bloodstained Meaning in Odia (Oriya). ( bloodstained ଶବ୍ଦର ଓଡିଆ ଅର୍ଥ)
ରକ୍ତସ୍ରାବ, ରକ୍ତ ଦାଗ,
Adjective:
ରକ୍ତ ଦାଗ,
People Also Search:
bloodstainsbloodstock
bloodstocks
bloodstone
bloodstones
bloodstream
bloodstreams
bloodsucker
bloodsuckers
bloodsucking
bloodtest
bloodtests
bloodthirstier
bloodthirstiest
bloodthirstily
bloodstained తెలుగు అర్థానికి ఉదాహరణ:
ପ୍ରାରମ୍ଭିକ ଅବସ୍ଥାରେ ମାଢ଼ି ଫୁଲିଯାଇ ଲାଲ ଦେଖାଯାଏ ଏବଂ ରକ୍ତସ୍ରାବ ହୋଇପାରେ ଓ ଏହି ଅବସ୍ଥାକୁ ଜିଞ୍ଜିଭାଇଟିସ ମଧ୍ୟ କୁହାଯାଏ ।
ଅଗ୍ରଗତି ହୋଇଗଲେ ହାଡ଼ ଯନ୍ତ୍ରଣା (bone pain), ରକ୍ତସ୍ରାବ ଓ ଆନିମିଆ ଲକ୍ଷଣମାନ ପ୍ରକାଶ ପାଏ ।
ବଡ଼ ପିଲାଙ୍କର ମୁଣ୍ଡ ବଥାଏ, ବିରକ୍ତି ଭାବ ହୁଏ, ଥକ୍କା ଲାଗେ, ସଠିକ ଦେଖାଯାଏ ନାହିଁ, ନାକରୁ ରକ୍ତସ୍ରାବ ହୁଏ ଓ ମୁଖ ମାଂସପେଶୀମାନଙ୍କର ପାରାଲିସିସ ହୁଏ ।
|ଉଦାହାରଣ ସ୍ୱରୁପ ସିକ୍ଲ ସେଲ ଆନିମିଆ ସହିତ ଲୌହ ଅଭାବ; କ୍ରନିକ ପାକସ୍ଥଳୀ ରକ୍ତସ୍ରାବ ସହିତ ବି୧୨ ଓ ଫୋଲେଟ ଅଭାବ ଇତ୍ୟାଦି ।
ଏହା ହେଲେ ରକ୍ତସ୍ରାବ ଓ ବୃକ୍କ ଫେଲ ହେବା ସଙ୍କଟ ବଢ଼ିଯାଏ ।
ଏହାର କାରଣ ଗୁଡ଼ିକର ନାମ:|ରକ୍ତସ୍ରାବ ।
ଏହା ଅନୁସାରେ ପ୍ରସବପର ରକ୍ତସ୍ରାବ, ଅସୁରକ୍ଷିତ ଗର୍ଭପାତରୁ ଉପୁଜୁଥିବା ସ୍ୱାସ୍ଥ୍ୟ ସମସ୍ୟା, ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପଜନିତ ସମସ୍ୟା, ପ୍ରସବପର ସଂକ୍ରମଣ ଓ ପ୍ରସବ ସମୟରେ ବିଘ୍ନ ମାତୃ ମୃତ୍ୟୁର ସାମାନ୍ୟ କାରଣ ଓ ଏଥିରେ ଏମାନଙ୍କ ଶ୍ରେୟ ଯଥାକ୍ରମେ ୧୫%, ୧୫%, ୧୦%, ୮% ଓ ୬% ।
ବିଯୁକ୍ତାତ୍ମକ ଆରଏଚ ଥିଲେ ଆରଏଚଆଇଜି ଦିଆଯାଏ | ୩୪ ସପ୍ତାହରୁ କମ୍ ଗର୍ଭବତୀଙ୍କୁ କର୍ଟିକୋସ୍ଟିରଏଡ ଦେବାକୁ ପରାମର୍ଶ ଦିଆଯାଏ | ଅନ୍ୟାନ୍ୟ ଚିକିତ୍ସା ଏହାର ମୂଳ କାରଣ ଉପରେ ନିର୍ଭର କରେ | ପ୍ରସବ ପରେ ଅକ୍ସିଟୋସିନ, କିମ୍ବା ମିଥାଇଲଏର୍ଗୋନୋଭିନ ବ୍ୟବହାର କରାଯାଇପାରେ | |ସାଂଘାତିକ ପ୍ରସୂତି ରକ୍ତସ୍ରାବ ୨୦୧୫ ମସିହାରେ ୮.୭ ନିୟୁତ ମହିଳାଙ୍କର ହୋଇଥିଲା ଯାହା ଫଳରେ ୮୩.୦୦୦ ରୋଗୀଙ୍କର ମୃତ୍ୟୁ ହୋଇଥିଲା ।
ଋତୁବନ୍ଦ ପରେ ରକ୍ତସ୍ରାବ ଆଟ୍ରୋଫିକ୍ ଭାଜିନାଇଟିସ, ଥାଇରଏଡ୍ ସମସ୍ୟା କିମ୍ବା ପରଜନନ ଅଙ୍ଗରେ କର୍କଟ ରୋଗ କାରଣରୁ ରକ୍ତସ୍ରାବ ହୋଇପାରେ।
ଆଘାତ, ପାକସ୍ଥଳୀ-ଅନ୍ତନଳୀ ରକ୍ତସ୍ରାବ କିମ୍ବା ଅଥାନ ଗର୍ଭ ଯୋଗୁ ରକ୍ତହାନୀ ହୋଇପାରେ ।
