blockers Meaning in Odia (Oriya). ( blockers ଶବ୍ଦର ଓଡିଆ ଅର୍ଥ)
ଅବରୋଧକାରୀ,
Noun:
ପ୍ରତିରୋଧକ |,
People Also Search:
blockheadblockheads
blockhouse
blockhouses
blocking
blocking agent
blockings
blockish
blockout
blocks
blocky
blocs
bloemfontein
blog
blogger
blockers తెలుగు అర్థానికి ఉదాహరణ:
|ଧୁମ୍ରପାନ, ପ୍ରତିରୋଧ ଅକ୍ଷମତା, ମଦ୍ୟାଶକ୍ତ, ଅବରୋଧକାରୀ ଫୁସଫୁସ୍ ରୋଗ, ପୁରାତନ ବୃକ୍କ ରୋଗ ଓ ଯକୃତ ରୋଗ ଇତ୍ୟାଦି ନିମୋନିଆର ବାହକ ରୂପେ ପରିଚିତ ।
ଏହି ରୋଗକୁ ଏକ ଅବରୋଧକାରୀ ଫୁସ୍ଫୁସ୍ ରୋଗ ଭାବେ ବର୍ଗୀକରଣ କରାଯାଇଛି ଓ ଏହି ବର୍ଗରେ ଆଜ୍ମା ଓ କ୍ରନିକ ଅବସ୍ଟ୍ରକ୍ଟିଭ ପଲ୍ମୋନାରି ଡିଜିଜ ଭଳି ରୋଗ ଶ୍ରେଣୀବଦ୍ଧ ଅଛନ୍ତି ।
ଏହି ନିର୍ଣ୍ଣୟର ପ୍ରଥମ ପାହାଚରେ ଉର୍ଦ୍ଧ୍ୱ ଶ୍ୱାସନଳୀର ଅନ୍ୟ ଅବରୋଧକାରୀ ରୋଗ ଉପସ୍ଥିତି ନ ଥିବା ନିମନ୍ତେ ନିର୍ଣ୍ଣୟ କରାଯାଏ ଯେପରିକି ଏପିଗ୍ଲୋଟ୍ଟାଇଟିସ, ବାହାର ବସ୍ତୁ, ସବ୍ଗଲୋଟ୍ଟିକ ସ୍ଟେନିସିସ, ଆଞ୍ଜିଓଇଡିମା, ରେଟ୍ରୋଫାରିଞ୍ଜିଆଲ ଆବସେସ ଓ ବ୍ୟାକ୍ଟେରିଆଲ ଟ୍ରାକିଆଇଟିସ ।
ଅନ୍ତର୍ନିହିତ କାର୍ଯ୍ୟ ପ୍ରଣାଳୀରେ ବାୟୁକୋଷ ଅବରୋଧକାରୀ ଜୀବକୋଷଗୁଡ଼ିକରେ ବିସ୍ତୃତ ଆଘାତ ଯୋଗୁ ପୃଷ୍ଠ ସକ୍ରିୟକ ଜୀବକୋଷଗୁଡ଼ିକର କ୍ରିୟାହୀନତା, ଇମ୍ମ୍ୟୁନିଟି ସକ୍ରିୟତା ଓ ରକ୍ତ ଜମାଟକାରୀ କ୍ରୀୟାହୀନତା ଦେଖାଯାଏ ।
ସ୍ନାୟୁପେଶୀ ଅବରୋଧକାରୀ (neuromuscular-blocker) ଔଷଧ ଶ୍ରେଣୀ ମଧ୍ୟରୁ ଏହା ଏକ ନନପୋଲାରାଇଜିଙ୍ଗ (non-depolarizing) ଟାଇପର ଔଷଧ ।
|ଏହି ରୋଗର ଅନ୍ତର୍ନିହିତ କାରଣ ଖୋଜି ଚିକିତ୍ସା କରିବାକୁ ହୁଏ ଓ ଏକ ଅବରୋଧକାରୀ କ୍ରିମ୍ ଲଗାଯାଏ ।
|ଆଧାର|୧୯୮୮ ଜନ୍ମ|ଜୀବିତ ବ୍ୟକ୍ତି ମାରିଆ ଡୋମିଙ୍ଗାସ ଆଲଭେସ (ଜନ୍ମ ୨୮, ନଭେମ୍ବର ୧୯୫୯), ଉପନାମ ମାନା (ଭଉଣୀ) ମିକାଟୋ ବା ମିକାଟୋ, ଅନ୍ୟ ନାମ ବେଟା ମାଉ, ଜଣେ ମହିଳା ଅଧିକାର କର୍ମକର୍ତ୍ତ୍ରୀ, ପୂର୍ବତନ ଅବରୋଧକାରୀ ଯୋଦ୍ଧା, ସରକାରୀ ଅଫିସର ଓ ପୂର୍ବ ଟିମୋରର ଅଣ-ପାର୍ଟି ରାଜନୀତିଜ୍ଞ ।
ଯକ୍ଷ୍ମା ରୋଗ ନ ଥିବା ବୟଃପ୍ରାପ୍ତ ଲୋକ ଯିଏ କି ଆଗରୁ ଟିକା ନେଇନାହିଁ ଓ ବାରମ୍ବାର ଡ୍ରଗ-ଅବରୋଧକାରୀ ଯକ୍ଷ୍ମା ସଂସ୍ପର୍ଶରେ ଆସୁଛନ୍ତି ସେମାନଙ୍କୁ ମଧ୍ୟ ଟିକା ଦିଆଯାଏ ।
| ପୋଷ୍ଟ-ହେପାଟିକ |ଏହି ଜଣ୍ଡିସକୁ ଅବରୋଧକାରୀ ଜଣ୍ଡିସ ବା ଇଂରାଜୀରେ ଅବ୍ଷ୍ଟ୍ରକ୍ଟିଭ ଜଣ୍ଡିସ କୁହାଯାଏ ।
ଡୋନେପେଜିଲ ଏକ କେନ୍ଦ୍ରୀୟ ଆସେଟାଇଲ୍ଲକୋଲିନଇସ୍ଟରେଜ ଅବରୋଧକାରୀ (acetylcholinesterase inhibitor) ଔଷଧ ।
|ମହମକୁ ବ୍ୟବହାର କରି ଜଳ ଅବରୋଧକାରୀ ବସ୍ତୁ ପ୍ରସ୍ତୁତ କରାଯାଏ ।
ଡେକ୍ସାମେଥାଜୋନର ପ୍ରଦାହ ବିରୋଧୀ ଓ ଶରୀର-ପ୍ରତିରକ୍ଷା ଅବରୋଧକାରୀ ଗୁଣ ପ୍ରଭାବ ଅଛି ।
