brutalises Meaning in Odia (Oriya). ( brutalises ଶବ୍ଦର ଓଡିଆ ଅର୍ଥ)
ଅତ୍ୟାଚାର,
ନିର୍ଦ୍ଦୟ ଭାବରେ ବ୍ୟବହାର,
People Also Search:
brutalisingbrutalism
brutalists
brutalities
brutality
brutalization
brutalizations
brutalize
brutalized
brutalizes
brutalizing
brutally
brute
bruted
bruteness
brutalises తెలుగు అర్థానికి ఉదాహరణ:
ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ବିରୋଧରେ କ୍ରମାଗତ ଘୋର ଅସମ୍ମାନ ଏବଂ ଅପରାଧକୁ ସ୍ୱୀକାର କରି ସଂସଦ "ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଅଧିନିୟମ ୧୯୮୯" ପାରିତ କରିଥିଲା ।
ସେ ଅତ୍ୟନ୍ତ ଦୁଷ୍ଟ ପ୍ରକୃତିର ଥିଲେ ଓ ତାଙ୍କ ପ୍ରଜାମାନଙ୍କ ଉପରେ ଅତ୍ୟାଚାର କରୁଥିଲେ ।
ହେତୁ ପାଇଲା ପରେ ସେତେବେଳର ଢେଙ୍କାନାଳର ରାଜା ଶଙ୍କର ପ୍ରତାପ ସିଂହଦେଓ ଗରିବମାନଙ୍କ ଉପରେ ଅତ୍ୟାଚାର କରୁଥିବାର ସେ ଅନୁଭବ କରିଥିଲେ ।
କିନ୍ତୁ ମରହଟ୍ଟାମାନଙ୍କର ଅତ୍ୟାଚାରରେ ପ୍ରଜାମାନଙ୍କ ମନୋବଳ ଭାଙ୍ଗି ପଡ଼ିଥିବା ଦେଖି ସେ ଦୟାନଦୀରେ ଝାସ ଦେଇ ପ୍ରାଣତ୍ୟାଗ କରିବାକୁ ଉଦ୍ୟତ ହେବାରୁ ବରୁଣାଇ ଠାକୁରାଣୀ ତାଙ୍କୁ ରକ୍ଷା କରିଥିଲେ ବୋଲି ଲୋକ ମୁଖରେ ପ୍ରଚଳିତ ।
ବିବାହ ଜୀବନରେ ଅତ୍ୟାଚାରିତ ହେବାରୁ ସେ ତାଙ୍କ ବାପା ଘରକୁ ଫେରି ଆସିଥିଲେ କିନ୍ତୁ ତାଙ୍କ ବାପଘର ଲୋକେ ତାଙ୍କୁ ପୁଣି ଶାଶୁଘରକୁ ପଠାଇଦେଇଥିଲେ।
ଜୟୀ ରାଜଗୁରୁ ପାଇକମାନଙ୍କ ମଧ୍ୟରେ ଦେଶ ପାଇଁ ଜାଗରଣ ଭାବନା ସୃଷ୍ଟି କରି ଇଂରେଜମାନଙ୍କ ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଅସ୍ତ୍ର ଉତ୍ତୋଳନ କରିବା ନିମନ୍ତେ ସାଧନା କରିଥିଲେ।
|ଜୟୀ ରାଜଗୁରୁ ଅତ୍ୟାଚାରୀ ଇଂରେଜମାନଙ୍କ ସାମ୍ନାରେ ନଇଁ ନଥିଲେ, ସେଥିପାଇଁ ଲୋକକଥା ପ୍ରଚଳିତ ଅଛି ଯେ, ‘ଜଇଆ ପଛେ ଜୀବନ ଦେଲା ନୁଆଁଇ ନାହିଁ ମଥା ।
ସରଳ ବିଶ୍ୱାସୀ ଆଦିବାସୀ ଭାଇଭଉଣୀମାନଙ୍କ ଉପରେ ଗୋରା ଶାସକମାନଙ୍କ ଅତ୍ୟାଚାର ଓ ଅମାନୁଷିକ ବ୍ୟବହାର ତାଙ୍କୁ ବିଶେଷ ଭାବେ ମର୍ମାହତ କରିଥିଲେ।
|ସମୟସାମୟିକ ଆଦିବାସୀ ବିପ୍ଲବ|୧୯୨୧ ମସିହାରେ ମହାତ୍ମାଗାନ୍ଧିଙ୍କ ଡାକରାରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଥିଲା ଓ ଏହାର ଦମନ ସ୍ୱରୂପ ବ୍ରିଟିଶ ସରକାର ନାନାଦି ଅତ୍ୟାଚାର ସହ ନୂତନ ଟିକସ ମାନ ଲାଗୁ କରିଥିଲେ ।
କେତୋଟି ଉଦାହରଣ ମାଧ୍ୟମରେ ଏହି ପ୍ରସଙ୍କକୁ ଅବତାରଣା କରାଯାଇପାରେ –|ମଦ୍ୟପ ସ୍ୱାମୀର ଅତ୍ୟାଚାରରେ ସ୍ତ୍ରୀର ବକ୍ତବ୍ୟ ନିମ୍ନୋକ୍ତ ଝୁମରରେ-|‘‘ହାତେ ମାରିଲେ ସହିନେଲି, ଭାତେ ମାରିଲେ ସହିନେଲି|ତେବେ ବି ତୋର ଦିନ କେଳେ କେଚେଗୋ|ସହି ସହି ଆର ସହିବି କେତେ ।
ଏହି ରଚନାଗୁଡ଼ିକରେ ଜଣେ ମହିଳା ଓ ଦଳିତ ଭାବେ ନାରୀ ଶରୀର ଏବଂ ଅତ୍ୟାଚାରୀ ଜାତିବାଦର ଉତ୍ପୀଡ଼ନ ଆଦିର ଅନୁଭୂତି ବର୍ଣ୍ଣନା ଅନ୍ତର୍ଭୁକ୍ତ ।
ସମଗ୍ର ଦେଶରେ ଏକମାତ୍ର ଆଫ୍ରିକୀୟ ଆଇନ ସଂସ୍ଥା ଭାବେ କଳାମାନଙ୍କ ବିରୁଦ୍ଧରେ ହେଉଥିବା ପୋଲିସ ଅତ୍ୟାଚାର ବିରୋଧରେ ଲଢ଼ି ଏହା ଖୁବ ଲୋକପ୍ରିୟ ହେବାକୁ ଆରମ୍ଭ କଲା ।
ଧନଞ୍ଜୟ ଭଞ୍ଜ ଜଣେ ଲମ୍ପଟ ଅତ୍ୟାଚାରୀ ଥିଲେ ।
brutalises's Usage Examples:
Icarus" boatswain"s mate and tosses him overboard after seeing how he brutalises the crew members.
personality is closer to Barrie"s original character: he terrifies his crew, brutalises his enemies, has no fear (except the crocodile), shows great intelligence.
Ankara, Turkey in 1997, featuring Nejat İşler as the head of a gang which brutalises, murders and rapes a group of young friends.
Meadows, disturbed by his inquiries, first brutalises Tommy and then Alfie, who commits suicide.
inside to beat Banks"s crony, then confronts Banks in the bathroom and brutalises him.
own way just as much a prisoner of the railroad project as the men he brutalises.
Portman) and Kuhnecke (Raymond Lovell), the small band encounters and often brutalises a wide range of people.
Synonyms:
change, animalise, brutalize, animalize,
Antonyms:
stay, stiffen, decrease, tune, dissimilate,