<< bombinations bombing run >>

bombing Meaning in Odia (Oriya). ( bombing ଶବ୍ଦର ଓଡିଆ ଅର୍ଥ)



ବୋମା ବିସ୍ଫୋରଣ,

Noun:

ବୋମା ବିସ୍ଫୋରଣ |,

People Also Search:

bombing run
bombings
bombo
bombproof
bombs
bombshell
bombshells
bombshelter
bombsight
bombsights
bombycid
bombycidae
bombycids
bombyx
bon mot

bombing తెలుగు అర్థానికి ఉదాహరణ:

କିନ୍ତୁ ସରବଜିତ ପରେ ଦାବି କରିଥିଲେ ଯେ, ସେ ଜଣେ ସାଧାରଣ ଚାଷୀ ଯିଏକି ବୋମା ବିସ୍ଫୋରଣର ୩ ମାସ ପରେ ଭୁଲ୍ ବଶତଃ ପାକିସ୍ତାନରେ ପ୍ରବେଶ କରିଯାଇଥିଲେ ।

ପ୍ରାୟ ୧ ବର୍ଷ ପରେ ତାଙ୍କ ଭଉଣୀ ଦଲଜିତ ସରବଜିତଙ୍କ ହାତ ଲେଖା ଚିଠି ପାଇଲେ ଓ ଜାଣିବାକୁ ପାଇଲେ ଯେ ସରବଜିତ ପାକିସ୍ତାନରେ ବୋମା ବିସ୍ଫୋରଣ ଅପରାଧରେ ଭୁଲରେ ମଞ୍ଜିତ ପରିଚୟ ନେଇ ଜେଲରେ ଅଛନ୍ତି ଓ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ କରାଯାଇଅଛି ।

ସେ ଆହୁରି ମଧ୍ୟ ଦାବି କରିଥିଲେ କି ୮ ଦିନ ପରେ ପୋଲିସ ତାଙ୍କୁ ଆତଙ୍କବଦୀର ଆଖ୍ୟା ଦେଇ ବୋମା ବିସ୍ଫୋରଣ ଅପରାଧରେ ଗିରଫ କରିଥିଲା ।

ସେତେବେଳକୁ ୧୯୯୩ ବୋମା ବିସ୍ଫୋରଣର ମକୋଦ୍ଦମା ଚାଲିଥିଲା, ତେଣୁ ଏହାର କାହାଣୀ ଉପରେ ରୋକ ଲଗାଯାଇଥିଲା ।

କିନ୍ତୁ ୯ ଅଗଷ୍ଟ ୧୯୪୫ରେ ସୋଭିଏତର ଜାପାନ ବିରୁଦ୍ଧରେ ଯୁଦ୍ଧ ଘୋଷଣା, ତଥା ମାଞ୍ଚୁରିଆ ଓ ଅନ୍ଯାନ୍ଯ ଅଞ୍ଚଳର ଅଧିକାର ଏବଂ ହିରୋଶିମା ଓ ନାଗାସାକି ଉପରେ ବୋମା ବିସ୍ଫୋରଣ, ପରେ ଜାପାନ ଆତ୍ମସମର୍ପଣ କରିଦେଲା ।

.| ପ୍ରଶିକ୍ଷଣ ଓ ସମସ୍ୟା |ପାକିସ୍ତାନ ମାନବ ଅଧିକାରର କର୍ମୀ ଅଂଶର ବୁରନେ ଦାବି କରିଥିଲେକି ସରବଜିତ କୌଣସି ବୋମା ବିସ୍ଫୋରଣ ଅପରାଧ ସହ ଜଡ଼ିତ ନାହାନ୍ତି ଓ ୩୦ ଅଗଷ୍ଟ ୧୯୯୦ରେ କସୁରଠାରେ ତାଙ୍କୁ ବେଆଇନ ଭାବରେ ପାକିସ୍ତାନ ସୀମାରେ ପଶିଯିବା ପାଇଁ ଗିରଫ କରାଯାଇଥିଲା ।

| ପ୍ରଭାବ |ଏହି ରାଶିକୁ ୨୦୧୩ ମସିହା ଉତ୍ତରାଖଣ୍ଡ ବନ୍ୟା, ୨୦୧୪ ମସିହାରେ ହୋଇଥିବା କେରଳ ଏବଂ ଲାକ୍ଷାଦ୍ୱୀପ ବାତ୍ୟା, ୨୦୧୪ ମସିହାରେ ହୋଇଥିବା ଆସାମ ହିଂସା, ୨୦୧୫ ମସିହାରେ ମଧ୍ୟପ୍ରଦେଶରେ ହୋଇଥିବା ବୋମା ବିସ୍ଫୋରଣ, ୨୦୧୫ ମସିହାରେ ହୋଇଥିବା ତାମିଲନାଡୁ ବନ୍ୟା,୨୦୧୯ ମସିହାରେ ହୋଇଥିବା ଓଡ଼ିଶାର ଫଣୀ ବାତ୍ୟା ଇତ୍ୟାଦିରେ ପ୍ରପୀଡ଼ିତ ଅଧିବାସୀମାନଙ୍କ ନିମନ୍ତେ ଉପଯୋଗ କରାଯାଇଥିଲା ।

