<< brahman brahmani >>

brahmana Meaning in Odia (Oriya). ( brahmana ଶବ୍ଦର ଓଡିଆ ଅର୍ଥ)



ବ୍ରାହ୍ମଣ,

Noun:

ବ୍ରାହ୍ମଣ,

brahmana తెలుగు అర్థానికి ఉదాహరణ:

କେବଳ ଏମାନେ ବ୍ରାହ୍ମଣ ନିୟମ ଓ ସଂସ୍କାର ପାଳନ କରିଥାନ୍ତି।

ସେଠାରେ ପହଞ୍ଚିବା ପରେ ଜରାସନ୍ଧ ତାଙ୍କୁ ବ୍ରାହ୍ମଣ ବୋଲି ଭାବି କିଛି ମାଗିବାକୁ କହିଥିଲେ, କିନ୍ତୁ ସେତେବେଳେ ବ୍ରାହ୍ମଣ ବେଶଧାରୀ ଶ୍ରୀକୃଷ୍ଣ କହିଥିଲେ ଯେ ତାଙ୍କର ଦୁଇ ବନ୍ଧୁଙ୍କ ମୌନବ୍ରତ ଅର୍ଧରାତ୍ରୀରେ ହିଁ ସମାପ୍ତ ହେବା ଏବଂ ତା ପରେ ହିଁ ସେମାନେ କିଛି ମାଗିବେ ।

୮ମ ଶତାବ୍ଦୀରେ କେଶରୀବଂଶର ରାଜା ଯଯାତିକେଶରୀ ଯାଜପୁରର ବୈତରଣୀ ନଦୀ ନିକଟରେ କାନ୍ୟକୁବ୍ଜରୁ ଆସିଥିବା ବ୍ରାହ୍ମଣଙ୍କଦ୍ୱାରା ୧୦ଟି ଅଶ୍ୱମେଧ ଯାଗ କରାଇ ବ୍ରାହ୍ମଣଙ୍କୁ ବହୁ ନିଷ୍କର ଭୂମିଦାନ ଦେଇଥିଲେ ।

ରାଜା ଇନ୍ଦ୍ରଦ୍ୟୁମ୍ନ ହଜାରେ ଗାଈ ବ୍ରାହ୍ମଣଙ୍କୁ ଦାନ ଦେଇ ଏହି ଜମିକୁ କିଣିଥିଲେ ।

|ବାଲ୍ୟକାଳ|ସ୍ୱାମୀ ନାରାୟଣଙ୍କ ଜନ୍ମ 3 ଏପ୍ରିଲ 1781 ମସିହାରେ ଉତ୍ତର ପ୍ରଦେଶ ନିକଟ ଏକ ଗ୍ରାମରେ ବ୍ରାହ୍ମଣ ପରିବାରରେ ହୋଇଥିଲା ।

ବ୍ରାହ୍ମଣମାନେ ବେଦୋକ୍ତ ମନ୍ତ୍ରରେ ଶଗଡ଼ିକୁ ପ୍ରତିଷ୍ଠା କରନ୍ତି ।

|ବିନ୍ଦୁସାରଙ୍କ ଗୁରୁ ପିଙ୍ଗଳଭତ୍ସ୍ୟ ଅଜିବୀକା ସଂପ୍ରଦାୟର ଜଣେ ବ୍ରାହ୍ମଣ ଓ ମକ୍କାଲି ଗୋସାଳା ଅଜିବୀକାଙ୍କ ଅନୁଚର ଥିଲେ ।

ଉଦ୍‌ଯାପନ ଦିନ ବ୍ରାହ୍ମଣଙ୍କଦ୍ୱାରା ପୂଜାର୍ଚ୍ଚନା କରାଇବା ସହ ନାନାବିଧ ନୈବେଦ୍ୟ ଅର୍ପଣ କରାଯାଏ ।

