<< bronchitic bronchitis >>

bronchitics Meaning in Odia (Oriya). ( bronchitics ଶବ୍ଦର ଓଡିଆ ଅର୍ଥ)



ବ୍ରୋଙ୍କାଇଟିସ୍,

Noun:

ବ୍ରୋଙ୍କାଇଟିସ୍, ଶ୍ୱାସକ୍ରିୟାର ପ୍ରଦାହଜନକ ବ୍ୟାଧି |,

bronchitics తెలుగు అర్థానికి ఉదాహరణ:

ଅଧିକାଂଶ ସମୟରେ ଶ୍ୱାସନଳୀ ସଂକ୍ରମଣଦ୍ୱାରା କାଶ ହୁଏ କିନ୍ତୁ ଧୁଆଁ, ବାୟୁ ଅପମିଶ୍ରଣ, ଆଜ୍‌ମା, କ୍ରନିକ ବ୍ରୋଙ୍କାଇଟିସ୍, ଫୁସ୍‌ଫୁସ୍ ଅର୍ବୁଦ (Tumour), ହୃଦ୍‌ଘାତ, ଗ୍ୟାସ୍ଟ୍ରୋଏସୋଫେଜିଆଲ୍ ରିଫ୍ଲକ୍ସ ରୋଗ ( gastroesophageal reflux disease) ଓ ଏ.ସି.ଇ. ଇନ୍‌ହିବିଟର ଭଳି ଔଷଧ ଓ ହୁପିଙ୍ଗ କାଶଇତ୍ୟାଦିଙ୍କଦ୍ୱାରା ମଧ୍ୟ କାଶ ହୁଏ ।

 କ୍ରନିକ ବ୍ରୋଙ୍କାଇଟିସ୍ ରୋଗାରେ ସାଧାରଣ ବାୟୁ ଚଳାଚଳ ଥିଲେ ତାହାକୁ ସି.ଓ.ପି.ଡି ରୋଗରେ ଗଣାଯିବ ନାହିଁ ।

| ବିବିଧ ଭାଷାରେ ନାମ | ଗୁଣ |ଖାଦ୍ୟନଳୀର ସୁରକ୍ଷା ଓ ଆରୋଗ୍ୟକାରୀ, ବ୍ୟଥା ପ୍ରଶମକ, ବାୟୁ ନାଶକ ଓ ପେଟବ୍ୟଥା ନିବାରକ, କୋଷ୍ଠ ପରିସ୍କାରକ, ନିମୁନିଆ, ବ୍ରୋଙ୍କାଇଟିସ୍, ମୂତ୍ରସମ୍ବନ୍ଧୀୟ ରୋଗ ଓ ହୃଦୟରୋଗ ନିବାରକ।

ଧୁମ୍ରପାନ ଯୋଗୁ ହୃଦଘାତ, ଷ୍ଟ୍ରୋକ, କ୍ରନିକ ଅବ୍‌ସ୍ଟ୍ରକ୍ଟିଭ୍ ପଲ୍‌ମୋନାରି ଡିଜିଜ (ପୂର୍ବେ ଏମ୍ଫିସେମା ଓ କ୍ରନିକ ବ୍ରୋଙ୍କାଇଟିସ୍ କୁହାଯାଉଥିଲା), ସ୍ୱର ପେଟିକା, ପାଟି ଓ ଅଗ୍ନାଶୟରେ କର୍କଟ ରୋଗ ହୁଏ ।

ଯକ୍ଷ୍ମା, ଗ୍ରାମ ବିଯୁକ୍ତାତ୍ମକ ନିମୋନିଆ, ଫୁସଫୁସରେ ପୂଜ (Lung abcess) ଥିଲେ ଓ ତୀବ୍ର ବ୍ରୋଙ୍କାଇଟିସ୍‌ରେ ମଧ୍ୟ କଫ ସାଥୀରେ ରକ୍ତ ପଡେ ।

bronchitics's Usage Examples:

Pneumococcal polysaccharide vaccine in young adults and older bronchitics: determination of IgG responses by ELISA and the effect of adsorption.



bronchitics's Meaning in Other Sites