, capital of California, San Bernardino, Long Beach, Fresno, Colorado Desert, Chula Vista, CA, Berkeley, Anaheim, Monterey, Eureka, San Jose, Southwest, Palo Alto, Sacramento, San Joaquin Valley, Santa Ana, United States of America, Redwood National Park, San Joaquin River, Barstow, Pasadena, America, United States, Mojave Desert, U.S., Lassen Volcanic National Park, Lake Tahoe, Sierra Nevada, Kings Canyon National Park, Salton Sea, Santa Clara, Santa Barbara, Golden Gate, Channel Islands National Park, USA, Mount Shasta, US, Beverly Hills, High Sierra, Mohave Desert, the States, Sierra Nevada Mountains, Shasta, Santa Cruz, San Diego, San Andreas Fault, U.S.A., Calif., Klamath, Death Valley, Sacramento River, Russian River, Los Angeles, Riverside, Donner Pass,

california's Meaning in Other Sites