<< boaster boastful >>

boasters Meaning in Odia (Oriya). ( boasters ଶବ୍ଦର ଓଡିଆ ଅର୍ଥ)



ଗର୍ବିତ, ଅହଂକାରୀ,

Noun:

ଅହଂକାରୀ,

boasters తెలుగు అర్థానికి ఉదాహరణ:

୨୦୧୩ରେ ତାମିଲ ଚଳଚ୍ଚିତ୍ରରେ ବରେଣ୍ୟ ଅବଦାନ ପାଇଁ ଅସିନଙ୍କୁ ୨ୟ ଦକ୍ଷିଣ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଗର୍ବିତ ଚେହେରା ଭାବରେ ପୁରସ୍କୃତ କରାଯାଇଥିଲା ।

ଯେତେବେଳେ ଭୀମ ଯୁଧିଷ୍ଠିରଙ୍କୁ ସହଦେବ କାହିଁକି ସ୍ୱର୍ଗରେ ନ ପହଞ୍ଚି ମୃତ୍ୟୁ ମୁଖରେ ପଡ଼ିଲେ ବୋଲି ପଚାରିଲେ, ଯୁଧିଷ୍ଠିର ଉତ୍ତର ଦେଲେ ଯେ ସହଦେବଙ୍କର ନିଜର ଜ୍ଞାନ ଉପରେ ଅତ୍ୟନ୍ତ ଗର୍ବିତ ହେବା ହିଁ ଏହାର କାରଣ ବୋଲି ଉତ୍ତର ଦେଇଥିଲେ ।

ଲାବଣ୍ୟବତୀ ନିଜ ନାମରେ ଲେଖା ଯାଇଥିବା କାବ୍ୟଟିକୁ ହାତରେ ପାଇ ନିଜକୁ ଗର୍ବିତ ମନେ କଲେ ।

| ବରୁଣେଇ ||ଏହା ଓଡ଼ିଶାର ଗୌରବମୟ ସ୍ଥଳୀ ମା ବରୁଣେଇ କରୁଣେଇ ପାହାଡ଼କୁ ନେଇ ଓଡ଼ିଶା ଗର୍ବିତ|ଏହି ମନ୍ଦିରଟି ବରୁଣେଇ ପାହାଡ ଉପରେ ଅବସ୍ଥିତ।

ଛାତ୍ରର ଏତାଦୃଶ ବିକାଶରେ ଗୁରୁ ଆତ୍ମ ବିଭୋର ଓ ଗର୍ବିତ ହୋଇ ଉଠୁଥିଲେ ।

ଜଣେ ଭାରତୀୟ ଭାବରେ ନିଜ ସଂସ୍କୃତି ଓ ସଭ୍ୟତା ପ୍ରତି ଲେଖକର ଗର୍ବିତ ଅନୁଭବ ଏହି ପୁସ୍ତକରୁ ବାରିହୁଏ ।

ଜଣେ ଗର୍ବିତ ଓଡ଼ିଆ ଭାବରେ ସେ ଓଡ଼ିଆରେ ପାଠ୍ୟପୁସ୍ତକ ସବୁକୁ ଅନୁବାଦ କରି ଓଡ଼ିଶାର ଏବଂ ଓଡ଼ିଆ ଭାଷାର ସମ୍ମାନ ବ‌ହୁତ ଉପରକୁ କରିଦେଇଥିଲେ ।

ଚଳିତ ବର୍ଷ ବ୍ରାଜିଲର ଋଓଠାରେ ଅଲିମ୍ପିକ ହେଲା ପରେ ହେଇଥିବା ପର ଅଲିମ୍ପିକରେ ଭାଗ ନେଇ ଅଦ୍ଭୂତପୂର୍ବ ସଫଳତା ମଧ୍ୟ ପାଇ ଦେଶକୁ ଗର୍ବିତ କରିଛି ।

ମୂର୍ତ୍ତି ଧ୍ୱଂସ କରି ମୁସ୍‍ଲିମ୍‍ମାନେ ଗର୍ବିତ ହେବା ଉଚିତ୍ କାରଣ ମୂର୍ତ୍ତି ଧ୍ୱଂସକରି ଆମେ ଅଲ୍ଲାଙ୍କୁ ସମ୍ମାନିତ କରିଛୁ ବୋଲି ଓମାର୍ କହିଥିଲେ ।

ଭାରତରେ ମିଞ୍ଜଙ୍କ ଭଳି ଦକ୍ଷ ସର୍ଜନ ଥିବାରୁ ସେ ଗର୍ବିତ ବୋଲି ଟ୍ୱିଟ କରିଥିଲେ ।

| ଉପଲବ୍ଧି ସମୂହ |ସୟଦ ପ୍ରକୃତରେ 14 ବର୍ଷ ବୟସରେ ଜାତୀୟ ଜୁନିୟର ବେଡମିଣ୍ଟନ ଚମ୍ପିୟାନ ହେଇ ନିଜ ପରିବାରକୁ ଗର୍ବିତ କରେଇଥିଲେ ।

boasters's Usage Examples:

The Earl of Dartmouth had this to say in a 1766 correspondence: I should explain to your Lordship what is meant by Crackers; a name they have got from being great boasters; they are a lawless set of rascals on the frontiers of Virginia, Maryland, the Carolinas, and Georgia, who often change their places of abode.


debate, deceit, malignity; whisperers, 30: Backbiters, haters of God, despiteful, proud, boasters, inventors of evil things, disobedient to parents, 31:.


They are also boasters and threateners and are fond of pompous language, and yet they have sharp wits and are.


are great boasters, but poor fighters; they are better at quaffing great tankards and guzzling.


The Baruuli were originally known as Baduuli (or boasters).


… our impotent pose of today to beat the loud drum on fornication! … boasters … eunuchs parading with the phallus! … giving themselves away … whom do.


Lordship what is meant by Crackers; a name they have got from being great boasters; they are a lawless set of rascals on the frontiers of Virginia, Maryland.


boasters, but poor fighters; they are better at quaffing great tankards and guzzling.


slogan was "Sudbury is a progressive city; we should be optimists and boasters, not pessimists and knockers".


Lordship what is meant by Crackers; a name they have got from being great boasters; they are a lawless set of rascalls on the frontiers of Virginia, Maryland.


were fighting on the king"s side to the countess: "The English are great boasters, but poor fighters; they are better at quaffing great tankards and guzzling.


Leonard Brown, noting that the impact of this storm rivaled the tales boasters related about the blizzard of 1888; in the article many amazing statistics.


"The English are great boasters, but poor fighters; they are better at quaffing great tankards and guzzling.



Synonyms:

line-shooter, vaunter, swellhead, blowhard, egoist, bragger, braggart, egotist,

Antonyms:

humble,

boasters's Meaning in Other Sites