<< bodiless bodily function >>

bodily Meaning in Odia (Oriya). ( bodily ଶବ୍ଦର ଓଡିଆ ଅର୍ଥ)



ଶାରୀରିକ,

Adjective:

ଶରୀର, ଜନ୍ମ, ଶାରୀରିକ,

People Also Search:

bodily function
boding
bodings
bodkin
bodkins
bodle
bodoni
bodrag
bods
body
body and soul
body armor
body armour
body bag
body corporate

bodily తెలుగు అర్థానికి ఉదాహరణ:

ଏହି ଚଳଚ୍ଚିତ୍ର ପରେ ସେ ଶାରୀରିକ ଅସୁସ୍ଥାତା ପାଇଁ ଅଭିନୟ ଦୁନିଆରୁ ଦୂରେଇ ଯାଇଥିଲେ ଏବଂ ନିଜର ବେପାରରେ ଧ୍ୟାନ ଦେଇଥିଲେ ।

ଏହା ସ‌ହିତ ଶାରୀରିକ ପରୀକ୍ଷା କରି ବାଧାର କାରଣ ଖୋଜିହୁଏ ।

ଗର୍ଭାବସ୍ଥାରେ ଚିକିତ୍ସା କରା‌ନଗଲେ ଛୁଆର ଶାରୀରିକ ଓ ମାନସିକ ବୃଦ୍ଧି ବିଳମ୍ବ ହୁଏ ଯାହାକୁ କ୍ରେଟିନିଜ୍ମ କୁହାଯାଏ ।

ଯଦି ଦଳରେ ଅନେକ ପ୍ରଜନନକ୍ଷମ ମାଈ ମାଙ୍କଡ଼ ଥାନ୍ତି, ତେବେ ମାଈ ମାଙ୍କଡ଼ମାନଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା ଓ ବୟସକୁ ଆଧାର କରି କ୍ରମ ନିର୍ଦ୍ଧାରିତ ହୋଇଥାଏ ।

|ଶାରୀରିକ ତପ - (କ) ଦେବତା, ଗୁରୁ ଓ ମହାପୁରଷଙ୍କୁ ପୂଜା ଓ ଯଥୋଚିତ ସମ୍ମାନ ।

|ନିଦାନୀୟ ନମୁନା|ସଂଜ୍ଞାନୁସାରେ ଅଣ-ସଂକ୍ରମଣକ୍ଷମ ମାନବ ବା ପଶୁ ପଦାର୍ଥମାନଙ୍କୁ ନିଦାନୀୟ ନମୁନା କୁହାଯାଏ ଯେଉଁଥିରେ ଥାଏ ରକ୍ତ, ଲାଳ (saliva), ନିଷ୍କାସିତ ଦ୍ରବ୍ୟ (excreta), ଶାରୀରିକ ତନ୍ତୁ (tissue), ତନ୍ତୁ ତରଳ ପଦାର୍ଥ (tissue fluid) ଓ ରକ୍ତ ସଞ୍ଚାରଣ ନିମନ୍ତେ ରକ୍ତ ପଦାର୍ଥ (blood products) ।

ଅଜନ୍ତାର ଚିତ୍ରଗୁଡ଼ିକରେ ପାରମ୍ପରିକ ଶୈଳୀ, ନିଖୁଣତା, ସୌକୁମାର୍ଯ୍ୟ, ରାଜକୀୟ ଠାଣି, ଶାରୀରିକ ସୌନ୍ଦର୍ଯ୍ୟ, ଯୌନୋଦ୍ଦୀପକତା ଆଦି ଦେଖିବାକୁ ମିଳେ ।

|ଶାରୀରିକ କାର୍ଯ୍ୟର ବୃଦ୍ଧି ସମୟରେ କିମ୍ବା ବ୍ୟାୟାମ ସମୟରେ ବ୍ୟକ୍ତିର ସହନଶକ୍ତି ଆକଳନ କରିବା ।