| ଦୋଷୀ ସାବ୍ୟସ୍ତ ହେବା ପରେ |୨୬ ଏପ୍ରିଲ ୨୦୦୮ରେ ମୁଖ୍ୟ ସାକ୍ଷୀ ଶୌକତ ସଲିମ ସମ୍ବାଦିକଙ୍କ ସମୁଖରେ ନିଜର ବୟାନ ବଦଳାଇଥିଲା ଓ କହିଥିଲା କି ତାର ବାପା, ମା ବୋମା ବିସ୍ଫୋରଣରେ ମୃତ୍ୟୁ ବରଣ କରିଥିଲେ ଏବଂ ପୋଲିସର ଧମକରେ ସେ ସରବଜିତଙ୍କ ଦୋଷୀ ବୋଲି କହିଥିଲା ।

କିନ୍ତୁ ୮ ଦିନ ପରେ ପାକିସ୍ତାନ ପୋଲିସ ୧୯୯୦ରେ ଲାହୋର ଓ ଫୈସଲାବାଦରେ ହୋଇଥିବା ବୋମା ବିସ୍ଫୋରଣ ଅପରାଧରେ ଦୋଷୀ କରାଇଦେଇଥିଲା ।

ଏହି ଚଳଚ୍ଚିତ୍ରଟିର ୧୯୯୩ର ବମ୍ବେ ବୋମା ବିସ୍ଫୋରଣ ଉପରେ ଆଧାରିତ ହୁସେନ ଜାଇଦିଙ୍କ ପୁସ୍ତକର କାହାଣୀକୁ ନେଇ ନିର୍ମାଣ କରାଯାଇଥିଲା ।

ଶ୍ରମିକମାନେ ବଡ଼ ଦଳରେ ଅନୁପସ୍ଥିତ ରହିଲେ ଏବଂ ଧର୍ମଘଟ ଡକାଗଲା | ସମସ୍ତ ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ ନୁହେଁ, କେତେକ ସ୍ଥାନରେ ବୋମା ବିସ୍ଫୋରଣ ହୋଇଥିଲା, ସରକାରୀ ଅଟ୍ଟାଳିକାଗୁଡ଼ିକରେ ନିଆଁ ଲାଗିଯାଇଥିଲା, ବିଦ୍ୟୁତ କାଟ କରାଯାଇଥିଲା ଏବଂ ପରିବହନ ଏବଂ ଯୋଗାଯୋଗ ଲାଇନଗୁଡିକ ବିଚ୍ଛିନ୍ନ କରାଯାଇଥିଲା।

କେବଳ ଦେଶ ନୁହେଁ ବିଦେଶରେ ହେଉଥିବା ବୋମା ବିସ୍ଫୋରଣ ଉପରେ ବି ନଜର ରଖିଥାଏ ଏନ୍‌ବିଡିସି ।

୨୦୧୮ ମସିହାରେ ଓଡ଼ିଶାର ପାଟଣାଗଡ଼ଠାରେ ଘଟିଥିବା ବୋମା ବିସ୍ଫୋରଣ ଘଟଣା ଉପରେ ଏହି କଥାଚିତ୍ରଟିର କାହାଣୀ ଆଧାରିତ ।

bombing's Usage Examples:

Slim had always derided Sato as the most unenterprising of his opponents, and even recounted dissuading the RAF from bombing.


racketeer whose bombing of an uncooperative barber shop leads to a murder charge.


Local dissatisfaction at the lack of action at the site and the unattractiveness of the area lead to a yarn bombing, with a large hand made sign being.


ICNA strongly condemned the 2010 Times Square car bombing attempt and immediately called for punishment to the fullest extext of the law for anyone who engages in terrorism.


It participated in the saturation bombing of German lines just before Operation Cobra, the breakthrough at Saint-Lô.


She was killed in a bombing raid during the war.


"Carpet bombing", also known as "saturation bombing", and "obliteration bombing", refers to a type of area bombing that.


"Afghan suicide bombing kills 68 in deadly month for attacks".


MemorialOn 10 March 2015, 50 years after the bombing, a memorial dedicated to the victims of the Konfrontasi as well as soldiers who died during that period, was unveiled at Dhoby Ghaut Green, situated across MacDonald House.


, an airliner bombing by a skyjacker).


his essay Industrial Society and Its Future, in which he argued that his bombings were extreme but necessary to attract attention to the erosion of human.


He was killed during the atomic bombing of Hiroshima.



Synonyms:

onslaught, bombing run, bombardment, saturation bombing, area bombing, attack, onset, carpet bombing, onrush,

Antonyms:

finish, end, refrain, praise, defend,

bombing's Meaning in Other Sites