bloody Meaning in Odia (Oriya). ( bloody ଶବ୍ଦର ଓଡିଆ ଅର୍ଥ)
ରକ୍ତାକ୍ତ,
Verb:
ରକ୍ତାକ୍ତ,
People Also Search:
bloody fluxbloody minded
bloody mindedness
bloodying
bloodymindedness
bloom
bloom of youth
bloomed
bloomer
bloomers
bloomery
bloomfield
blooming
bloomington
bloomless
bloody తెలుగు అర్థానికి ఉదాహరణ:
|ଏହି ଘଟଣା ଲୋକ ମାନଙ୍କ ମନରେ ଉତ୍ତେଜନା ସୃଷ୍ଟି କଲା ଏବଂ ଏହା ରକ୍ତାକ୍ତ ରବିବାର (Bloody Sunday) ନାମରେ ପରିଚିତ ହେଲା ।
ତା ପାଖରେ ମଣିଷର ରକ୍ତାକ୍ତ ଶବ ପଡିଥିବାର ଦେଖି ଭୟରେ ଫେରି ଆସିଲା ।
ତୋତେ ନ ଦେଖିଲେ ମୋର ବଞ୍ଚି ରହିବା ବୃଥା ସିନା!’ ଭୂଇଁରେ ଏତେ ଜୋର୍ରେ ମୁହଁ ଘଷୁଥିଲେ ଯେ, ମୁହଁ ରକ୍ତାକ୍ତ ହୋଇଯାଉଥିଲା ।
କ୍ୱଚିତ ପରିସ୍ରା ରକ୍ତାକ୍ତ ହୁଏ ।
'ନେତାଜୀ ଆଉ ଫେରିନାହାନ୍ତି', 'ଫାଶୀ ମଞ୍ଚରେ ବିପ୍ଳବୀ’, ‘ପ୍ରତାରଣାର ଶହେ ବର୍ଷ’, ‘ସେହି ରକ୍ତାକ୍ତ ଅଗଷ୍ଟ ପନ୍ଦର’, ‘ଭାରତ ବିଭାଜନ', ‘ରାଜଦ୍ରୋହୀ’, ‘ଅଗ୍ନି ଯୁଗର ଆହ୍ଲାନ’, ‘ରକ୍ତସ୍ନାତା’, ‘ବହ୍ନିମାନ' ଆଦି ତାଙ୍କଦ୍ୱାରା ଲିଖିତ ପ୍ରସିଦ୍ଧ ପୁସ୍ତକ ।
| କାରଣ |ମାଲ୍ଲୋରୀ- ୱେସ ସିଣ୍ଡ୍ରୋମ (Mallory-Weiss syndrome): ଏସୋଫେଗସରେ ରକ୍ତାକ୍ତ କ୍ଷତ, ଅଧିକ ବାନ୍ତିଲାଗିବା ହେତୁ ହୁଏ ।
ସେଠାରେ ପୁଲିସ ଗୁଳିଚାଳନାରେ ୨୭ଜଣ କର୍ମୀ ରକ୍ତାକ୍ତ ଆହାତ ହୋଇଥିଲେ ଓ ୫୫ ବର୍ଷ ବୟସ୍କ ଉଚ୍ଛବ ମଲିକ ସହିଦ ହୋଇଥିଲେ ।
ରକ୍ତାକ୍ତ ସ୍ଟାଲିନଗ୍ରାଡ ପ୍ରତିରୋଧ (defense of Stalingrad) ସମୟରେ କୃସ୍ଚେଭ ସେଠାରେ ଥିଲେ ଓ ସାରା ଜୀବନ ସେ ଏଥିପାଇଁ ଗର୍ବ ଅନୁଭବ କରୁଥିଲେ ।
ଏହି କାଳରେ ଚୀନ ଯୁଦ୍ଧରେ ବହୁ ରକ୍ତ-ରକ୍ତାକ୍ତ ଦେଖିଥିଲା ।
|ସେ ରକ୍ତାକ୍ତ ରବିବାର ବା Bloody Sunday (୧୮୮୭) ପ୍ରଦର୍ଶନ ଏବଂ ୧୮୮୮ ମସିହାରେ ହୋଇଥିବା ଲଣ୍ଡନର ଦିଆସିଲି କାଠି କାରଖାନାରେ କାମ କରୁଥିବା ମହିଳାମାନଙ୍କର ବିଦ୍ରୋହରେ ସକ୍ରିୟ ଭାବେ ଯୋଗ ଦେଇଥିଲେ।
ଜଣେ କୃଷକ ଚାଷ କରୁଥିବା ବେଳେ ଲଙ୍ଗଳ ମୁନ ରକ୍ତାକ୍ତ ହୋଇଯିବାର ଦେଖି ଭୟଭୀତ ହୋଇଯାଇଥିଲେ ।
ସ୍ରାବ ଦୁଧିଆ, ସ୍ୱଚ୍ଛ, ସବୁଜ, ପଚା, ରକ୍ତାକ୍ତ କିମ୍ବା ସାମାନ୍ୟ ହଳଦିଆ ହୋଇପାରେ | ଏହି ସ୍ରାବ ଗାଢ଼, ପତଳା, ଅଠାଳିଆ କିମ୍ବା ଜଳୀୟ ହୋଇପାରେ | |ଗର୍ଭର ଶେଷ ଭାଗରେ ଓ ଶିଶୁ ଜନ୍ମର ପ୍ରଥମ ସପ୍ତାହରେ ସ୍ତନାଗ୍ର ସ୍ରାବ ସାଧାରଣତଃ କ୍ଷୀର ଭଳି ହୁଏ ।
|ବିକିରଣର ବିଷାକ୍ତ ପ୍ରଭାବ (Radiation poisoning)|ଭୁତାଣୁ ଜନିତ ରକ୍ତାକ୍ତ-ଜ୍ୱର ।
bloody's Usage Examples:
In fact, a bloody skirmish took place at Mapulang Labo, where then Apolonio Cueva skillfully beheaded an American Officer mounted on a horse.
The discharge can be milky, clear, green, purulent, bloody, or faintly yellow.
She hits Claire"s husband in the face and gets a bloody nose after he shoves her.
When he fell, bloodying his nose, staff wrapped a plastic bag around his face, causing him to.
The bloody struggle left the Protestants mangled and the Spanish masters of the field, but unable to block the enemy"s march.
As rector, he pronounced bloody harangues against the Jesuits to the parlement on 12 May and 13 July 1594.
Some animals may experience vaginal secretions that could be bloody.
Bert kills the pedophile, he is shown stabbing him multiple times and bloodying his own face.
Among the most noted American military musicians during the revolutionary period was Barzillai Lew whose fifing during the bloody Battle of Bunker Hill has been credited with keeping troop morale high.
after a bloody purge of Ögedeid and Chagatayid factions, but disputes continued among the descendants of Tolui.
On 8 April 1861 five rota of infantry and two troops of Russian cavalry (about 1,300 people) led by General carried out a bloody massacre of civilians, resulting in the deaths of more than 100 people.
It should be mentioned that sometimes her head varies, not only can it be that of a horse, but it can also be that of a dog, a pig, an old woman's face, a skull or a disfigured and bloody face.
White Southerners mocked Butler, using the fiction of him having "waved the bloody shirt", to dismiss.
Synonyms:
murderous, bloodstained, crimson, butcherly, unmerciful, bloodthirsty, slaughterous, red, homicidal, bloodsucking, blood-filled, bloody-minded, violent, sanguineous, merciless, sanguinary, internecine, gory,
Antonyms:
clement, kind, external, merciful, bloodless,