blood pressure Meaning in Odia (Oriya). ( blood pressure ଶବ୍ଦର ଓଡିଆ ଅର୍ଥ)
ରକ୍ତ ଚାପ,
Noun:
ରକ୍ତ ଚାପ,
People Also Search:
blood profileblood red
blood related
blood relation
blood relationship
blood relative
blood serum
blood sugar
blood test
blood transfusion
blood type
blood vessel
bloodbath
bloodbaths
bloodcurdling
blood pressure తెలుగు అర్థానికి ఉదాహరణ:
| ରୋଗ ନିର୍ଣ୍ଣୟ |ନିମ୍ନ ରକ୍ତ ଚାପ ବା ରକ୍ତହୀନାତା ଲକ୍ଷଣ ସହ ରୋଗୀ ଆସେ ।
ଦେହାର ଅନ୍ୟାନ୍ୟ ସ୍ଥାନରେ ନର୍ଏପିନେଫ୍ରିନ ଯୋଗୁ ହୃତ୍ପିଣ୍ଡ ଗତିହାର, ରକ୍ତ ଚାପ ଅଧିକ ହୁଏ, ଶକ୍ତି ଭଣ୍ଡାରରୁ ଗ୍ଲୁକୋଜ ନିର୍ଗତ ହୁଏ, ସ୍କେଲିଟାଲ ପେଶୀକୁ ରକ୍ତ ସରବରାହ ଅଧିକ ହୁଏ, ପାକଅନ୍ତନାଳୀ ପ୍ରଣାଳୀକୁ ରକ୍ତ ସ୍ରୋତ କମିଯାଏ ଓ ତାହାର ଚଳନ କ୍ରିୟା ମଧ୍ୟ କମିଯାଏ, ମୂତ୍ରାଶୟରୁ ମୂତ୍ର ନିଷ୍କାସନ ପରିମାଣ କମିଯାଏ ।
ରକ୍ତ ଚାପ ବୃଦ୍ଧି ହୋଇ ପ୍ରାୟ ଚାରି ଦିନ ମଧ୍ୟରେ ମୃତ୍ୟୁ ହୁଏ ।
| ଶାରୀରିକ ପରୀକ୍ଷା |ରୋଗୀର ଶାରୀରିକ ପରୀକ୍ଷା କଲେ କମ୍ ରକ୍ତ ଚାପ, ଦୃତ ହୃତ୍ପିଣ୍ଡ ଗତି ଓ କମ୍ ଅମ୍ଳଜାନ ସାଚୁରେସନ୍ ଦେଖାଯାଏ ।
|ଗୀତ|ଆଧାର|ବାହାର ଆଧାର|ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର ରିଫ୍ଲେକ୍ସ ସିଙ୍କୋପି (ଇଂରାଜୀ ଭାଷାରେ Reflex syncope) ଏକ ବେମାରୀ ଯେଉଁଥିରେ କିଛି ସମୟ ନିମନ୍ତେ ସ୍ନାୟୁ ଜନିତ (neurologically) କାରଣରୁ ରକ୍ତ ଚାପ (blood pressure) କମି ଚେତନା ହଜିଯାଏ (loss of consciousness) ।
ଫିନାଇଲେଫ୍ରିନ (ଇଂରାଜୀ ଭାଷାରେ Phenylephrine) ଏକ ଔଷଧ ଯାହା ରକ୍ତ ଚାପ ବୃଦ୍ଧି କରିବାକୁ, ମିଡ୍ରିଆସିସ (dilate the pupil), ଡିକଞ୍ଜେସ୍ଟାଣ୍ଟ (decongestant) ନିମନ୍ତେ ଓ ଅର୍ଶ କମ୍ କରିବାକୁ ଦିଆଯାଏ ।
ମେନିଙ୍ଗୋକୋକାଲ୍ ମେନିଞ୍ଜାଇଟିସ୍ଦ୍ୱାରା ପ୍ରାରମ୍ଭ ସମୟରେ ଅତି ନିମ୍ନ ରକ୍ତ ଚାପ ସୃଷ୍ଟି ହୋଇପାରେ ।
|ଆଧାର|ଅନ୍ୟାନ୍ୟ ଲିଂକ୍|ପକ୍ଷୀ|ଚିଲିକା ପଲମୋନାରି ହାଇପରଟେନସନ ବା ପିଏଚ ବା ପିଏଚଟିଏନ (ଇଂରାଜୀ ଭାଷାରେ pulmonary hypertension/ PH/ PHTN) ଏକ ରୋଗ ଯେଉଁଥିରେ ଫୁସଫୁସୀୟ ରକ୍ତନଳୀ (arteries of the lungs) ମଧ୍ୟରେ ରକ୍ତ ଚାପ (blood pressure) ଅଧିକ ହୋଇଯାଏ ।
କରୋନାରୀ ଧମନୀ ରୋଗ ଓ ଉଚ୍ଚ ରକ୍ତ ଚାପର (high blood pressure) ଭୂମିକା ମଧ୍ୟ ଥାଇପାରେ ।
|ସୋଟାଲୋଲର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଧୀର ହୃଦ୍ଗତି (slow heart rate), ଛାତି ଯନ୍ତ୍ରଣା (chest pain), ଅଳ୍ପ ରକ୍ତ ଚାପ (low blood pressure), ଥକ୍କା ଅନୁଭବ, ମୁଣ୍ଡ ଓଜନିଆ, ଅଣନିଶ୍ୱାସୀ, ଦୃଷ୍ଟି ସମସ୍ୟା, ବାନ୍ତି ଓ ଫୁଲା (swelling) ହୋଇପାରେ ।
