<< bolivia bolivian >>

bolivia's Meaning in Odia (Oriya). ( bolivia's ଶବ୍ଦର ଓଡିଆ ଅର୍ଥ)



ବଲିଭିଆର,

Noun:

ବୋଲିଭିଆ,

People Also Search:

bolivian
bolivian monetary unit
boliviano
bolivianos
bolivians
bolivias
boll
bollard
bollards
bolled
bollen
bolling
bollix
bollock
bollocks

bolivia's తెలుగు అర్థానికి ఉదాహరణ:

|ବଲିଭିଆରେ ଅନେକ ରାଜପଥ ଆଣ୍ଡିଜକୁ ବିଖଣ୍ଡିତ କରିଅଛନ୍ତି ।

ବଲିଭିଆର ପୋଟୋସି ଓ ପେରୁର କେରୋ ଡି ପାସ୍କୋ ସ୍ପେନୀୟମାନଙ୍କର ପ୍ରମୁଖ ଖଣି ଥିଲା ।

ସେବେଠାରୁ ବଲିଭିଆର ଆଉ ଉପକୂଳ ନାହିଁ ।

ଦକ୍ଷିଣ ବଲିଭିଆରେ ମଧ୍ୟ ଆଣ୍ଡିଜ ଉପରେ କିଛି ରେଳପଥ ନିର୍ମିତ ହୋଇଛି ।

ଆଦିବାସୀ ଭାଷା ଜାତୀୟ ଭାଷା ହୋଇଥାଇପାରେ (ଆଇମାରା ଭାଷା ବଲିଭିଆର ଏକ ସରକାରୀ ଭାଷା) ବା ହୋଇନଥାଇପାରେ ।

ମ୍ୟାଲେରିଆ ରୋଗର ଚିକିତ୍ସାପାଇଁ ସିକୋନା (Cinchona) ଗଛର ଛେଲିରୁ ଔଷଧ ପ୍ରସ୍ତୁତ କରାଯାଉଥିଲା ଏବଂ ଏହା କେବଳ ପେରୁ ଓ ବଲିଭିଆରେ ମିଳୁଥିଲା ।

ଏହା ପରେ ଚିଲି ପେରୁର କିଛି ଭୂଭାଗ ଓ ବଲିଭିଆର ଉପକୂଳ ଅଞ୍ଚଳ ନିଜ କବଜାକୁ ନେଇଥିଲା ।

|ଭୂଗୋଳ|ଆଣ୍ଡିଜ ପର୍ବତମାଳା ପ୍ରାୟ ୨୦୦ କିଲୋମିଟର ଓସାରିଆ; ବଲିଭିଆରେ ଏହାର ଓସାର ୬୪୦ କିଲୋମିଟର ହୋଇଯାଇଛି ।

|ବଲିଭିଆର ରାଜଧାନୀ ଲାପାଜ ବିଶ୍ୱର ସର୍ବୋଚ୍ଚ ରାଜଧାନୀ ନଗର ।

ବଲିଭିଆର କୋଚାବମ୍ବାସ୍ଥିତ “କ୍ରାଇଷ୍ଟୋ ଡି ଲା କୋନ୍‍କୋର୍ଡିଆ” ମୂର୍ତ୍ତି ମୁକ୍ତିଦାତା ଯୀଶୁ ପ୍ରତିମୂର୍ତ୍ତିଠାରୁ ସାମାନ୍ୟ ବଡ଼ ।

bolivia's's Meaning in Other Sites