blessing Meaning in Odia (Oriya). ( blessing ଶବ୍ଦର ଓଡିଆ ଅର୍ଥ)
ଆଶୀର୍ବାଦ,
Noun:
ଆଗ୍ରହ, ଶୁଭକାମନା |, ମଙ୍ଗଳ, ଭାଗ୍ୟ, ସ୍ୱର୍ଗୀୟ ସୁଖ, କଲ୍ୟାଣ, ଆଶିଷ |, ବର, ସଂପୂର୍ଣ୍ଣ ସୁଖ, ଉପଲବ୍ଧି, ଉପକାରିତା,
People Also Search:
blessingsblest
blet
blether
blethered
blethering
bletherings
blethers
bletherskate
blets
bleu
bleus
blew
blewits
blewitses
blessing తెలుగు అర్థానికి ఉదాహరణ:
ମାର୍ଗରେ ଏକ ଜଳାଶୟରେ କିଛି କନ୍ୟା ମାନେ ସ୍ନାନ କରୁଥିଲେ, ସେମାନେ ଯେତେବେଳ ଶୁକଦେବଙ୍କୁ ଦେଖିଲେ ତ ନିଜ ଅବସ୍ଥାକୁ ଧ୍ୟାନ ନ ଦେଇ ଶୁକଦେବଙ୍କ ଆଶୀର୍ବାଦ ନେଇଥିଲେ ।
ଚତୁର୍ଭୁଜ ବିଶ୍ୱକର୍ମା, ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦୃଷ୍ଟିଗୋଚର ହେଇଥାନ୍ତି ।
ବହୁ ତପସ୍ୟା ଓ କାଳାଗ୍ନିରୁଦ୍ରଙ୍କ ଆଶୀର୍ବାଦରୁ ବିକଳାନନ୍ଦ କର ଜନ୍ମଗ୍ରହଣ କରିଥଲେ ।
ସେ ଅଶ୍ୱିନୀ କୁମାରଙ୍କୁ ସ୍ମରଣ କରି ତାଙ୍କରି ଆଶୀର୍ବାଦରୁ ନକୁଳ ଏବଂ ସହଦେବଙ୍କୁ ଜନ୍ମ ଦେଇଥିଲେ ।
ଅର୍ଥାତ ଆଶୀର୍ବାଦର ସେହି ଫଳ ଗ୍ରହଣ କରିବାଦ୍ୱାରା ରାଣୀ ପୁତ୍ରବତୀ ହେବେ ।
ସେଠାରେ ସୂରଜ ତାଙ୍କ ପତ୍ନୀ ସନ୍ଧ୍ୟାର ଭରସା, ମାଙ୍କ ଆଶୀର୍ବାଦ ବଳରେ ଜିତିଥିଲେ ଦୁନିଆର ସବୁଠୁ ରୋଷେଇୟା ପ୍ରତିଯୋଗୀତାରେ ।
ସାବିତ୍ରୀ (ଗାୟତ୍ରୀ)ଙ୍କୁ ଉପାସନା କରି ତାଙ୍କ ଆଶୀର୍ବାଦରୁ କନ୍ୟା ସନ୍ତାନଟିଏ ଲାଭ କରି ତାହର ନାମ ସାବିତ୍ରୀ ରଖିଥିଲେ ।
ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ ।
ସେମାନେ ପବିତ୍ର ସ୍ଥାନ, ବସ୍ତୁ, ପ୍ରାକୃତିକ ଶକ୍ତି ତଥା ଲୋକମାନଙ୍କ ମଧ୍ଯରେ ପ୍ରବେଶ କରି ଆଶୀର୍ବାଦ ଦେଇପାରନ୍ତି ।
|ବିଭିନ୍ନ ଧର୍ମ ସମ୍ବନ୍ଧରେ ଜ୍ଞାନ ଅହାରଣ|ନିର୍ବାସନ ସମୟ ତଙ୍କ ପାଇଁ ଆଶୀର୍ବାଦ ସଦୃଶ ହୋଇଥିଲା ।
ସେ ନିଜ ବଡ଼ ଭାଇଙ୍କ ସହିତ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଘୋର ତପ କରିଥିଲେ ଏବଂ ବର ସ୍ୱରୂପ ଏହି ଆଶୀର୍ବାଦ ମାଗିଥିଲେ ଯେ ସେ ଯେପରି ସର୍ବଦା ଧର୍ମ ପଥରେ ଚଳିବେ ।
|କାଳିଦାସ ମାତାଙ୍କ ଆଶୀର୍ବାଦ ଲାଭ କରିବା ପରେ ସର୍ବ ପ୍ରଥମେ ତାଙ୍କ ମୁଖରୁ ‘ମହାକାଳୀ ସ୍ତୋତ୍ର’ ବାହାରିଥିଲା ଏବଂ ସେ ‘ଶ୍ୟାମଳା ଦଣ୍ଡକ’ ରଚନା କରିଥିଲେ ।
କଳ୍ପବୃକ୍ଷଙ୍କ ଆଶୀର୍ବାଦରୁ ସଙ୍ଗେ ସଙ୍ଗେ ଅଶୋକସୁନ୍ଦରୀ ନାମକ ଏକ କନ୍ୟା ଜାତ ହେଲେ ।
blessing's Usage Examples:
A particular blessing for Vossbarg was the founding of the power-station at Wiesmoor.
New Year tradition in the city, and are given by godparents to their godchildren along with a blessing for the year ahead.
The musaf service on Rosh Hashana has nine blessings; the three middle blessings include biblical verses attesting to sovereignty, remembrance and the shofar, which is sounded 100 times during the service.
every blessing, Tune my heart to sing Thy grace; Streams of mercy, never ceasing, Call for songs of loudest praise.
The effort began on February 14, 1992, with the blessing of Intel's then CEO, Andy Grove.
The remainder of the loaf is blessed over the Holy Table (altar) during the hymn Axion Estin, just before the blessing of the antidoron.
Prayers, blessings, and adjurations were all common forms of verbal formulas whose intentions were hard to.
Neither do they bring to an end their reviling of the messenger of Allah on whom be peace and blessings and neither stop.
friend, Van (Frank McHugh), they reconcile and resume the mixed blessings of wedded bliss.
qid"duːʃ]), literally, "sanctification", is a blessing recited over wine or grape juice to sanctify the Shabbat and Jewish holidays.
Making the sign of the cross (Latin: signum crucis), or blessing oneself or crossing oneself, is a ritual blessing made by members of some branches of.
representation of the deva with innate beatitude, grace and grandeur, conferring divine blessings on all devotees.
self-command, and toleration exalted from virtues to blessings, and the kindliest and truest heart that beats, these form his equipment for the noble work.
Synonyms:
admiration, reinforcement, support, approval, acceptance, adoption, appreciation, backing, acceptation, reward, backup, espousal, patronage, championship, approving,
Antonyms:
tasteful, rejection, penalty, refrain, disapproval,