ରାଜନୀତି ଏକ ପେଷାକୁ (Politics as a Vocation) ୱେବର ସଂଜ୍ଞା କରି ଲେଖିଥିଲେ, ରାଜ୍ୟ (state) ଏକ ସତ୍ତା ଯେଉଁଠି ନ୍ୟାୟିକ ଭାବରେ ଶାରୀରିକ ବଳ ପ୍ରୟୋଗର ("monopoly of the legitimate use of physical force) ଏକଚାଟିଆ ଦାବୀ କରାଯାଇପାରେ ।

ଲକ୍ଷଣ ଓ ଶାରୀରିକ ପରୀକ୍ଷା (examination) କରି ରୋଗ ସନ୍ଦେହ କରିବା ପରେ ଅନ୍ୟ ସମସ୍ତ ସମ୍ଭାବ୍ୟ କାରଣ ଖାରଜ କରି ନିର୍ଣ୍ଣୟ କରାଯାଏ ।

|ଶୈଶବ ସମୟରେ ଭାରତୀକୁ ସମ୍ପର୍କୀୟମାନେ ଶାରୀରିକ ଓ ବାଚନିକ ଭାବରେ ନିର୍ଯାତନା ଦେଇଥିଲେ ।

ସେମାନଙ୍କର ଅନୁସନ୍ଧାନରୁ ଏହା ମଧ୍ୟ ସିଦ୍ଧାନ୍ତ ନିଆଯାଇଛି ଯେ ଯେଉଁମାନଙ୍କର ଭାବପ୍ରବଣତାର ଅଭାବ ରହିଛି ସେମାନେ ସାମାଜିକ ବିରୋଧୀ ଆଚରଣ (ଯେପରିକି ଡ୍ରଗ୍ ଏବଂ ମଦ୍ୟପାନ, ଶାରୀରିକ ଝଗଡ଼ାଝାଟି, ଭଙ୍ଗାରୁଜା) ପ୍ରତି ପ୍ରବୃତ୍ତ ଅଟନ୍ତି, ଯାହା ମାନସିକ ସ୍ୱାସ୍ଥ୍ୟ ଏବଂ ଚାପଗ୍ରସ୍ତ ଭାବନାକୁ ପ୍ରତିଫଳିତ କରିଥାଏ ।

bodily's Usage Examples:

Using airdropped wheat, corn, scraps of cotton cloth and sand infested with plague infected fleas, an outbreak was started that resulted in a hundred deaths, infections and mild to severe bodily mutilations.


principle that an honest but unreasonable belief that it is necessary to defend oneself from imminent peril to life or great bodily injury negates malice aforethought.


A medical aspirator is a suction machine used to remove mucus, blood, and other bodily fluids from a patient.


The core elements of the bodily-kinesthetic intelligence are control of one"s bodily motions and the capacity to.


He also proposed laws regarding Qisas and Diyat, Islamic penal laws governing retribution (qisas) and compensation (diyat) in crimes involving bodily injury.


the health or comfort of victim which is more than merely transient or trifling has been held by Australian courts to be "actual bodily harm".


evasion, bribery, false imprisonment, assault causing great bodily injury, dissuading a witness, and record-keeping violations; and has pleaded no contest to.


Psychiatric disorder Non-physical or psychiatric injury can be considered "bodily harm" whether "actual" or "grievous", but.


Following this I experienced bodily quakings and tremblings.


insults tend to be derived from tabooed objects, such as bodily organs and excrement, not all references to tabooed objects are necessarily considered.


bodily wear or lifestyle choices (such as exercise or eating habits) may worsen degenerative diseases, but this depends on the disease.


Wright spoke of "the idea of bodily resurrection that people deny when they talk about their "souls going to.


beams high in the air, now radiating in fan-like effect and changing from intensest white to the softer greens and yellows; now again shifting bodily from.



Synonyms:

somatic, corporal, corporeal, physical,

Antonyms:

unbodied, immateriality, lethargic, supernatural, mental,

bodily's Meaning in Other Sites