<< brehons breist >>

breinging Meaning in Odia (Oriya). ( breinging ଶବ୍ଦର ଓଡିଆ ଅର୍ଥ)



ପ୍ରସବ,

Noun:

ଫେଚିଂ,

People Also Search:

breist
brekker
bremen
bremerhaven
bren
brenda
brens
brent
brent goose
brents
brescia
bresson
brest
bretagne
brethren

breinging తెలుగు అర్థానికి ఉదాహరణ:

| ନିୟନ୍ତ୍ରଣ (Management) |ଗର୍ଭାବସ୍ଥା ପୂର୍ବରୁ ଓ ଗର୍ଭ ସମୟର ଡାକ୍ତରୀ ଓ ନର୍ସ ସେବାକୁ ପ୍ରାକ୍ ପ୍ରସବ ଚିକିତ୍ସା ସେବା (Prenatal care) କହନ୍ତି ।

ପ୍ରସବ ସାଧାରଣ ଭାବରେ ହୁଏ ଓ ଅବସ୍ଥା ଭଲ ରହେ ।

ନୂଆ ତିଆରି ହୋଇଥିବା ପ୍ରସବ ପୁଷ୍ପରୁ (Placenta) କ୍ଷରିତ ହରମୋନକୁ ପରୀକ୍ଷାଦ୍ୱାରା ଅନୁସନ୍ଧାନ କରି ହୁଏ ।

ଏହା ଅନୁସାରେ ପ୍ରସବପର ରକ୍ତସ୍ରାବ, ଅସୁରକ୍ଷିତ ଗର୍ଭପାତରୁ ଉପୁଜୁଥିବା ସ୍ୱାସ୍ଥ୍ୟ ସମସ୍ୟା, ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପଜନିତ ସମସ୍ୟା, ପ୍ରସବପର ସଂକ୍ରମଣ ଓ ପ୍ରସବ ସମୟରେ ବିଘ୍ନ ମାତୃ ମୃତ୍ୟୁର ସାମାନ୍ୟ କାରଣ ଓ ଏଥିରେ ଏମାନଙ୍କ ଶ୍ରେୟ ଯଥାକ୍ରମେ ୧୫%, ୧୫%, ୧୦%, ୮% ଓ ୬% ।

ବିଯୁକ୍ତାତ୍ମକ ଆରଏଚ ଥିଲେ ଆରଏଚଆଇଜି ଦିଆଯାଏ | ୩୪ ସପ୍ତାହରୁ କମ୍ ଗର୍ଭବତୀଙ୍କୁ କର୍ଟିକୋସ୍ଟିରଏଡ ଦେବାକୁ ପରାମର୍ଶ ଦିଆଯାଏ | ଅନ୍ୟାନ୍ୟ ଚିକିତ୍ସା ଏହାର ମୂଳ କାରଣ ଉପରେ ନିର୍ଭର କରେ | ପ୍ରସବ ପରେ ଅକ୍ସିଟୋସିନ, କିମ୍ବା ମିଥାଇଲଏର୍ଗୋନୋଭିନ ବ୍ୟବହାର କରାଯାଇପାରେ | |ସାଂଘାତିକ ପ୍ରସୂତି ରକ୍ତସ୍ରାବ ୨୦୧୫ ମସିହାରେ ୮.୭ ନିୟୁତ ମହିଳାଙ୍କର ହୋଇଥିଲା ଯାହା ଫଳରେ ୮୩.୦୦୦ ରୋଗୀଙ୍କର ମୃତ୍ୟୁ ହୋଇଥିଲା ।

