calendar Meaning in Odia (Oriya). ( calendar ଶବ୍ଦର ଓଡିଆ ଅର୍ଥ)
ମାସ, ଦିନ, ଇତ୍ୟାଦି ସୂଚକ ତାଲିକା, କ୍ୟାଲେଣ୍ଡର,
Noun:
ତାଲିକା |, କାର୍ଯ୍ୟସୂଚୀ, କ୍ୟାଲେଣ୍ଡର,
People Also Search:
calendar daycalendar method
calendar method of birth control
calendar month
calendar week
calendar year
calendared
calendarer
calendaring
calendars
calender
calendered
calendering
calenders
calendric
calendar తెలుగు అర్థానికి ఉదాహరణ:
ହେ ତ୍ରିପତ୍ନିଙ୍କର ସ୍ୱାମୀ, ଆପଣଙ୍କ ଏ ପୁଣ୍ୟ ବଳରେ ତ୍ରେତୟା ଯୁଗରେ ଆପଣ ରାଜା ଦଶରଥ ହେବେ ଓ ଆପଣଙ୍କର ରାମ, ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନ ପରି ୪ପୁତ୍ର ହେବେ ସେଥିପାଇଁ କାର୍ତ୍ତିକ ମାସରେ ସୂର୍ଯ୍ୟ ପୂଜା, ତୁଳସୀ ବୃକ୍ଷ ପୂଜା ଓ ବାଲୁଙ୍କା ପୂଜା କରି ଶ୍ରୀ ଜଗନ୍ନାଥ ଦର୍ଶନ କଲେ ଅନେକ ଜନ୍ମର ପାପ ତାପ ବିନାଶ ହୋଇଥାଏ ବୋଲି ବିଦିତ ଅଛି ।
|ମାର୍ଗଶିର ମାସ ଓ ମାଘ ମାସରେ ଉତ୍କଳୀୟ ପରିବାରରେ ହେଉଥିବା ଧାନମାଣିକା ଓଷା ଓ ଲକ୍ଷ୍ମୀ ପୂଜାରେ ଗୃହିଣୀମାନେ ଲକ୍ଷ୍ମୀ ଦେବୀଙ୍କ ସହିତ କଉଡ଼ିର ମଧ୍ୟ ପୂଜା କରିଥାନ୍ତି।
|ସବୁଠାରୁ ବିଷ୍ମୟକର ବିଷୟ ଏହି ଯେ: ଯକୃତରେ କିଛି ସ୍ପୋରୋଜଏଟ ହିପ୍ନୋଜଏଟରେ ପରିଣତ ହୁଅନ୍ତି ଓ ଯକୃତରେ ୭ରୁ ୧୦ ମାସ ବା ବର୍ଷ ବର୍ଷ ଧରି ରହନ୍ତି ।
ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ଗଣେଶଙ୍କର ସ୍ୱତନ୍ତ୍ର ପୂଜା ହୁଏ ।
| ଜନ୍ମ, ଶିକ୍ଷା ଓ ପରିବାର |ଜଗତେଶ୍ୱର ୧୯୪୬ ମସିହାର ଜାନୁଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।
| ଉଚ୍ଚତମ ନ୍ୟାୟାଳୟଙ୍କ ରାୟ |ଭାରତର ଉଚ୍ଚତମ ନ୍ୟାୟାଳୟରେ ଏହି ବିଶେଷ ମାମଲାର ଶୁଣାଣୀ ୨୦୧୯ ମସିହା ଅକ୍ଟୋବର ମାସ ୧୬ ତାରିଖରେ ସମାପ୍ତ ହେବା ପରେ ରାୟ ସୁରକ୍ଷିତ ରହିଲା ।
|ଏହାରେ ପ୍ରଥମ ଉପନ୍ୟାସ ହ୍ୟାରୀ ପୋର୍ଟର୍ ଏବଂ ଫିଲୋଶୋଫର୍ ସ୍ଟୋନ୍(Harry potter and the Philosopher's stone)୧୯୯୭ ମସିହା ୩୦ଜୁନ ମାସରେ ପ୍ରକାଶିତ ହେବ ପରେ ଏହା ଅଦ୍ଭୁପୂର୍ବ ଲୋକପ୍ରିୟତା ହାସଲ କରି ଇତିହାସ ରଚନା କରିଥିଲା ।
ଇଂଲଣ୍ଡରେ ଏହି ଔଷଧର ଏକ ମାସର ଖର୍ଚ୍ଚ ପ୍ରାୟ ୧.୫୨ ପାଉଣ୍ଡ ।
| ଜନ୍ମ, ପରିବାର ଓ ଶିକ୍ଷା |ଭାନୁଚରଣ ନାଏକ ୧୯୪୬ ମସିହାର ଅପ୍ରେଲ ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ ।
ଏହାର ଦୁଇବର୍ଷ ପରେ ଅନୁଷ୍କା ବଦମାସ୍ କମ୍ପାନୀରେ ଅଭିନେତା ଶାହିଦ କପୁରଙ୍କ ସହ ଅଭିନୟ କରିଥିଲେ ।
| ବ୍ୟକ୍ତିଗତ ଜୀବନ |ପବିତ୍ର ୧୯୬୩ ମସିହା ଜୁନ ମାସ ୫ତାରିଖ ଦିନ ଭଦ୍ରକ ଜିଲ୍ଲାର ଏରଡ଼ାଠାରେ ଜନ୍ମଗ୍ରହଣ କରିଥିଲେ ।
ଉଦାହରଣ ସ୍ୱରୂପ, ଆଶ୍ୱିନ ମାସରେ ପୂର୍ଣ୍ଣିମା ତିଥିରେ ଚନ୍ଦ୍ର ଅଶ୍ୱିନୀ ନକ୍ଷତ୍ରରେ ଅବସ୍ଥାନ କରିଥାନ୍ତି ।
calendar's Usage Examples:
The success of the first calendar caused him to release a 2012 version in December 2011.
Muslim or Arabic calendar, is a lunar calendar consisting of 12 lunar months in a year of 354 or 355 days.
After the adoption of the Gregorian solar calendar in 1753, three astronomical Easter dates were one week later than the.
No other club has hosted three televised golf events in the same calendar year.
Some versions of the 10th-century church calendar of Ioane-Zosime, however, give it as 14 March.
because astronomical Julian years are measuring duration rather than designating dates, this Julian year does not correspond to years in the Julian calendar.
After a ten-year absence from the calendar, the French Grand Prix returned at the Circuit Paul Ricard in 2018.
To account for the mismatch between lunar and solar calendar, the Hindu scholars adopted intercalary months, where a particular month.
have five number-one debuts, to have their first five number one singles debut at the top spot, to have three number one-debuts in one calendar year,.
The game holds the record as the latest Pro Bowl played during the calendar year, and the latest NFL game.
These officers are responsible for the administration of the chapter for a calendar year, including conducting ritual, overseeing meetings, organizing trips, implementing the pledging program, and organizing parties.
operates on a year-round calendar from July to May with a fall and spring intersession.
authentication products, timing/communication/real-time clock and calendar products, real-time clock and calendar devices, memory products, wireless products.
Synonyms:
list, listing, docket,
Antonyms:
finish, nonalignment, spoils system, merit system,