<< bowbells bowditch >>

bowbent Meaning in Odia (Oriya). ( bowbent ଶବ୍ଦର ଓଡିଆ ଅର୍ଥ)



ଧନୁ,

Noun:

Sorbent,

bowbent తెలుగు అర్థానికి ఉదాహరణ:

ବଳରାମ ଧନୁକାଙ୍କ ସହଚରମାନଙ୍କୁ ହତ୍ୟା କରିବାଦ୍ୱାରା ଗୋରୁମାନଙ୍କ ଆହାର ତଥା ବିଚରଣ ନିମନ୍ତେ ଏହି ଜଙ୍ଗଲ ଖୋଲା ରହିଲା ।

| ନବଜାତ ଧନୁଷ୍ଟଙ୍କାର |କଟା ନାହି ସଂକ୍ରମଣ ଯୋଗୁ ଏହି ରୋଗ ହୁଏ ।

ଅନ୍ୟମତେ କେତେକ ଉତ୍ସାହୀ ଯୁବକ ସମ୍ବଲପୁରରୁ ଶୀତଳଷଷ୍ଠୀ ଯାତ୍ରା ଦେଖି ଆସିବା ପରେ ବରଗଡ଼ ନାଏକପଡ଼ା ରାମଜୀ ମନ୍ଦିର ପ୍ରଙ୍ଗଣରେ ଏକ ବୈଠକ କରି ଧନୁଯାତ୍ରାର ରୂପରେଖ ପ୍ରସ୍ତୁତ କରିଥିଲେ ।

ରୋଗ ଅଧିକ ଆଗେଇ ଗଲେ ପିଠି ପେଶି ଅତ୍ୟଧିକ ସଙ୍କୁଚିତ ହେବା ଯୋଗୁ ଦେହ ଧନୁ ଭଳି ବଙ୍କା ହୋଇଯାଏ ଯାହାକୁ ଇଂରାଜୀରେ ଓପିସ୍ଥୋଟୋନସ୍ (opisthotonos) କହନ୍ତି ।

|(ତୁଳସୀ ଦାସ)|(ଖ) ବର୍ଷା ଋତୁ - ଘନେ ଘନେ ଘନ ଗର୍ଜନ କରେ|ଅଙ୍ଗ ଜର ଜର ଅନଙ୍ଗ ଶରେ|ଡ଼ାହୁକା ଡ଼ାହୁକୀ ସ୍ୱରେ|ମୟୁର ଝଙ୍କାରେ ଧନୁକ ଟଙ୍କାରେ|ଡ଼ାକ ଦରଦୁର ଆଦରେ ।

ପକ୍ ପ୍ରଣାଳୀ ମଧ୍ୟରେ ଥିବା ଧନୁଷ୍କୋଡ଼ି ଭାରତ ଓ ଶ୍ରୀଲଙ୍କା ମଧ୍ୟର ସ୍ଥଳସୀମା ପରି ଓ ଏହା ବିଶ୍ୱର କ୍ଷୁଦ୍ରତମ ସ୍ଥଳସୀମା (୪୫ ମିଟର୍) ।

୨୦୦୮ ମସିହାରେ ନବଜାତ ଶିଶୁ ଧନୁଷ୍ଟଙ୍କାର ରୋଗରେ ୫୯୦୦୦ ଜଣ ମରିଥିଲେ ।

.| କମଳା ବହୁମୂଖୀ ନଦୀ ବନ୍ଧ ଯୋଜନା |ନେପାଲର ଧନୁଶା ଓ ଶିରୋହା ଅଞ୍ଚଳରେ ବନ୍ଧ ନିର୍ମାଣ କରି ବନ୍ୟାକୁ ରୋକା ଯାଇ ପାରନ୍ତା ।

|୧୯୮୬ରୁ  ତାମିଲନାଡୁ ତଟ ବର୍ତି ତୁଥୁକୋଡି ଓ ଧନୁଷ୍କୋଡି ମଧ୍ୟରେ ଅବସ୍ଥିତ ୨୧ଟି ଦ୍ୱିପ ଅଞ୍ଚଳକୁ ଗଲ୍ଫ ଅଫ ମାନ୍ନାର ସାମୁଦ୍ରିକ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇ ଏହି ପାର୍କ ଓ ଏହା ଚାରିପଟେ ୧୦ କିଲୋମିଟର ଅଞ୍ଚଳକୁ ୧୯୮୯ ମସିହାରୁ ସଂରକ୍ଷିତ ଜୈବମଣ୍ଡଳ ଘୋଷଣା କରାଯାଇଛି ।

ପିଲାଦିନରୁ ପୂଜାପାଠ ଛାଡ଼ି ଧନୁଶର ଓ ପରଶୁ କୁଠାର ସାହାଯ୍ୟରେ ସେ ଯୁଦ୍ଧବିଦ୍ୟା ଶିକ୍ଷା କଲେ ।

ସେ ଚେନ୍ନାଇର ମୁରୁଗା ଧନୁଷକୋଡ଼ି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସେଣ୍ଟ ଜୋସେଫ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ିଥିଲେ ।

bowbent's Meaning in Other Sites