|ଏହା ଶିରା ଧମନୀ ବିସ୍ତାରକ ହୋଇଥିବା ହେତୁ ଏହା ଉଚ୍ଚ ରକ୍ତ ଚାପକୁ ନିୟନ୍ତ୍ରଣ କରିଥାଏ ଏହାଛଡା ଅତିସାର ଓ ପେଟମୋଡା ତରଳ ଝାଡାରେ ଏହାର ଉପଯୋଗଦ୍ୱାରା ଅନେକ ଉପଶମ ଦେଇଥାଏ ।
ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଉଚ୍ଚ ରକ୍ତ ଚାପ ପାଇଁ ଏକ ପ୍ରଥମ ଧାଡି ଚିକିତ୍ସାର ମାନ୍ୟତା ପାଇଛି ଯାହା ସହିତ କ୍ୟାଲସିସମ ଚ୍ୟାନେଲ ଅବରୋଧକ, ଥିଆଜାଇଡ ଡାଇୟୁରେଟିକ ଏବଂ ଆଞ୍ଜିଓଟେନସିନ ରିସେପ୍ଟର ବ୍ଲକର ବ୍ୟବହୃତ ହେଉଛି ।
blood pressure's Usage Examples:
on whether the left or right atrium has the higher blood pressure.
Remikiren is a renin inhibitor under development for the treatment of hypertension (high blood pressure).
The drop in blood pressure may be sudden (vasovagal orthostatic.
hyperventilation, fast heart rate, low blood pressure, fainting, marked uneasiness, weakness, vertigo, blurred vision, and confusion.
Pulmonary hypertension (PH or PHTN) is a condition of increased blood pressure within the arteries of the lungs.
effects including increased heart rate and blood pressure, increased salivation, urinary frequency and burning upon urination, increased lacrimation and.
blood pressure monitors, digital thermometers, body composition monitors, pedometers, nebulizers Professional use: blood pressure monitors, non-invasive vascular.
Suddenly standing up (see orthostatic hypotension), especially if sick, hungover, or suffering from low blood pressure.
Right atrial pressure (RAP) is the blood pressure in the right atrium of the heart.
The main risk factor for stroke is high blood pressure.
blood clot forming in an artery, a blood clot forming in the superior mesenteric vein, and insufficient blood flow due to low blood pressure or spasms.
poor growth and labile blood pressure (episodic hypertension and postural hypotension).
condition in which the blood pressure in the arteries is persistently elevated.
Synonyms:
venous pressure, arterial pressure, pressure level, vital sign, systolic pressure, pressure, circulation, diastolic pressure, force per unit area,
Antonyms:
refrain, decompression,