<< bluetits blueweed >>

bluetooth Meaning in Odia (Oriya). ( bluetooth ଶବ୍ଦର ଓଡିଆ ଅର୍ଥ)



ବ୍ଲୁଟୁଥ୍,

Noun:

ବ୍ଲୁଟୁଥ୍,

People Also Search:

blueweed
blueweeds
bluewing
bluewings
bluey
blueys
bluff
bluff out
bluffed
bluffer
bluffers
bluffest
bluffing
bluffly
bluffness

bluetooth తెలుగు అర్థానికి ఉదాహరణ:

|ବ୍ଲୁଟୁଥ୍ ବନାମ ୱାଇ-ଫାଇ|ଡାଟା ସ୍ଥାନାନ୍ତର କ୍ଷେତ୍ରରେ ବ୍ଲୁଟୁଥ୍ ଓ ୱାଇ-ଫାଇକୁ ପ୍ରତିଦ୍ୱନ୍ଦୀ କୁହାଯାଇପାରେ ।

|କାର୍ଯ୍ୟକାରିତା|ଏହି ଯନ୍ତ୍ରଟି ପୋକେମନ୍ ଗୋର ଖେଳାଳିଙ୍କ ଦୁରଭାଷ ଯନ୍ତ୍ର ସହିତ ବ୍ଲୁଟୁଥ୍ ଯୋଗେ ସଂଯୁକ୍ତ ହୋଇ ରହିଥାଏ ।

ଏହା ବ୍ଲୁଟୁଥ୍ଦ୍ୱାରା ବ୍ୟବହାରକାରୀମାନଙ୍କୁ ଏକ ସୂଚନା ପଠାଇଥାଏ ଯେବେ କୌଣସି ପୋକେମୋନ ବ୍ୟବହାରକାରୀଙ୍କ ପାଖରେ ଥାଏ ।

ବ୍ଲୁଟୁଥ୍ ଏବଂ ଜିପିଏସ ଟେକ୍ନୋଲୋଜି ବ୍ୟବହାର କରି, ଆରୋଗ୍ୟ ସେତୁ ଆପ୍ ବିପଦ ସଂକେତ ନିର୍ଣ୍ଣୟ କରିବାକୁ ଚେଷ୍ଟା କରେ, ଯଦି ଜଣେ କୋଭିଡ-୧୯ ସଂକ୍ରମିତ ବ୍ୟକ୍ତି (ଛଅ ଫୁଟ ଦୂରତା ମଧ୍ୟରେ) ପାଖାପାଖି ଆସନ୍ତି ଏହା ବିପଦ ସଙ୍କେତ ଦର୍ଶାଇଥାଏ ।

ସୁରକ୍ଷା ଦୃଷ୍ଟିରୁ ବ୍ଲୁଟୁଥ୍‌ ୪.୦ରେ ଏଇଏସ୍ ୧୨୮-ବିଟ୍ ଇନ୍‌ସ୍କ୍ରିପ୍‌ସନ୍ ବ୍ୟବ‌ହାର କରାଯାଉଥିବା ବେଳେ ୱାଇ-ଫାଇରେ ଡବ୍ଲ୍ୟୁପିଏ-୨ ସିକ୍ୟୁରିଟି ଓ ଏଇଏସ୍ ୨୫୬-ବିଟ୍ ଇନ୍‌ସ୍କ୍ରିପ୍‌ସନ୍ ବ୍ୟବ‌ହାର କରାଯାଇଥାଏ ।

ଏହା ଏକ ଟ୍ରାକିଂ ଆପ୍ ଯାହା କରୋନାଭାଇରସ୍ ସଂକ୍ରମଣକୁ ଟ୍ରାକ୍ କରିବା ପାଇଁ ସ୍ମାର୍ଟଫୋନର ଜିପିଏସ୍ ଏବଂ ବ୍ଲୁଟୁଥ୍ ବୈଶିଷ୍ଟ୍ୟ ବ୍ୟବହାର କରେ ।

ସେହିପରି ୱାଇ-ଫାଇ ଜରିଆରେ ଉପରକୁ ୬୦୦ ଫୁଟ ଉପରକୁ ଏହି ସେବାର ବ୍ୟବ‌ହାର କରାଯାଇପାରୁଥିବା ବେଳେ ବ୍ଲୁଟୁଥ୍ ୪.୦ ଜରିଆରେ ମାତ୍ର ୨୦୦ ଫୁଟ ଉପରକୁ ଏହି ସେବାର ବ୍ୟବ‌ହାର କରାଯାଇ ପାରେ ।

ବ୍ଲୁଟୁଥ୍ ୪.୦ରେ ୨୬ ମେଗାବିଟ୍‌ସ୍/ସେକେଣ୍ଡ୍ ତୀବ୍ରତାରେ ଡାଟା ସ୍ଥାନାନ୍ତରିତ ହେଉଥିବା ବେଳେ ୱାଇ-ଫାଇରେ ୨୫୦ ମେଗାବିଟ୍‌ସ୍/ସେକେଣ୍ଡ୍ ତୀବ୍ରତାରେ ଡାଟା ସ୍ଥାନାନ୍ତରିତ ହେଉଥାଏ ।

ୱାଇ-ଫାଇ ତୀବ୍ରତା, ସେବା ଓ ସୁରକ୍ଷା ଦୃଷ୍ଟିକୋଣରୁ ବ୍ଲୁଟୁଥ୍‌ଠାରୁ ଭଲ ହୋଇଥିଲେ ସୁଦ୍ଧା ବ୍ଲୁଟୁଥ୍ ତୁଳନାରେ ଏଥିରେ ବ୍ୟାଟେରୀ ଉପଯୋଗ ବେଶୀ ହୋଇଥାଏ ।

|ଆଧାର|ପଞ୍ଜାବ ପୋକେମନ ଗୋ ପ୍ଳସ୍ ଏକ ବ୍ଲୁଟୁଥ୍ ଯନ୍ତ୍ର ଯାହାକି ପୋକେମନ୍ ଗୋର ଖେଳାଳିଙ୍କଦ୍ୱାରା ବ୍ୟବହାର ହୋଇଥାଏ ।

bluetooth's Usage Examples:

The beacon uses a bluetooth connection to communicate with the Facebook.


For instance, the NetworkManager network daemon, BlueZ bluetooth stack and PulseAudio sound server use D-Bus to provide part or all of their services.


2 phone acting as a modem, and not all bluetooth phones will work with the tablet.



bluetooth's Meaning in Other Sites