britishness Meaning in Odia (Oriya). ( britishness ଶବ୍ଦର ଓଡିଆ ଅର୍ଥ)
ବ୍ରିଟିଶ୍,
Noun:
ନିଷ୍ଠୁରତା, ବେଷ୍ଟିଆଲିଟି |,
People Also Search:
britonbritoness
britons
britpop
brits
brittany
britten
brittle
brittle bladder fern
brittle fern
brittlely
brittleness
brittlenesses
brittler
brittlest
britishness తెలుగు అర్థానికి ఉదాహరణ:
୧୯୨୦ ମସିହାରେ ବ୍ରିଟିଶ୍ ଦଳଗୁଡ଼ିକ ଫିଫାରୁ ଓହରି ଯାଇଥିଲେ ।
|ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଅନୁଷ୍ଠିତ ବିଶ୍ୱକପ|୧୯୫୦ ମସିହାର ଫିଫା ବିଶ୍ୱକପ ବ୍ରାଜିଲଦ୍ୱାରା ଆୟୋଜିତ ହୋଇଥିଲା ଏବଂ ଏଥିରେ ପ୍ରଥମ ଥର ପାଇଁ ବ୍ରିଟିଶ୍ ଦଳ ଅଂଶଗ୍ରହଣ କରିଥିଲା ।
୧୯୧୪ ମସିହାରେ ସିମଳାରେ ସୀମାରେଖାକୁ ନେଇ ତତ୍କାଳୀନ ବ୍ରିଟିଶ୍ ଶାସନାଧୀନ ଭାରତ ଓ ତିବ୍ୱତ୍ ମଧ୍ୟରେ ଚୁକ୍ତି ହୋଇ ମ୍ୟାକ୍-ମୋହନ ରେଖା ନିରୂପିତ ହୋଇଥିଲା ।
୧୯୫୦ ଦଶନ୍ଧି ପର୍ଯ୍ୟନ୍ତ ବ୍ରିଟିଶ୍ ଆଇଲ୍ସ୍ ଦ୍ୱୀପପୁଞ୍ଜରେ ଏମାନେ ବହୁ ସଂଖ୍ୟାରେ ପରିଲକ୍ଷିତ ହେଉଥିଲେ କିନ୍ତୁ ଜଳ ପ୍ରଦୂଷଣ, ପରିବାସ କ୍ଷୟ ଏବଂ କ୍ଲୋରିନେଟେଡ୍ ହାଇଡ୍ରୋକାର୍ବନ ପରି କୀଟନାଶକର ଅଧିକ ବ୍ୟବହାର ଯୋଗୁଁ ବର୍ତ୍ତମାନ ସେହି ଅଞ୍ଚଳରେ ଏହି ପ୍ରଜାତିର ଓଧଙ୍କୁ ଦେଖିବା ଏକ ବିରଳ ଦୃଶ୍ୟ ବୋଲି କହିବା ଅତ୍ୟୁକ୍ତି ହେବନାହିଁ ।
ପ୍ୟାଟ୍ରିକ୍ ଓ’ବ୍ରେନଙ୍କ ଲିଖିତ “ହୁସେନ୍, ଆନ୍ ଏଣ୍ଟରଟେନମେଣ୍ଟ” ପୁସ୍ତକରେ ବ୍ରିଟିଶ୍ ଶାସନ ସମୟରେ କିପରି ରାଜପରିବାରମାନଙ୍କଦ୍ୱାରା ଚିତାବାଘ ପାଳିତ ହେଉଥିଲା ଓ ହରିଣ ଶିକାର ପାଇଁ ବ୍ୟବହୃତ ହେଉଥିଲା ତାହାର ବିବରଣୀ ଦେଇଛନ୍ତି ।
| ଆଧାର | ବାହାର ଆଧାର |ଓଡ଼ିଶାରେ ଶିକ୍ଷା|ଶିକ୍ଷା|ସୁନ୍ଦରଗଡ଼ ଜିଲ୍ଲା ଆଲାନ ମାଥିସନ ଟ୍ୟୁରିଙ୍ଗ (୨୩ ଜୁନ ୧୯୧୨ - ୭ ଜୁନ ୧୯୫୪) ଲଣ୍ଡନରେ ଜନ୍ମିତ ଜଣେ ବ୍ରିଟିଶ୍ ଗଣିତଜ୍ଞ ଓ କମ୍ପ୍ୟୁଟର ବିଜ୍ଞାନୀ ଥିଲେ ।
ସେ ସମୟରେ ଢାକା ବା ବର୍ତ୍ତମାନର ବଙ୍ଗଳାଦେଶ ବ୍ରିଟିଶ୍ ଶାସନାଧୀନ ଭାରତର ଅଂଶ ଥିଲା ।
ବ୍ରିଟିଶ୍ ସମୟର ଗୋଟିଏ ଡାକ ବଙ୍ଗଳା ଏଠାରେ ବର୍ତ୍ତମାନ ବିଲୁପ୍ତ ଏବଂ ଗ୍ରାମର ବିଭିନ୍ନ ଲୋକ ସଂସ୍କୃତି ବର୍ତ୍ତମାନ ଅବକ୍ଷୟର ସମ୍ମୁଖୀନ ।
|ବ୍ରିଟିଶ୍ ଶାସନ କାଳରେ ଅନେକ ଇଉରେପୀୟ ଉଦ୍ଭିଦବି଼ଜ୍ଞାନୀ ଭରତୀୟ ଉପମହଦେଶର ଉଦ୍ଭିଦ ସମୂହକୁ ଅଧ୍ୟୟନ କରିଥିଲେ।
|୧୮୯୭ ମସିହାରେ ସାର୍ ଜନ୍ ଆର୍ଦାଘ୍ ନାମକ ଜଣେ ବ୍ରିଟିଶ୍ ସୈନିକ ୟାର୍କଣ୍ଡ୍ ନଦୀର ଉତ୍ତର ପାର୍ଶ୍ୱରେ ରହିଥିବା କୁନ୍ଲୁନ୍ ପର୍ବତର ଉପତ୍ୟକାକୁ ସୀମାରେଖା ଭାବେ ଗ୍ରହଣ କରିବାର ପ୍ରସ୍ତାବ ଦେଇଥିଲେ ।
ଏହାକୁ ବ୍ରିଟିଶ୍ ସେନାର ମୁଖ୍ୟାଳୟ ମଧ୍ୟ କରାଯାଇଥିଲା ।
ଏହି ସ୍ମାରକଟି ୧୯୨୨ ମସିହାରେ ପ୍ରଥମ ବିଶ୍ୱଯୁଦ୍ଧରେ ଭାରତୀୟ ବ୍ରିଟିଶ୍ ସୈନ୍ୟବାହିନୀ ପକ୍ଷରୁ ଲଢ଼ିଥିବା ଭାରତର ତତ୍କାଳୀନ ତିନି ରାଜ୍ୟ, ଯଥା ଯୋଧପୁର, ହାଇଦ୍ରାବାଦ ଓ ମହୀଶୂରର ସୈନିକମାନଙ୍କ ସ୍ମୃତିରେ ତିଆରି କରାଯାଇଥିଲା ।
ବ୍ରିଟିଶ୍ ଭାରତ ଏବଂ ସ୍ୱାଧୀନ ଭାରତର ସରକାରମାନେ ହିମାଳୟ ଭାରତର ଅଭିନ୍ନ ଅଂଗ ଓ ଏହା ଉତ୍ତର ଭାରତର ପ୍ରକୃତ ସୀମାରେଖା ବୋଲି ମତ ରଖିଆସୁଛନ୍ତି ।