brazil's Meaning in Odia (Oriya). ( brazil's ଶବ୍ଦର ଓଡିଆ ଅର୍ଥ)
ବ୍ରାଜିଲ୍,
Noun:
ବ୍ରାଜିଲ,
People Also Search:
brazileinbrazilian
brazilian monetary unit
brazilian pepper tree
brazilian potato tree
brazilian rosewood
brazilians
brazilin
brazils
brazing
brazzaville
brazzers
breach
breach of contract
breach of duty
brazil's తెలుగు అర్థానికి ఉదాహరణ:
(ଅମ୍ଲଜାନ ସର୍ବାଧିକ) | କ୍ଲେ, ଗ୍ରାନାଇଟ, ଫେଲ୍ଡସ୍ପର୍, ମାଇକା, ଆଜ୍ବେଷ୍ଟସ୍, କ୍ୱାର୍ଜ ଓ ବାଲିରେ ଏହା ମିଶ୍ରିତ ଭାବରେ ରହିଥାଏ| ମୂଖ୍ୟ ଉତ୍ପାଦନକାରି ଦେଶଗୁଡ଼ିକ ହେଲେ ଅଷ୍ଟିଆ, ଇଟାଲି, ଦକ୍ଷିଣ ଆଫ୍ରିକା,ଅଷ୍ଟ୍ରେଲିଆ, କାନାଡା, ଭାରତ, ଓ ବ୍ରାଜିଲ୍।
ବ୍ରାଜିଲ୍ ଦେଶରେ ସାଇ-ଟ୍ରାନ୍ସ୍ ଖୁବ୍ ଲୋକପ୍ରିୟ ଥିଲା ।
ଜାଗାଲୋ ଖେଳୁଥିବା ବେଳେ ବ୍ରାଜିଲ୍ ୧୯୫୮ ଓ ୧୯୬୨ ମସିହାରେ ଏବଂ କୋଚ୍ ଥିବା ସମୟରେ ୧୯୭୦ ମସିହାରେ ବିଜେତା ହୋଇଥିଲା ।
ବ୍ରାଜିଲ୍ ଓ କ୍ୟୁବାକୁ ଛାଡ଼ି ଅଧିକାଂଶ ଦକ୍ଷିଣ ଆମେରିକୀୟ ଏବଂ ଉତ୍ତର ଆମେରିକୀୟ ଦଳ ୧୯୩୮ ଫିଫା ବିଶ୍ୱକପର ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ।
୨୦୧୪ ମସିହା ବ୍ରାଜିଲ୍ ବନାମ ଜର୍ମାନୀ ସେମିଫାଇନାଲ୍ ମ୍ୟାଚ୍ରେ କ୍ଲୋଜା ରୋନାଲ୍ଡୋଙ୍କ ରେକର୍ଡ଼୍ ଅତିକ୍ରମ କରିଥିଲେ ।
ଆୟୋଜକ ବ୍ରାଜିଲ୍କୁ ଫାଇନାଲରେ ପରାସ୍ତ କରି ଉରୁଗୁଏ ପୁଣି ବିଶ୍ୱବିଜେତା ଉପାଧି ମଣ୍ଡିତ କରିଥିଲା ।
କେବଳ ବ୍ରାଜିଲ୍ ଏହି ଉଭୟ ବର୍ଷ ଭାଗ ନେଇଥିଲା ।
ଅପର ପକ୍ଷରେ ବ୍ରାଜିଲ୍ ସର୍ବାଧିକ ଥର (୨୦ଟି) ବିଶ୍ୱକପରେ ଖେଳିଛି ।
ଏହି କଥାଚିତ୍ରଟି ଭାରତ, ଡର୍ବାନ ଏବଂ ରିଓ ଦେ ଜନେରିଓରେ ସୁଟିଂ କରାଯାଇଥିଲା, ଯାହାକି ବ୍ରାଜିଲ୍ରେ ସୁଟିଂ କରାଯାଇଥିବା ଏକ ବଡ଼ ଭାରତୀୟ ଫିଲ୍ମ ଥିଲା ।
୨୦୦୨ ମସିହାର ବିଶ୍ୱକପ ଫାଇନାଲରେ ବ୍ରାଜିଲ୍ ବିଜୟୀ ହୋଇଥିବା ବେଳେ ୨୦୧୪ ବିଶ୍ୱକପ ସେମିଫାଇନାଲ୍ରେ ଜର୍ମାନୀ ବିଜୟୀ ହୋଇଥିଲା ।
୧୯୪୨ ଓ ୧୯୪୬ ମସିହାର ଫିଫା ବିଶ୍ୱକପ ଯଥାକ୍ରମେ ଜର୍ମାନୀ ଓ ବ୍ରାଜିଲ୍ ଆୟୋଜକ ହେବାକୁ ସ୍ଥିର କରିଥିଲେ କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ଏହି ପ୍ରତିଯୋଗିତା ସବୁ ରଦ୍ଦ କରି ଦିଆଯାଇଥିଲା ।