<< boxkeeper boxroom >>

boxoffice Meaning in Odia (Oriya). ( boxoffice ଶବ୍ଦର ଓଡିଆ ଅର୍ଥ)



ବକ୍ସ୍ ଅଫିସ୍, ଥିଏଟରରେ ଟିକେଟ୍ କ୍ରୟ କକ୍ଷ,

People Also Search:

boxroom
boxtops
boxwood
boxwoods
boxy
boy
boy friend
boy scout
boy scouts of america
boyar
boyars
boyau
boycott
boycotted
boycotting

boxoffice తెలుగు అర్థానికి ఉదాహరణ:

ଏହି ଚଳଚ୍ଚିତ୍ରଟି ମଧ୍ୟ ସେ ସମୟରେ ବକ୍ସ୍ ଅଫିସ୍‌ରେ ଖୁବ୍ ସଫଳତା ଲାଭ କରିଥିଲା ।

ତାଙ୍କ ଅଭିନୀତ ଶାନ୍ (୧୯୮୦) ଓ ଶକ୍ତି (୧୯୮୨) ବକ୍ସ୍ ଅଫିସ୍‌ରେ ଏତେଟା ସଫଳତା ଲାଭ କରିପାରି ନ ଥିଲା ।

୧୯୮୩ ମସିହାରେ କୁଲି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ଏବଂ ବକ୍ସ୍ ଅଫିସ୍‌ରେ ଅପୂର୍ବ ସଫଳତା ଲାଭ କରି ସେ ବର୍ଷର ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ସାବ୍ୟସ୍ତ ହୋଇଥିଲା ।

ଟାଇମ୍‌ସ୍ ଅଫ୍ ଇଣ୍ଡିଆର ସ୍ତମ୍ଭ 'ବଲିଉଡ୍‌ସ୍ ହିଟ୍ ଡବଲ୍ ରୋଲ୍' ଶ୍ରୀଙ୍କ ଅଭିନୟକୁ ବକ୍ସ୍ ଅଫିସ୍‌ର ରେକର୍ଡ ବୋଲି କ‌ହିଥିଲା ।

ଏହି ଚଳଚ୍ଚିତ୍ରଟି ବକ୍ସ୍ ଅଫିସ୍‌ରେ ଖୁବ୍ ସଫଳତା ଲାଭ କରିଥିଲା ।

ଏହି ଦୁଇଟି ଚଳଚ୍ଚିତ୍ର ବକ୍ସ୍ ଅଫିସ୍‌ରେ ଖୁବ୍ ସଫଳତା ଲାଭ କରିଥିଲା ।

|୧୯୮୬ରେ ସାପ ଚଳଚ୍ଚିତ୍ର ନାଗିନାରେ ସେ ଇଛ୍ଛାଧାରୀ ନାଗୁଣୀର ଅଭିନୟ କରିଥିଲେ ଏବଂ ତାହା ସେହି ବର୍ଷର ଦ୍ୱିତୀୟ ସଫଳ ଚଳଚ୍ଚିତ୍ର ଥିଲା ଓ ଏଥିପାଇଁ ବକ୍ସ୍ ଅଫିସ୍ ଇଣ୍ଡିଆ ଶ୍ରୀଙ୍କୁ ନିର୍ବିବାଦରେ ଏକ ନମ୍ବର ଅଭିନେତ୍ରୀ କରିଥିଲା ।

୧୯୭୫ ମସିହାରେ ବକ୍ସ୍ ଅଫିସ୍‌ରେ ସୁପର୍‌ହିଟ୍ ଚଳଚ୍ଚିତ୍ରର ମାନ୍ୟତା ଲାଭ କରିଥିବା ସବୁ ଚଳଚ୍ଚିତ୍ରମାନ‌ଙ୍କ ଭିତରେ ଏହି ଚଳଚ୍ଚିତ୍ରଟି ୪ର୍ଥ ସ୍ଥାନରେ ରହିଥିଲା ।

boxoffice's Usage Examples:

76 "International boxoffice report".


"New Year brings cheers to Brit boxoffice".


77} "International boxoffice report".


/finding-humanity-with-the-peaceniks-in-the-good-soldier/ http://boxoffice.


Bangladesh Quarterly - Volume 14 - Page 63 1993 - Ehtesham"s "Chandni" (The moon ray) hit the boxoffice with a new pair Nayeem-Shabnaz in 1991.


office in the United States during 1961 per Variety"s weekly National boxoffice survey.



boxoffice's Meaning in Other Sites