<< building supply store buildings >>

building up Meaning in Odia (Oriya). ( building up ଶବ୍ଦର ଓଡିଆ ଅର୍ଥ)



ନିର୍ମାଣ, ଗୁଡେଇ ଦିଅ,

People Also Search:

buildings
builds
buildup
buildups
built
built in bed
built up
builth
builtin
builtup
buirdly
bukshi
bulawayo
bulb
bulbaceous

building up తెలుగు అర్థానికి ఉదాహరణ:

ଏହି ମନ୍ଦିରଟିର ଗର୍ଭ ଗୃହରେ ନିର୍ମାଣ ଶୈଳୀ ଅତ୍ୟନ୍ତ ଆକର୍ଷଣୀୟ ଏବଂ ପବିତ୍ରତାର ପରିପ୍ରକାଶ ହୋଇଥାଏ ।

|ନିର୍ମାଣ ପଦ୍ଧତି|ଓଡ଼ିଶାରରେ ଗୁମୁଟ ନିର୍ମାଣ କରାଯାଇଥିବା ସ୍ଥାନ|ଶ୍ରୀମନ୍ଦିରକୁ ପ୍ରବେଶ କଲା ବେଳେ ଦୁଇଟି ଗୁମୁଟ ଅଛି ମେଘନାଦପାଚେରୀରେ ଗୋଟିଏ ଏବଂ ଅନ୍ୟ ଏକ କୂର୍ମ ବେଢାରେ ରହିଛି ।

ମନ୍ଦିର ନିର୍ମାଣରେ ସାହାଯ୍ୟ କରୁଥିବା ଏକ ସ୍ଥାପତ୍ୟ ବର୍ଷା ଆଣିବାରେ ସାହାଯ୍ୟ କରିବା ପାଇଁ ଘରର କଡ଼ି ଉପରେ ଛତା ରଖିଥିଲେ ଏବଂ (ନିଆଁ ପାଇଁ ବାର୍ଡ ବନ୍ଦ) ।

ଏହି କଥାଚିତ୍ରଟି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ରଚିତ ଉପନ୍ୟାସ "ମାଟିର ମଣିଷ" ଉପରେ ନିର୍ମାଣ କରାଯାଇଥିଲା ।

୨୦୧୫ ଜାନୁଆରୀରେ ଏକ ସଙ୍ଗୀତ ନିର୍ମାତା ସଂସ୍ଥା ମିଆଙ୍କ ପ୍ରତି ନିଜର ସମର୍ଥନ ଦେଖାଇବା ପାଇଁ ତାଙ୍କ ନାମ ଶୀର୍ଷକ ରଖି ଏକ ଗୀତ ନିର୍ମାଣ କରିଥିଲେ ।

ରଥ ନିର୍ମାଣ ତଥା ରଥଯାତ୍ରାର ପ୍ରଥମ ଶୁଭାରମ୍ଭ ହୋଇଥାଏ ସରସ୍ୱତୀ ପୂଜା ଶ୍ରୀପଞ୍ଚମୀ ତିଥିଠାରୁ ।

ଦ୍ୱାଦଶ ଶତାବ୍ଦୀରେ ପାଣ୍ଡ୍ୟ ରାଜବଂଶଦ୍ୱାରା ରାମନାଥସ୍ୱାମୀ ମନ୍ଦିର ନିର୍ମାଣ କରାଯାଇଥିଲା।

କପିଳେନ୍ଦ୍ର ଦେବ ଏହାକୁ ପୁନଃ ନିର୍ମାଣ କରିଥିଲେ ।

ମଧୁରା ୨୦୦୯ ମସିହାରେ " ସଙ୍ଗୀତ ମର୍ତନ୍ଦ ପଣ୍ଡିତ ଯଶରାଜ" ନାମକ ଏକ ମରାଠି ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।

ଏହାଛଡା ବାବ୍ରୀ ମସଜିଦ ପ୍ରକୃତରେ କିଏ ନିର୍ମାଣ କରିଥିଲେ, ଏହି ବିଷୟରେ ମଧ୍ୟ ତିନିଜଣ ନ୍ୟାୟାଧୀଶ ସହମତ ହୋଇପାରି ନ ଥିଲେ ।

|ଅର୍ଥ ବ୍ୟବସ୍ଥା|୧୯୬୨ ମସିହା ପର୍ଯ୍ୟନ୍ତ, ଘାଟୀ ବନ୍ଦ କରାଯିବା ପୂର୍ବରୁ ବହୁ ପ୍ରକାର ଜିନିଷ ଯଥା:- ପେନ, ଘଣ୍ଟା, ଖାଦ୍ୟ, ସୂତା କପଡ଼ା, ଖାଦ୍ୟ ତେଲ, ସାବୁନ, ଭବନ ନିର୍ମାଣ ସାମଗ୍ରୀ ଇତ୍ୟାଦିକୁ ଚାରି ଚକା ଯୁକ୍ତ ଗାଡ଼ିଦ୍ୱାରା ଘାଟୀକୁ ଅତିକ୍ରମ କରି ଖଚର ମାନଙ୍କ ପିଠିରେ ଲଦା ହୋଇ ତିବ୍ବତ ପଠା ଯାଉଥିଲା ।

|ନିର୍ମାଣ|ହାଇଡ୍ରୋଜେନ ଓ କ୍ଲୋରିନର ସଳଖ ସଂଯୋଜନରେ ଏହା ତିଆରି ହୋଇପାରେ ।

ସେ କୃଷ୍ଣ, ଲବ କୁଶ, ବିକ୍ରମ ଔର ବେତାଳ" ଓ ଅଲିଫ ଲୈଲା ଆଦି ଧାରାବାହିକ ମଧ୍ୟ ନିର୍ମାଣ କରିଥିଲେ ।

building up's Usage Examples:

Dharmakirti is credited with building upon the work of Dignāga, the pioneer of Buddhist logic, and Dharmakirti has ever since been influential in the Buddhist tradition.


breakdown disposing of beats and percussion entirely, leaving the melody or atmospherics to stand alone for an extended period before gradually building up again.


His contribution was related to building up the didactic infrastructures, studies plan, methodology, course description, etc.


Starting from the 1920s, the British started building up Changi as tension across Asia and Europe started to build in anticipation for war.


John Locke education changed from being repetition of Latin text to building up knowledge in the child.


The gang began building up a small stockpile of weapons while staying in Okmulgee, Oklahoma.


The piece also uses the additive technique of gradually building up parts by substituting notes for rests, and the opposite.


Rather, older bands diversified, exploring genres such as pop and folk, while the younger generation of musicians neatly incorporated themselves into the movement while building upon influences such as punk rock and new wave.


building upon structuralist conceptions of reality mediated by the interrelationship between signs.


José Napoleón Duarte willingly relinquished his power as head of state and head of the Junta to Magana briefly and instead focused on building up his own Christian Democrat Party with the help of the United States and planned to take back power in the 1984 elections.



Synonyms:

pumped, tense, wired, pumped up,

Antonyms:

relaxed, unagitated, easy, unstrain, relax,

building up's Meaning in Other Sites