ବିନ୍ଦୁସାରଙ୍କ ବ୍ରାହ୍ମଣ ମଠ, ମନ୍ଦିରରେ ‌ଆର୍ଥିକ ସାହାଯ୍ୟ କରିବାର ମାନ୍ୟତା ମଧ୍ୟ ରହିଛି।

| ଇତିହାସ |ତାମିଲନାଡୁରୁ ଆସିଥିବା ଆଲବର ସମ୍ପ୍ରଦାୟମାନେ ଏଠାରେ ଚତୁର୍ଦ୍ଧାମୂର୍ତ୍ତି ସ୍ଥାପନ କରିଥିଲେ ଏବଂ ଏହି ସମ୍ପ୍ରଦାୟର ବ୍ରାହ୍ମଣମାନେ ପ୍ରଭୁଙ୍କର ପୂଜାର୍ଚ୍ଚନା କରନ୍ତି ।

|ବାୟୁ ପୁରାଣର ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା ହୋଇଛି ଯେ, ମାତା ରେଣୁକା ଉଭୟ ରୁଦ୍ର (ଶିବ) ଏବଂ ବିଷ୍ଣୁଙ୍କୁ ଦିଆଯାଇଥିବା ଯଜ୍ଞଭୋଗ(ଚରୁଅନ୍ନ) ଖାଇବା ପରେ ପର୍ଶୁରାମଙ୍କୁ ଜନ୍ମ ଦେଇଥିଲେ, ଯାହା ତାଙ୍କୁ କ୍ଷତ୍ରିୟ ଏବଂ ବ୍ରାହ୍ମଣର ଦ୍ୱୈତ୍ୟ ସ୍ୱଭାବ ଦେଇଥିଲା ।

ସମ୍ବଲପୁରରେ ସେତେବେଳେ ବ୍ରାହ୍ମଣ ନଥିବାରୁ ବଳିୟାର ସିଂହ ପୁରୀ ମହାରାଜଙ୍କୁ ବ୍ରାହ୍ମଣ ଦେବାକୁ ଅନୁରୋଧ କରିଥିଲେ ।

ପରେ ଦାରୁ ମୂଳରେ ଶ୍ରୋତ୍ରିୟ ବ୍ରାହ୍ମଣମାନେ ଗୁପ୍ତ ପୂଜା କରିଥାନ୍ତି ।

brahmana's Usage Examples:

The fourth brahmana of the third chapter asserts, it is your soul which is inside all, all souls are one, immanent and transcendent.


उपनिषद्), Maitrayana Upanishad, Maitrayaniya-brahmana Upanishad, Sriyagussakhayam Maitrayaniya-brahmana Upanishad, Maitreyopanishad and Maitrayaniyopanishad.


Prabhupāda targeted both the ritualistic casteism of smarta brahmanas and sensualised practices of numerous Gaudiya Vaishnavism spin-offs, branding them as.


The third brahmanam of the fourth chapter discusses the premises of moksha (liberation, freedom, emancipation, self-realization), and provides some of the most studied hymns of Brihadaranyaka.


In fourth brahmana, the Upanishad presents a dialogue between a husband and wife, as Yajnavalkya and Maitreyi, on nature of love and spirituality, whether and how is Atman related to deep connection and bonds between human beings.


Some brahmanams in the last section of Brihadaranyaka Upanishad, such as the second and third brahmanam in fifth chapter, append ethical theories, while fourth brahmanam in the fifth chapter asserts that empirical reality and truth is Brahman.


The seventh brahmana discusses how and why the soul interconnects and has the oneness through all organic beings, all inorganic nature, all of universe.


The last brahmanam of the Upanishad's second section is another Vamsa (generational line of teachers) with the names of 59 Vedic scholars who are credited to have taught the hymns of Muni Khanda from one generation to the next, before it became part of Brihadaranyaka.


The fifth brahmana of the second chapter introduces the Madhu theory, thus giving this section of the Upanishad the ancient name Madhu Khanda.


Thus the brahmana accused the King that his newly born baby was dead due to the disqualifications of the King.



brahmana's Meaning in Other Sites