<< bowstring bowstrings >>

bowstringed Meaning in Odia (Oriya). ( bowstringed ଶବ୍ଦର ଓଡିଆ ଅର୍ଥ)



ଧନୁଯାତ୍ରା,

Noun:

ଧନୁ ରାଶି, ହଁ, ଧନୁ ଧ୍ୱନି |,

bowstringed తెలుగు అర్థానికి ఉదాహరణ:

ଅନ୍ୟମତେ କେତେକ ଉତ୍ସାହୀ ଯୁବକ ସମ୍ବଲପୁରରୁ ଶୀତଳଷଷ୍ଠୀ ଯାତ୍ରା ଦେଖି ଆସିବା ପରେ ବରଗଡ଼ ନାଏକପଡ଼ା ରାମଜୀ ମନ୍ଦିର ପ୍ରଙ୍ଗଣରେ ଏକ ବୈଠକ କରି ଧନୁଯାତ୍ରାର ରୂପରେଖ ପ୍ରସ୍ତୁତ କରିଥିଲେ ।

|ଧନୁଯାତ୍ରା ଆରମ୍ଭର ପ୍ରଥମବର୍ଷ ବିନ୍ଦୁରଥଙ୍କୁ କଂସ ଭୂମିକା ପାଇଁ ଚୟନ କରାଯିବା ସହ ପ୍ରାଣବନ୍ଧୁ କରଙ୍କୁ କୃଷ୍ଣ ଓ ପୂର୍ବତନ ବିଧାୟକ ମୁରାରୀ ପ୍ରସାଦ ମିଶ୍ରଙ୍କୁ ବଳରାମ ଭୂମିକା ପାଇଁ ଚୟନ କରାଯାଇଥିଲା ।

କଂସବଧ ହେଉଛି ଧନୁଯାତ୍ରାର ଅନ୍ତିମ ଦୃଶ୍ୟ, ଏହାପରେ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଉଦ୍‌ଯାପିତ ହୋଇଥାଏ ।

|ପୌରାଣିକ କଥାବସ୍ତୁ ହରିବଂଶର ମଥୁରା ବିଜୟକୁ ନାଟ୍ୟ ରୁପାନ୍ତର ଆକାରରେ ମଞ୍ଚସ୍ଥ କରାଯାଇଥାଏ ଧନୁଯାତ୍ରାରେ ।

|କଂସ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଧନୁଯାତ୍ରାବେଳେ ମହାପ୍ରଭୁ ଜଗନ୍ନାଥଙ୍କ ଅବତାର ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଅସମ୍ମାନ ଓ ଅପମାନିତ କରିବା ସହ ହତ୍ୟା କରିବା ନିମନ୍ତେ ଷଡ଼ଯନ୍ତ୍ର କରୁଥିବାରୁ ଯାତ୍ରା ପରେ ଶ୍ରୀକ୍ଷେତ୍ରକୁ ଯାଇ ଜଗନ୍ନାଥଙ୍କ ନିକଟରେ କ୍ଷମା ଯାଚନା କରିଥାନ୍ତି ।

| ଧନୁଯାତ୍ରାର କଂସ |ବରଗଡ଼ ଧନୁଯାତ୍ରାରେ କୃଷ୍ଣ, ବଳରାମ ନୁହେଁ ବରଂ କଂସ ହିଁ ମୁଖ୍ୟ ଆକର୍ଷଣ ।

ଧନୁଯାତ୍ରା ସମୟରେ ଆମିଷ ଭୋଜନ ନିଷେଧ ହୋଇଥିବାରୁ ପୁଷପୁନି ଦିନ ଆମିଷ ଖାଇବା ଆରମ୍ଭ ହୁଏ ।

| ରଚନାବଳୀ | ଗଳ୍ପ ସଂକଳନ |ଗୋଚିନା|ଯନ୍ତା ନିଅ ଯନ୍ତା| ଉପନ୍ୟାସ |ନୀଳ ଅନ୍ଧାର|ଧନୁଯାତ୍ରା|ଗୀତେ କହେ|ଧାନ ଧାନ ଧାନ| ସମ୍ମାନ ଓ ପୁରସ୍କାର |ପଶ୍ଚିମା ସମ୍ମାନ(ଭୁବନେଶ୍ୱର ପୁସ୍ତକ ମେଳା) - ୨୦୧୬|ଟାଇମପାସ ବୁକର ସମ୍ମାନ - ୨୦୧୪| ଆଧାର |ଜୀବିତ ବ୍ୟକ୍ତି|ବୌଦ୍ଧ ଜିଲ୍ଲାର ଲୋକ|ଓଡ଼ିଆ ଲେଖକ|୧୯୭୦ ଜନ୍ମ ଫ୍ରିଡା ଟପ୍ନୋ, (୨୦ ସେପ୍ଟେମ୍ବର ୧୯୨୫- ୬ ଫେବୃଆରୀ ୨୦୧୮), ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ ।

କଂସଙ୍କ ଅାୟୋଜିତ ଧନୁଯାତ୍ରା ଏଗାର ଦିନ ଧରି ପାଳିତ ହୁଏ ।

କଂସର ନିମନ୍ତ୍ରଣ ପାଇ ଧନୁଯାତ୍ରାରେ ଯୋଗଦେବା ପାଇଁ ଅକୃର ସହିତ ଶ୍ରୀକୃଷ୍ଣ ଓ ବଳରାମ ମଥୁରା ଗମନ କରିଛନ୍ତି ।

ବିନ୍ଦୁରଥଙ୍କ ମୃତ୍ୟୁପରେ ଲୁପୁରସିଂହର ଯୁଧିଷ୍ଟିର ଶତପଥୀ ଲଗାତାର ୩୦ ବର୍ଷ ଧରି ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିଲେ ।

bowstringed's Meaning in Other Sites