both Meaning in Odia (Oriya). ( both ଶବ୍ଦର ଓଡିଆ ଅର୍ଥ)
ଉଭୟ,
Conjunction:
ଏହାହିଁ, ଉଭୟ,
People Also Search:
botherbotheration
bothered
bothering
bothers
bothersome
bothies
bothy
boti
botnet
botryoid
botryoidal
bots
botswana
botswana monetary unit
both తెలుగు అర్థానికి ఉదాహరణ:
ମୁସଲିମ୍ ସୁଫି ସନ୍ଥ ମୁଜାହିଦ୍-ଇ-ମିଲ୍ଲାତଙ୍କର ସମାଧୀ (ମଜ୍ଜାର) ଉଭୟ ଭଦ୍ରକ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡଠାରୁ ୨୨କି.ମି.ଦୂର ଧାମନଗରଠାରେ ରହିଛି।
ଆଶ୍ଚର୍ଯ୍ୟର କଥା, ଏହି କୁଣ୍ଡ ଦୁଇଟି ଲାଗି ରହିଥିଲେ ମଧ୍ୟ ଏବଂ ଉଭୟ କୁଣ୍ଡ ମଧ୍ୟରେ ସଂଯୋଗ ଦ୍ୱାରଦେଇ ଜଳ ପ୍ରବାହିତ ହେଉଥିଲେ ମଧ୍ୟ କୌଣସି କୁଣ୍ଡସ୍ଥିତ ଜଳର ତାପମାତ୍ରା କେବେହେଲେ ପରିବର୍ତ୍ତନ ହୁଏ ନାହିଁ ।
ଉଭୟ ପାର୍ଶ୍ୱରେ ଦୁଇଟି ପାଠାଗାର ରହିଛି ଓ ପାଠାଗାର ଓ ମୁଖ୍ୟ ମନ୍ଦିର ମଧ୍ୟରେ ଦୁଇଟି ବିରାଟ ପୋଖରୀ ମଧ୍ୟ ରହିଛି ।
ଉଭୟେ ପଶୁପ୍ରେମୀ ଥିଲେ ।
ଆଞ୍ଜେଲିନା ତାଙ୍କର ପ୍ରାକ୍ତନ ପତି ଜନି ଲୀ ମିଲର୍ ଏବଂ ବିଲ୍ଲି ବବ୍ଙ୍କୁ ଛାଡ଼ିବା ପରେ ବ୍ରାଡ଼ ପିଟଙ୍କୁ ବିବାହ କରିଥିଲେ ଏବଂ ୨୦୧୬ରେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା ।
ଏସଏଆରଏସ (SARS-CoV) କରୋନାଭୂତାଣୁ ଯୋଗୁ ତୀବ୍ର ଶ୍ୱାସକ୍ରିୟା ସିଣ୍ଡ୍ରୋମ ବା ସିଭିଅର ଆକ୍ୟୁଟ ରେସପିରେଟରି ସିଣ୍ଡ୍ରୋମ (severe acute respiratory syndrome (SARS)) ହୁଏ ଯେଉଁଥିରେ ଏକ ସ୍ୱତନ୍ତ୍ର ନିଦାନ ଯୋଗୁ ଉଭୟ ଉର୍ଦ୍ଧ୍ୱ ଓ ନିମ୍ନ ଶ୍ୱାସକ୍ରିୟା ସଂକ୍ରମଣ (upper ଓ lower respiratory tract infection) ହୋଇପାରେ ।
ବିଜ୍ଞାନ ଓ ସାହିତ୍ୟରେ ପାରଦର୍ଶିତା ଲାଭ କରିଥିବା, ନୃସିଂହ ଚରଣ ଉଭୟ କ୍ଷେତ୍ରରେ ନିଜର ଅବଦାନ ନିମନ୍ତେ ବହୁବାର ପୁରସ୍କୃତ ହେଇଥିଲେ ।
ଶରୀରର ଉଭୟ ପାଖରେ ରୋଗ ହୁଏ ।
ସ୍ଥାନେ ସ୍ଥାନେ ଉଭୟ କବି କେବଳ 'ଗୌର' ଶବ୍ଦଟି ଭଣିତାରେ ପ୍ରୟୋଗ କରିଥିବାରୁ ସେହି କବିତାଗୁଡ଼ିକରେ ପ୍ରମାଦ ରହୁଛି ।
ଆଗରୁ ପ୍ରାକୃତରେ ଏହା ଉଭୟ ଭାବରେ ବ୍ୟବହାର ହେଉଥିବାର ଅପଭ୍ରଂଶ ଶବ୍ଦମାନଙ୍କରୁ ଜାଣିବାକୁ ମିଳିଥାଏ ।
ଉଭୟ ପାଟିରେ ଓ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।
ଉଭୟ ଓଡ଼ିଆ ଓ ହିନ୍ଦୀ ସିନେମାରେ ଏଭଳି ଦୃଶ୍ୟ ରହିଛି, କେତେକ ସିନେମାରେ ରାକ୍ଷୀ ମାଧ୍ୟରେ ଏହି ଆବେଗ ଓ ତ୍ୟାଗର ଦୃଶ୍ୟ ଦର୍ଶକଙ୍କୁ ଦେଖାଇଦିଆଯାଇଛି ।
ଉଭୟ ମାଈ ଓ ଅଣ୍ଡିରା ୧୬-୧୭ ଦିନ ପର୍ଯ୍ୟନ୍ତ ଅଣ୍ଡା ଉଷୁମାଇଥାନ୍ତି ।
both's Usage Examples:
Coffins were designated for them both, but they recovered together forming a bond and soon married.
The constitution has a paradox of including both secularism and a state religion.
Film critics and historians such as Tim Lucas and Roberto Curti have identified Blood and Black Lace as representing an evolution in both Bava's style and the thriller genre depicted in cinema.
If both players tap each other at the same time, or indiscernibly closely, both players are considered hit and go down.
The island is known for its Patagonian foxes and guanacos, both introduced species; the former is not to be confused with the closely.
Viz Media will republish the manga in an omnibus edition in both print and digital formats starting.
and groups tended to fall into one of the categories, which would both hold sway during the period of the Republic.
Water is scarce in both summer and winter, and these hamsters have developed an excellent ability to conserve water by maintaining low evaporative water loss rates and concentrating urine.
A co-founder of the literary magazine The Paris Review, he was the only writer to have won the National Book Award in both nonfiction (The Snow Leopard, 1979, category Contemporary Thought) and fiction (Shadow Country, 2008).
Dee Why is in both the federal electorates of Warringah, represented by the independent member of parliament Zali Steggall, and the electorate of Mackellar, which is currently represented by Jason Falinski, a former Warringah councillor of the Liberal Party.
Sangster later turned to direction with The Horror of Frankenstein and Lust for a Vampire (both 1970) for the studio, but with far less success.
was engaged in trying to solve the problems of doubling the cube and trisecting the angle, both problems we now understand to be impossible using the.
Synonyms:
some,
Antonyms:
all, no,