|ଆଧାର|ଗ୍ରାମ|ନୟାଗଡ଼ ଜିଲ୍ଲା|ନୟାଗଡ଼ ଜିଲ୍ଲାର ଗାଆଁ ଓ ସହର ଏର୍ଗୋମେଟ୍ରିନ ଅନ୍ୟ ନାମ ଏର୍ଗୋଭାଇନ ବା ଡି-ଲାଇସର୍ଜିକ ଏସିଡ ବିଟା-ପ୍ରୋପାନୋଲାମାଇଡ, ଏକ ଔଷଧ ଯାହା ଜରାୟୁ ସଙ୍କୋଚନ କରି ପ୍ରସବପର ରକ୍ତସ୍ରାବ କମାଏ ।
bloodstained's Usage Examples:
Tredoni's shopping bag, and places the bloodstained butcher knife into it.
the vocalist brandishing a bloodstained knife whilst standing over a decapitated corpse, which was widely reported to represent Donald Trump.
is the Reliquary of the Santo Corporale in silver, gilded silver and varicoloured translucent enamel containing the bloodstained corporal.
Before reaching Camp 3, they found a bloodstained anorak, a climbing boot, and a harness.
There he showed them bloodstained ropes, brickbats and a vat in which bodies were dumped into acid.
The front cover features Lennon's bloodstained glasses positioned next to a half-filled glass of water, with a view of Central Park in the background.
day as the 2016 US presidential election, and features the vocalist brandishing a bloodstained knife whilst standing over a decapitated corpse, which.
of Constantine in the writings of Theophanes the Confessor: "a monster athirst for blood", "a ferocious beast", "unclean and bloodstained magician taking.
A bloodstained hammer was found near the scene, and upon examination of it, Spilsbury found a hair consistent with that of the eyebrow hair of the dead man.
There, police found a bloodstained keyhole saw but no trace of Rogers himself.
2016 US presidential election, and features the vocalist brandishing a bloodstained knife whilst standing over a decapitated corpse, which was widely reported.
Synonyms:
bloody, gory,
Antonyms:
mitigated, merciful, bloodless,