ପ୍ରସବ (labor) ସମୟରେ ବିଦୀର୍ଣ୍ଣ ହେବା ସମ୍ଭାବନା ଥିଲେ ମଧ୍ୟ ଗର୍ଭାବସ୍ଥାରେ ପୁର୍ବରୁ ମଧ୍ୟ ଏହା ହୋଇପାରେ ।

|ଆଧାର|ଗ୍ରାମ|ନୟାଗଡ଼ ଜିଲ୍ଲା|ନୟାଗଡ଼ ଜିଲ୍ଲାର ଗାଆଁ ଓ ସହର ଏର୍ଗୋମେଟ୍ରିନ ଅନ୍ୟ ନାମ ଏର୍ଗୋଭାଇନ ବା ଡି-ଲାଇସର୍ଜିକ ଏସିଡ ବିଟା-ପ୍ରୋପାନୋଲାମାଇଡ, ଏକ ଔଷଧ ଯାହା ଜରାୟୁ ସଙ୍କୋଚନ କରି ପ୍ରସବପର ରକ୍ତସ୍ରାବ କମାଏ ।

ମୃତ ପ୍ରସବ ହେଲେ ଅବସାଦ, ଆର୍ଥିକ‌ହାନୀ (financial loss) ଓ ପାରିବାରିକ ବିଚ୍ଛେଦ (family breakdown) ଭଳି ଜଟିଳ ସମସ୍ୟା ଉତ୍ପନ୍ନ ହୁଏ ।

ଶତ ପ୍ରତିଶତ ଟିକାକରଣ, ଶତ ପ୍ରତିଶତ ସଂସ୍ଥାଗତ ପ୍ରସବ, ଆଇଏମ୍‌ଆର୍ ତଥା ଏମ୍‌ଏମ୍‌ଆର୍ କମ୍ , ଛୁଆମାନଙ୍କଠାରେ କୁପୋଷଣ ଦୁରେଇବା ଇତ୍ୟାଦି ସମ୍ଭବ ହୋଇ ପାରିବ ।

ପ୍ରସବ ପୂର୍ବରୁ ରକ୍ତସ୍ରାବ ପ୍ରାୟ ୨%ରୁ ୫% ଗର୍ଭଧାରଣରେ ହୋଇଥାଏ | | ଆଧାର |ଚିକିତ୍ସା ବିଜ୍ଞାନ|Translated from MDWiki ବୃକ୍‌କୀୟ ଜୀବକୋଷ କର୍କଟ ( RCC ) ହେଉଛି ଏକ ପ୍ରକାର ବୃକ୍‌କ କର୍କଟ ଯାହା ବୃକ୍‌କରେ ଥିବା ଟ୍ୟୁବୁଲରୁ ଉତ୍ପନ୍ନ ହୁଏ | ରକ୍ତମେହ, ଉଦର ପାର୍ଶ୍ୱ ଯନ୍ତ୍ରଣା, ଉଦରରେ ପିଣ୍ଡୁଲା ଏବଂ ଓଜନ ହ୍ରାସ ଇତ୍ୟାଦି ଲକ୍ଷଣମାନ ଏହି ରୋଗରେ ଦେଖାଯାଏ ।

|ପ୍ରସବ ପରେ ସଙ୍ଗେ ସଙ୍ଗେ ମା ଓ ଛୁଆ ଅନ୍ତରଙ୍ଗତା ଅନୁଭବ କରନ୍ତି, ଯାହା ହରମୋନ ଅକ୍ସିଟୋସିନ୍ଦ୍ୱାରା ସମ୍ଭବ ହୁଏ ।

|ଯୁକ୍ତରାଷ୍ଟ୍ର ଆମେରିକାରେ ମାତୃ ମୃତ୍ୟୁ ନିରୀକ୍ଷକ ସମିତି ଓ ଘରୋଇ ବା ସରକାରୀ ଅନୁଷ୍ଠାନମାନଙ୍କ ମିଳିତ ଉଦ୍ୟମରେ ଗର୍ଭବତୀ ଓ ପ୍ରସବ ପରବର୍ତ୍ତୀ ଯତ୍ନ ଦିଗରେ ଚେଷ୍ଟା କରାଯାଉଛି ।

breinging's Meaning in Other Sites