|ଅଧିକ ତଥ୍ୟ | ଆଧାର |ଗଞ୍ଜାମ ଜିଲ୍ଲା ଡାଏଫ୍ରାମ ଏକ ପ୍ରକାର ଅବରୋଧକାରୀ ଗର୍ଭନିରୋଧକ (barrier method) ଯାହା ଜନ୍ମ ନିରୋଧ ନିମନ୍ତେ ବ୍ୟବହାର କରାଯାଏ ।
blockers's Usage Examples:
Beta blockers are competitive antagonists that block the receptor sites for the endogenous catecholamines epinephrine.
These blockers act as ion channel antagonists, preventing the response that is normally.
pure S-enantiomer structure of landiolol is believed to develop less hypotensive side effects in comparison to other β-blockers.
H2 antagonists, sometimes referred to as H2RAs and also called H2 blockers, are a class of medications that block the action of histamine at the histamine.
is used particularly with beta-blockers that can show both agonism and antagonism at a given beta receptor, depending on the concentration of the agent.
Large differences exist in the pharmacology of agents within the class, thus not all beta-blockers are used for all indications.
control (tachycardia, tremor) in anxiety and hyperthyroidism Theophylline overdose Beta-blockers have also been used for:[citation needed] Acute aortic dissection.
As soon as a pass is intercepted, everyone on the defense immediately acts as blockers, helping the person.
antagonists or testosterone blockers, are a class of drugs that prevent androgens like testosterone and dihydrotestosterone (DHT) from mediating their biological.
type 1 (AT1) antagonists, also known as angiotensin receptor blockers, angiotensin II receptor antagonists, or AT1 receptor antagonists, are a group of.
therapeutic groups: neuromuscular blockers and spasmolytics.
Sodium channel blockers are drugs which impair the conduction of sodium ions (Na+) through sodium channels.
of ulcers and reflux oesophagitis than the H2 blockers ranitidine and cimetidine.
Synonyms:
footballer, football player,
Antonyms:
over-the-counter medicine, prescription drug, prescription medicine, over-the-counter drug,