bucko Meaning in Odia (Oriya). ( bucko ଶବ୍ଦର ଓଡିଆ ଅର୍ଥ)
ବାକୋ, ଅହଂକାରୀ,
Noun:
ଅହଂକାରୀ,
People Also Search:
buckpassingbuckra
buckram
buckramed
buckraming
buckrams
buckras
bucks
buckshee
buckshot
buckshots
buckskin
buckskins
buckteeth
buckthorn
bucko తెలుగు అర్థానికి ఉదాహరణ:
କେତେକ ରୋଗର କାରଣ :- ଗର୍ଭାବସ୍ଥାରେ ସଂକ୍ରମଣ ଯଥା ରୁବେଲା, କେତେକ ଔଷଧ ଯେପରିକି ଆଲକୋହୋଲ ବା ଟୋବାକୋ, ପିତାମାତା ପରଷ୍ପରର ସମ୍ପର୍କୀୟ ହୋଇଥିଲେ, ପୋଷକ ତତ୍ତ୍ୱର ଅଭାବ ବା ମୋଟାପା ।
|ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, ବ୍ୟାୟାମ, ଧୁଆଁପତ୍ର ବା ଟୋବାକୋ ବର୍ଜନ ଓ ସଠିକ ଶାରୀରିକ ଓଜନ ଉପରେ ଏହି ରୋଗର ପ୍ରତିଷେଧ ଓ ଚିକିତ୍ସା ନିର୍ଭର କରେ ।
ସ୍କ୍ୱାମସ୍ ସେଲ କାର୍ସିନୋମା ହେବାର କାରଣ ମଧ୍ୟରେ ଟୋବାକୋ ବା ଧୁଆଁପତ୍ର, ମଦ୍ୟ, ଗରମ ପାନୀୟ ଓ ଦରିଦ୍ର ଖାଦ୍ୟ ଗ୍ରହଣ ଉଲ୍ଲେଖଯୋଗ୍ୟ ।
ସାଧାରଣ ପରିବେଶ ଘଟକ ମଧ୍ୟରେ ଟୋବାକୋ (୧୫-୩୦%), ଖାଦ୍ୟ ଓ ମୋଟାପଣ (୩୦-୩୫%), ସଂକ୍ରମଣ (୧୫-୨୦%), ବିକୀରଣ (ଆୟୋନାଇଜିଙ୍ଗ ଓ ନନ ଆୟୋନାଇଜିଙ୍ଗ ୧୦%), ଚାପ, ଶାରୀରିକ କର୍ମ ଅଭାବ ଓ ପରିବେଶ ପ୍ରଦୂଷଣକାରୀ ନାମ ଉଲ୍ଲେଖଯୋଗ୍ୟ ।
ନିୟୁତ ସଂଖ୍ୟକ ଶ୍ରମିକଙ୍କର ଟୋବାକୋ ଧୁଆଁ ଓ ଆଜ୍ବେସ୍ଟସ ଯୋଗୁ ଫୁସ୍ଫୁସ୍ କର୍କଟ ଓ ମେସୋଥେଲିଓମା ହୁଏ ।
|ସନ ୧୮୯୨ରେ ଡିମିଟ୍ରି ଇଭାନୋଭସ୍କି (Dmitri Ivanovsky) ଲେଖିଥିବା ଆଲେଖ୍ୟରେ ଅଣ-ଜୀବାଣୁ ରୋଗସୃଷ୍ଟିକାରକ ଗୁଡ଼ିକ ଟୋବାକୋ ଗଛକୁ ସଂକ୍ରମଣ କରିବା ଓ ସନ ୧୮୯୮ରେ ମାର୍ଟିନସ ବିଜେରିଙ୍କ (Martinus Beijerinck) ଟୋବାକୋ ମୋଜାଇକ ଭୁତାଣୁ ଆବିଷ୍କାର ପର୍ଯ୍ୟନ୍ତ ପ୍ରାୟ ୫୦୦ ପ୍ରଜାତିର ଭୁତାଣୁମାନଙ୍କର ସବିଶେଷ ବର୍ଣ୍ଣନା କରାଯାଇଥିଲେ ମଧ୍ୟ ନିୟୁତ ନିୟୁତ ପ୍ରଜାତିର ଭୁତାଣୁ ଅଛନ୍ତି ।
ଧୂମ୍ରପାନ ତ୍ୟାଗ ବା ଟୋବାକୋ ଚୋବେଇବା ଅଭ୍ୟାସ ଛଡ଼େଇବା ନିମନ୍ତେ ଏହି ଚିକିତ୍ସା କରାଯାଏ ।
ବିକଶିତ ଦେଶମାନଙ୍କରେ କର୍କଟ ଜନିତ ମୃତ୍ୟୁ ପ୍ରତି ୩ ଜଣରେ ଜଣକର ଓ ସାରା ପୃଥିବୀରେ ପ୍ରତି ୫ ଜଣରେ ଜଣକର କେବଳ ଟୋବାକୋ ଯୋଗୁ ହୁଏ ।
ଉଦାହରଣ ସ୍ୱରୁପ ଟୋବାକୋ ଯୋଗୁ କର୍କଟ ହେଲେ ମଧ୍ୟ ବାୟୁ ପ୍ରଦୂଷଣ ଓ ବିକୀରଣ ଯୋଗୁ ମଧ୍ୟ ହୋଇପାରେ ।
ଧୁମ୍ରପାନ, ଟୋବାକୋ ବା ଧୁଆଁପତ୍ର ଚୋବେଇବା chewing tobacco, ଅତ୍ୟଧିକ ମଦ୍ୟପାନ (alcohol) ଓ ଗୁଆ (betel nut) ଖାଇଲେ ଏହି ରୋଗ ସଙ୍କଟ ବଢ଼ିଯାଏ ।
|ଗୋଟିଏ ଶିକ୍ଷାନବିଶର ଉତ୍ସାହ ନେଇ ମୁଁ ଭାରତୀୟ ଟୋବାକୋ କମ୍ପାନୀର ଶ୍ରମିକମାନଙ୍କ ପାଖକୁ ଗଲି ।
ଫୁସଫୁସ ନଷ୍ଟ ହେବାର ଅନ୍ୟ ପ୍ରକ୍ରିୟା ମଧ୍ୟରେ ଟୋବାକୋ ଧୂଆଁଦ୍ୱାରା ଅକ୍ସିଡେଟିଭ ସ୍ଟ୍ରେସ ହୋଇ ଫ୍ରି ରାଡିକାଲ ଯୋଗୁ ଓ ପ୍ରୋଟିଏଜ ଇନହିବିଟରଦ୍ୱାରା ଯଥେଷ୍ଟ ବାଧା ନ ହୋଇପାରି ପ୍ରୋଟିଏଜଦ୍ୱାରା ଫୁସଫୁସର କନେକ୍ଟିଭ ତନ୍ତୁ ନଷ୍ଟ ହୋଇଯାଏ ।
bucko's Usage Examples:
EtymologyIn the past, the name of the town was spelled in many different ways – Kłobucko, Kłobuczko, Kłobuczek.