<< breathful breathiest >>

breathier Meaning in Odia (Oriya). ( breathier ଶବ୍ଦର ଓଡିଆ ଅର୍ଥ)



ନିଶ୍ୱାସ,

Noun:

ଅସ୍ଥାୟୀ ବିଶ୍ରାମ |, ବ୍ୟାୟାମ,

breathier తెలుగు అర్థానికి ఉదాహరణ:

ପ୍ରକୃତ ଖରାପ ନିଶ୍ୱାସ ପ୍ରାୟ ୮୫% କେଶ୍‌ରେ ପାଟିରୁ ବାହାରେ ।

ଅନେକ ଇସଲାମୀୟ ଧର୍ମଗୁରୁ ଓ ପ୍ରଚାରକଙ୍କ କବର ସହ ୧୭୮୧ରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ସାଧୁ ସହୀଦ ପାଣୀଙ୍କ କବର ମଧ୍ୟ ଏଠାରେ ରହିଛି ।

ସାଧାରଣତଃ ଏହାର କୌଣସି ଲକ୍ଷଣ ନଥାଏ, ଯଦିଓ ବ୍ୟାୟାମ କରିବାର କ୍ଷମତା କମ୍ ଥାଏ ଏବଂ ପରବର୍ତ୍ତୀ ଜୀବନରେ ଅଣନିଶ୍ୱାସ ହୋଇପାରେ | ରୋଗ ଜଟିଳ ହେଲେ ଷ୍ଟ୍ରୋକ, ଅନିୟମିତ ହୃତ୍ ସ୍ପନ୍ଦନ, ପଲମୋନାରି ହାଇପରଟେନସନ ଏବଂ ହୃଦ୍‌ପାତ ହୋଇପାରେ ।

ହଠାତ୍ ଅଣନିଶ୍ୱାସୀ ଲକ୍ଷଣ ଆରମ୍ଭ ହୋଇ ଦୃତ ଗତିରେ ପଲମୋନାରୀ ଇଡିମା (pulmonary edema) ହୋଇଯାଏ; ଅଧିକାଂଶ ସମୟରେ ମେକାନିକାଲ ଭେଣ୍ଟିଲାସନ ଓ ମୂତ୍ର ବର୍ଦ୍ଧକ ଔଷଧ (ଡାଇୟୁରେଟିକ) ଦେବା ସତ୍ତ୍ୱେ ଏହା ଘାତକ ହୋଇ ମୃତ୍ୟୁ ହୁଏ ।

ଅସ୍ୱାଭାବିକ ରକ୍ତସ୍ରାବ, ମୁଖ ଫୁଲା ଓ ପ୍ରଶ୍ୱାସ-ନିଶ୍ୱାସରେ ଅସୁବିଧା ଇତ୍ୟାଦି ମଧ୍ୟ ଦେଖାଯାଇପାରେ ।

|ଆରିନୋଟେକାନର ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ବାନ୍ତି (vomiting), ଅସ୍ଥିମଜ୍ଜା ଦମନ (bone marrow suppression), କେଶହାନୀ, ଅଣନିଶ୍ୱାସୀ ଓ ଜ୍ୱର ହୋଇପାରେ ।

"|ମୃତ୍ୟୁ|ଶାରୀରିକ ଅସୁସ୍ଥତା କାରଣରୁ ଦୀର୍ଘ ଦିନ ଶଯ୍ୟାଶାୟୀ ହୋଇ ନୟାଗଡ଼ସ୍ଥିତ ବାସଭବନରେ ୨୩ ନଭେମ୍ବର ୨୦୧୬ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ହୃଦ୍‌ପାତ ହେଲେ ଛୋଟ ଶ୍ୱାସକ୍ରିୟା ବା ଅଣନିଶ୍ୱାସ ହୁଏ ବିଶେଷତଃ ତଳେ ଗଡ଼ିଲେ, ରାତିରେ, ବ୍ୟାୟାମ କଲାବେଳେ ହୁଏ ଓ ଗୋଡ଼ଫୁଲା ଇତ୍ୟାଦି ଲକ୍ଷଣମାନ ଦେଖାଯାଏ ।

|ରିଟକ୍ସିମାବର ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ ଔଷଧ ନେବାର ପ୍ରାୟ ୨ ଘଣ୍ଟା ମଧ୍ୟରେ ଆରମ୍ଭ ହୁଏ ଓ ରାସ, ଗଲୁ, ନିମ୍ନ ରକ୍ତଚାପ (low blood pressure) ଓ ଅଣନିଶ୍ୱାସୀ ଆଦି ଲକ୍ଷଣମାନ ଦେଖାଯାଆନ୍ତି ।

ଏହା ଏକ ତିନି ଥାକିଆ ପ୍ରଣାଳୀ: ପ୍ରଥମେ ପ୍ରଶ୍ୱାସ ନିଆଯାଏ (Inhalation), ତା ପରେ ଗ୍ଲଟିସ (Glottis) ବନ୍ଦଥାଇ ଚାପଯୁକ୍ତ ନିଶ୍ୱାସ ଛଡ଼ାଯାଏ ଓ ଗ୍ଲଟିସ ଖୋଲିବା ସହ ପ୍ରବଳ ବେଗରେ ସ୍ୱତନ୍ତ୍ର ଶବ୍ଦ ସହ ବାୟୁ ନିର୍ଗତ କରାଯାଏ ।

|ପ୍ରକୃତ ଓ ଅପ୍ରକୃତ- ଏହି ଦୁଇ ପ୍ରକାର ଖରାପ ନିଶ୍ୱାସ ହୋଇପାରେ ।

breathier's Usage Examples:

unchanged from the D-topia Independent single, but Saori@destiny uses a new, breathier vocal styling which would go on to become her trademark sound.


dynamic and emotive delivery "Don"t Rush" Clarkson displaying a softer, breathier timbre to her vocal while also demonstrating her harmonizing capabilities.


funky) and Arif Mardin"s impeccable string charts” saying Bailey "singing breathier and deeper - projects his sensitivity in a more muscular baritone.


sample of the contemporary love ballad displaying Velasquez"s softer, breathier timbre while demonstrating her harmonizing capabilities featuring Cantonese.


exercises in pure pop writing, and while older fans may be divided over the breathier, more stylized reading she offers here, the song itself is still a lovely.


They may also have breathier voices, as more air flows through the space between the vocal folds (the.


low notes in head voice and that the phonation is in general becoming breathier and increasingly unstable below about E4 down.


style), whereas the chiba has an angled edge instead, giving it a far breathier sound, like that of the shakuhachi.


a plastic reed, which tended to give his playing a somewhat heavier, breathier tone (although still quite smooth compared to that of many other players).


Incorporating a hip-hop edge, her voice gets progressively breathier.


Now" has a brassier trumpet performance from Farmer, as opposed to his breathier playing on the other tracks.



breathier's Meaning in Other Sites